ସିଂହନାଥ ପିଠରେ ମକର ମେଳା ପାଇଁ ବାଙ୍କି ପ୍ରଶାସନ ତରଫରରୁ କଟକଣା

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: କଟକଜିଲ୍ଲା ବାଙ୍କୀବ୍ଲକ ତ୍ରିକୂଟଧାମ ସିଂହାନାଥ ପୀଠରେ ୨୦୨୫ ମସିହା ୧୪/ ତାରିଖ ଜାନୁଆରୀ ମାସରେ ହବାକୁ ଯାଉଥିବା ମକରମେଳା ଆୟୋଜନକୁ ନେଇ ଆଜି ବୈଦ୍ୟେଶ୍ୱର ଥାନାଠାରେ ଦିବା ୩:୩୦ ସମୟରେ ପ୍ରେସ ବୈଠକ ର ଆୟୋଜନ…

ଏହି ତାରିଖ ଭିତରେ ନକରିଲେ E-KYC କଟିବ ନାମ, ନିର୍ଦ୍ଧାରିତ ହୋଇଛି E-KYC ର ଶେଷ ତାରିଖ,

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀ ବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା, କରିନାହାନ୍ତିକି E-KYC, ନିର୍ଦ୍ଧାରିତ ହେଲା E-KYC କରିବାର ଶେଷ ତାରିଖ, ତାରିଖ ଶେଷ ହେବା ପୂର୍ବରୁ କରିନିଅନ୍ତୁ E-KYC ନଚେତ ଆପଣମାନେ ଆମକୁ ଆଉ ପଛରେ ଦେବେନାହିଁ ଦୋଷ…

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ । ମୃତକ ଜଣକ ହେଲେ ଗୋଛାପଡା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବାଡାଗାଣ୍ଡା ଗ୍ରାମର…

କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବପରିଷଦ ତରଫରୁ ସାହିତ୍ୟ ଆସର

କନ୍ଧମାଳ ( ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବପରିଷଦର ମିଳିତ ଆନୁକୁଲ୍ୟରେ କୁଇ ଭାଷା ସାହିତ୍ୟ ଆସର । ସୂଚନା ପ୍ରକାରେ ଆଜି କୁଇ ଭାଷା କୁ ସୁରକ୍ଷା ଦେବାକୁ…

ଶ୍ରୀ ଅର୍ନ୍ନ ଅଗ୍ରଗାମୀ ଅଭିଯାନ ସଂସ୍ଥା ପକ୍ଷରୁ ଦୁଇ ଦିନିଆ ତାଲିମ ଶିବିର

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଠାରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଶ୍ରୀ ଅର୍ନ୍ନ ଅଗ୍ରଗାମୀ ଅଭିଯାନ ପକ୍ଷରୁ ଦୁଇ ଦିନିଆ ମାଣ୍ଡିଆ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି…

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା, ଯୁବକ ଗୁରୁତର

ବିଜୁ ଏକ୍ସପ୍ରେସ ୱେ ଆମପାଣି ଥାନା ଦର୍ଲିପଡ଼ା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ଡୁଡୁକାଠେଙ୍ଗା ଗ୍ରାମର ସୁବାସ ନାଏକ (୨୫) ବୋଲି ସୂଚନା ମିଳିଛି । ସେ କୌଣସି କାମ…

RI ଅଫିସ ଗୃହରେ ଉଠିଲା ଲଟାଗଛ, ପାଣିଟାଙ୍କିର ଅବସ୍ଥା ଶୋଚନୀୟ କ୍ୟାମେରାରେ କଏଦ ହେଲା ଫଟୋ

ବାଙ୍କୀ-ବୈଦେଶ୍ୱର (ବ୍ରହ୍ମାନନ୍ଦ ପ୍ରଧାନ) -: ବୈଦେଶ୍ୱର ଆରାଇ ଅଫିସର ଛାତ ଉପରେ ଗଛ ଉଠିବା ସାଙ୍ଗକୁ ଶିଉଳି ଲାଗିବା ସହ କାନ୍ଥରେ ଚତୃ ପାର୍ଶ୍ଵରେ ମାଡିଚାଲିଛି ଲଟାଗଛ l ଅଫିସର କର୍ମଚାରୀଙ୍କ ଦ୍ୱାରା ପ୍ରତିଦିନ ଚାଲୁରହିଛି ଅଫିସ କାର୍ଯ୍ୟ କିନ୍ତୁ କେବଳ…

ଚକା ବ୍ଲାଷ୍ଟରୁ ଦୁର୍ଘଟଣା ୧୦ ଫୁଟ ତଳକୁ ଖସିଲା ଗାଡି

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୀତାପଡି ବୁଲାଣି ରାସ୍ତାରେ ଘଟିଛି ଅଘଟଣ l ଚଳନ୍ତା ଗାଡିର ଆଗ ଚକା ବ୍ଲାଷ୍ଟରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି l ସୀତାପଡି ବୁଲାଣି ରାସ୍ତାରେ ଏକ ବୋଲେରୋର ଆଗ ଚକା…

ବିଏସଏଫ ବାଟାଲିୟନ ପକ୍ଷରୁ ସ୍ୱଛତା ଅଭିଯାନ

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡାସ୍ଥିତ ୧୩୬ ବିଏସଏଫ ବାଟାଲିୟନ ପକ୍ଷରୁ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଅବସରରେ ବିଏସଏଫ ବାଟାଲିୟନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା lକାର୍ଯ୍ୟକ୍ରମରେ…

ଭୋଗ ପିତା ଲାଗୁଥିବାରୁ ଦେବୀଙ୍କ ନାମ ପିତାବଳୀ

ଫୁଲବାଣୀ -: କନ୍ଧମାଳ ଜିଲ୍ଲାର ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରୁ ଫିରିଙ୍ଗିଆର ମା’ପିତାବଳୀ ଶକ୍ତିପୀଠ ଅନ୍ୟତମ। ପ୍ରତିବର୍ଷ ଶାରଦୀୟ ଦଶହରା ପୂଜା ବେଳକୁ ମା’ପିତାବଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠେ। ମା’ପିତାବଳୀ ହେଉଛନ୍ତି ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ। ଅତୀତରେ ମା’ ପିତାବଳୀ ଏକ ଖୋଲା…

error: Content is protected !!