କୋକସରା – ବ୍ଲକ କାର୍ଯ୍ୟାଳୟ ସାଧାରଣ ଜନତାଙ୍କ ସମସ୍ୟାର ସାମାଧାନ ପାଇଁ ଖୋଲିଥିବା ବେଳେ ବିଡିଓ ତାଙ୍କର ସହକର୍ମିଙ୍କୁ ନେଇ ଏଠାରେ କରୁଛନ୍ତି କଣ ? ରାଜନୈତିକ ଚେଲା ଚାମଣ୍ଡାଙ୍କୁ ନେଇ ମଦ ମାଂସର ଆସର ଜମାଉଥିବା କିଛି ଅଫିସରଙ୍କ ପଛରେ…
Category: ଜିଲ୍ଲା ଖବର
କାହା ସ୍ୱାର୍ଥରେ ଓଇଆରସି : ଉପଭୋକ୍ତାଙ୍କୁ ଲୁଟିବାକୁ ତିଆରି ହୋଇଛି ଚକ୍ରବ୍ୟୁହ !
ଭୁବନେଶ୍ୱର -: ଆପଣଙ୍କ ମିଟର ଠିକ୍ ନାହିଁ । ଏମିତି ଅଭିଯୋଗ ଆଣି ଉପଭୋକ୍ତାଙ୍କୁ ମିଟର ବଦଳାଇବା ପାଇଁ ବାଧ୍ୟ କରୁଛନ୍ତି ଅଧିକାରୀ । ହେଲେ ମିଟର ଠିକ୍ ଅଛି କି ନାହିଁ, ସେ ସଂପର୍କରେ ଅଭିଯୋଗ ପରୀକ୍ଷା ପାଇଁ ଉପଭୋକ୍ତାମାନଙ୍କ…
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର
ଭୁବନେଶ୍ବର -: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ଜାରି ରହିଛି। ବୁଧବାର ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣ…
ଅସୁରକ୍ଷିତ ଦେବୀନଦୀସ୍ଥିତ ଆଳିପିଙ୍ଗଳ ପୋଲ, ଭାରୀଯାନ ଚଳାଚଳ ନିଷିଦ୍ଧ କରିବାକୁ ଜ଼ିଲ୍ଲାପାଳଙ୍କ ନିକଟରେ ଦାବି
ଜଗତସିଂହପୁର( ଜ୍ୟୋତି ରଞ୍ଜନ ପରିଡା ) – : ଜଗତସିଂହପୁରରୁ -ଅଡ଼ଶପୁରକୁ ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ସହ ସହ ଭାରୀଯାନ ଯାତାୟାତ କରିବାରୁ ପୋଲାର ଅବସ୍ଥା ଶୋଚନୀୟ ହୋଇପଡିଛି । ଆଳିପିଙ୍ଗଳ ପୋଲର…
ଜଗତର ନାଥ ଜଗନ୍ନାଥ ଭକ୍ତଙ୍କ ପାଇଁ ମିଳିଲା ଆଶ୍ୱସ୍ତି, ସରକାରଙ୍କ ତରଫରୁ ନିଆଗଲା ଏଭଳି ପଦକ୍ଷେପ
ପୁରୀ -: ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶା ସମେତ ଦୁରଦାରନ୍ତରରୁ ଆସୁଥିବା ଭକ୍ତଙ୍କୁ ଶେଷରେ ମିଳିଛି ଆଶ୍ୱସ୍ତି । ତାତିରୁ ରକ୍ଷା ପାଇଁ ଆଜି ମୁଣ୍ଡକୁ ଛତା ଓ ପାଦ ପାଇଁ କାରପେଟ୍ ପକାଇଛି ଜିଲ୍ଲା ପ୍ରଶାସନ ।…
