ଫିରିଙ୍ଗିଆ ପଳାବୃଡି ଅଞ୍ଚଳରେ କାଳରା ପତରିଆ ବାଘ ଆତଙ୍କ , ଭୟଭୀତ ଅଞ୍ଚଳବାସୀ I

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳ ପଳାବୃଡି ପଞ୍ଚାୟତ ଅଞ୍ଚଳରେ ବୁଲୁଛି ଏକ କଲରାପତରିଆ ବାଘ। ଏନେଇ ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଫୁଲବାଣୀ ଗୋଛାପଡ଼ା ରାସ୍ତାର ମୁସୁଲିପାଙ୍ଗା ଗ୍ରାମ କଡ଼ିସରୁ…

ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ

କନ୍ଧମାଳ( ମୃତ୍ୟୁଞ୍ଜୟ ଦିଗାଲ ) -: ବିପର୍ଯ୍ୟୟ ପରିଚାଳନା ରେ ଆମ ରାଜ୍ୟ ଓଡିଶା ଦେଶରେ ଆଗରେ ଥିବାବେଳେ ଏବେ ସରକାରଙ୍କ ର ଲକ୍ଷ୍ୟ ରାଜ୍ୟର ସମସ୍ତ ଜନସାଧାରଣ କିପରି ଗ୍ରାମାଚଂଳ ରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍ ଭାବରେ ସାମ୍ନା…

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଫୁଲବାଣୀ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ବରିଷ୍ଠ ନଗରିକ ସଂଘ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଫେବୃୟାରୀ ୨୩ତାରିଖରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସନ ସାଇନ ହସପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରମାନେ ୩୦୦ରୁ…

ତାଳବସ୍ତ ସୁଜିତ ମେମୋରିଆଲ ହଂଗାମା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) -: କଟକଜିଲ୍ଲା ବାଙ୍କୀ ଦମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ହାଇସ୍କୁଲ ପଡ଼ିଆ ଠାରେ ଷଷ୍ଠ ବାର୍ଷିକ ସୁଜିତ ମେମୋରିଆଲ କପ କ୍ରିକେଟ ହଂଗାମା ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି | ଯେଉଁ ହଂଗାମା ମଟୁର୍ନାମେଣ୍ଟ ବାଙ୍କୀ ବ୍ଲକ ଅଞ୍ଚଳ…

କାହା ସ୍ବାର୍ଥ ପାଇଁ ଫିରିଙ୍ଗିଆ ବଜାର ଗୋଷ୍ଠି ଶୌଚାଳୟ !

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ )-: କାର୍ଯ୍ୟରେ ଲାଗିପାରୁନି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବଜାର ଗୋଷ୍ଠି ଶୌଚାଳୟ।ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା। ଏଭଳି ଏକ ଅଭାବନାୟ ଦୃଶ୍ୟ ଦେଖିବାକୁ ମିକିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ…

ଏମ୍ ଗଣ୍ଡପାଲି ସ୍କୁଲର ବାର୍ଷିକୋତ୍ସବଆତ୍ମବିଶ୍ବାସ ଦୃଢ ହେଲେ ସଫଳତା ସୁନିଶ୍ଚିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସ୍କୁଲର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଟ୍ୟକାର ମାନନୀୟ ଶ୍ରୀଯୁକ୍ତ ମୋହନ ସିଂ…

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ଠାରେ ଜୟ କିସାନ ଆନ୍ଦୋଳନ ର ଆହ୍ୱାନ କ୍ରମେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବି ସଂବଳିତ…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ‘ଫର୍ଟିଚିଉଡ଼ ୦୨ ‘

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତତ ସହିତ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ଙ୍କ ମନ ର ସଂଶୟ ବଢ଼ି ବଢ଼ି ଚାଲିଛି । ଏହାକୁ କୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ…

ସଂଗଠନ ଏବଂ ବିଭିନ୍ନ ବ୍ଲକ ସଂଗଠନର ସମସ୍ତ ଦିବ୍ୟାଙ୍ଗ ସଦସ୍ୟଙ୍କ ପକ୍ଷରୁ ଆପଣଙ୍କର ଭଲ କାର୍ଯ୍ୟକୁ ନିମ୍ନଲିଖିତ ଭାବରେ ମୂଲ୍ୟାଙ୍କନ କରୁଛି

ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ୧. ବର୍ତ୍ତମାନ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ମେଡିକାଲ ବୋର୍ଡ ମାସକୁ ଥରେ ପୁରୁଣା ଡିଏଚ୍ଏଚ୍, ବରଗଡ଼ରେ ଅନୁଷ୍ଠିତ ହୁଏ, ଯେଉଁଠାରେ ବରଗଡ଼ ଜିଲ୍ଲାର ସମସ୍ତ ୧୨ଟି ବ୍ଲକର ଦିବ୍ୟାଙ୍ଗମାନେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଏକତ୍ରିତ…

error: Content is protected !!