ବୋରିଗୁମ୍ମା -: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଗ୍ରାମରୋଜଗାର ସେବକ (ଜିଆରଏସ୍) ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି…
Category: ଜିଲ୍ଲା ଖବର
ଫୁଲବାଣୀ ଜଗନ୍ନାଥ ମନ୍ଦିରରେ କଳାକନା ବୁଲାଇଲେ
ଗଞ୍ଜାମ ପରେ କନ୍ଧମାଳରେ ମନ୍ଦିରକୁ ଟାର୍ଗେଟ୍ଲକ୍ଷାଧିକ ଟଙ୍କା ସହ ତିନି ଠାକୁରଙ୍କ ସୁନାଚିତା ନେଇଗଲେ ଫୁଲବାଣୀ -: ଗତବର୍ଷ ନଭେମ୍ବର ମାସରୁ ଗଞ୍ଜାମ ଜିଲ୍ଲାର ଗୋଟିଏ ପରେ ଗୋଟିଏ ମନ୍ଦିରକୁ ଚୋର ଗ୍ୟାଙ୍ଗ୍ ଟାର୍ଗେଟ୍ କରିଆସୁଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାର ମନ୍ଦିର ଉପରେ…
ମାଁ ଉକୁଡୁଡୁ ସରୁପେନୁ ପାରମ୍ପରୀକ ବାର୍ଷିକ ପୂଜା ଆୟଜିତ
କନ୍ଧମାଳ ଜିଲ୍ଲା (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ୍ତ ଫୁଲବାଣୀ ବ୍ଲକ ଜାମଝିରୀ ପଞ୍ଚାୟତ ରେ ନିତି ନିୟମ ପାଳନ କରି ପାରମ୍ପରୀକ ପୂଜା ବହୁ ଆଡ଼ମ୍ୱରେ ପାଳନ ହୋଇଯାଇଛି । ଏହି ପାରମ୍ପରୀକ ପୂଜାକୁ ଏଠାକାର ମୂଳ…
ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ ବଣ୍ଟନ
ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ ବଣ୍ଟନ । କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସି ପଡା ପଞ୍ଚାୟତ ପୁଡୁନି ସୁଗା ସେବାଶ୍ରମ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ…
କୁଇ ସମାଜ ଯୁବ ପରିଷଦ କନ୍ଧମାଳର ବନ୍ଧୁ ମିଳନ ଉତ୍ସବ -୨୦୨୫ ଅନୁଷ୍ଠିତ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ0 -: କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମର ଶାଳବଣ ନିକଟରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ବନ୍ଧୁ ମିଳନ -୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସାଧାରଣ ସମ୍ପାଦକ ଶ୍ରୀ…
ମାଁ ସୁନା ପ୍ରତିମା ଓ ମାଁ କଳାବାନ୍ଦ୍ରୀ ପୂଜା ଉପଲକ୍ଷେ ପୌରାଣିକ ନାଟକ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ଓଡ଼ିଶାରେ ବାରମାସରେ ତେର ପର୍ବ ସେଥି ମଧ୍ୟରୁ ଆଦିବାସୀ କୁଇ ପୂଜା ପଦ୍ଧତି ଓ ପରମ୍ପରା ଏକ ନିଆରା ସେମାନେ ପ୍ରକୃତି ପୂଜକ ଧରିତ୍ରୀ, ପାଣି ପ୍ରକୃତିକୁ ଭଲ ପାଆନ୍ତି ଆଦିବାସୀ ମାନେ ତେଣୁ ସେମାନେ…
କନ୍ଧମାଳ ଜିଲ୍ଲାରେ ଅଟୋ ବା୍ରଣ୍ଡିଂ ମାଧ୍ୟମରେ ଏ.ଡ୍.ସ୍. ସଚେତନତା
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) – ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ ଅନୁଷ୍ଠାନ ଙ୍କ ଆକଳନ ଅନୁଯାୟୀ ଏଚ୍.ଆଇ.ଭି. ସଂକ୍ରମଣ କୁ କମାଇବାକୁ ହେଲେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ବଢାଇବାର ଆବଶ୍ୟକତା ରହିଛି । ଏଥିପାଇଁ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଓ…
ସୋନିଆ ବିବାଦୀୟ ମନ୍ତବ୍ୟ କୁ ଘୋର ବିରୋଧ କଲା ବାଙ୍କୀ ବିଜେପି : ସୋନିଆ ଙ୍କ କୁଶପୁତ୍ତଳିକା କରିଲା ଦୀହ
ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ମହାମହିମା ରାଷ୍ଟ୍ରପତିଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ବିବାଦୀୟ ମନ୍ତବ୍ୟ ଯୋଗୁ ଏବେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ଦେଖିବାକୁ ମିଳିଛି ବିକ୍ଷୋଭ l ଏହି ବିକ୍ଷୋଭରେ ସାମିଲ ହେଲେ ବାଙ୍କୀ ଭାରତୀୟ ଜନତା ପାର୍ଟି…
ମଇଯୋରୀ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ
ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀବ୍ଲକ ଅନ୍ତର୍ଗତ ମଇଯୋରୀ ବିଦ୍ୟାଳୟ ଠାରେ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତ ରେ ଆଜି ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି l ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ…
ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ କୟାକଳ୍ପ ଟିମ୍
ଖବର ପାଇ ଆଗୁଆ ସଫା ସୁତୁରା କରାଇଲେ ଡାକ୍ତରଖାନା ଅଧିକାରୀ ବାଙ୍କ(ବ୍ରହ୍ମାନନ୍ଦ ପ୍ରଧାନ) – କଟକ ଜିଲ୍ଲା ବାଙ୍କୀବ୍ଲକ ଉପଖଣ୍ଡ ଚିକିତ୍ସାଳୟ ଠାରେ ଆଜି କୟାକଳ୍ପ ପକ୍ଷରୁ ପାଞ୍ଚ ଜଣିଆ ଟିମ୍ ର ପରିଦର୍ଶନ | ଡାକ୍ତରଖାନା ର ସ୍ୱଛତା ଯାଞ୍ଚ…
