ଆଇନ ଜାଲରେ କଟକ କ୍ରାଇମବ୍ରାଞ୍ଚ ଡିଏସ୍‌ପ ରମେଶ ଚନ୍ଦ୍ର ଦୋରା, ବରଗଡ ତହସିଲଦାରଙ୍କ ନାଁ ପରେ ବଢିଲା ଅଡୁଆ

କଟକ/ସମ୍ବଲପୁର/ବରଗଡ -: ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଭାବେ କଟକରେ ଅବସ୍ଥାପିତ ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ ବଢ଼ିଛି । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସ୍‌ଇବିସି)ର ହୋଇଥିବା…

ବିବାହ ଉତ୍ସବରେ ଆଇ.ଏ.ଏସ ଦମ୍ପତ୍ତି ବୃକ୍ଷ ରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ଦେଲେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ସୋମଦତ୍ତ ଶାସ୍ତ୍ରୀ ଓ ସୁରଭିଙ୍କ ସୁପୁତ୍ର ୨୦୨୨ ବ୍ୟାଚର ଯୁବ ଆଇ.ଏ.ଏସ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଖାକି ପିନ୍ଧା ସ୍ୱାମୀଙ୍କ ଅତ୍ୟାଚାର ସହି ପାରିଲେନି ସ୍ତ୍ରୀ, ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ …

ଢେଙ୍କାନାଳ -: ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ହେଉଛନ୍ତି ଜଣେ କନେଷ୍ଟବଳଙ୍କ ପତ୍ନୀ । ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ…

ଢେଙ୍କାନାଳ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା …

ଢେଙ୍କାନାଳ /ଭୁବନ -: ଜାତୀୟ ରାଜପଥ ୫୩ କଡ଼ରେ ଛିଡ଼ା ହୋଇଥିବା ଟିପରକୁ ଧକ୍କା ଦେଲା ଦଶଚକିଆ ଟ୍ରକ । ଘଟଣାସ୍ଥଳରେ ଦଶଚକିଆ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ…

ବିବାହ ପ୍ରତିଶ୍ରୁତି ଶାରିରୀକ ସଂପର୍କ ପରେ ଧୋକା …

ଥୁଆମୂଳ ରାମପୁର -: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ…

ଜୀରା ନଦୀର ଦୁଃଖ ଶୁଣୁନି ପ୍ରଶାସନ, ଜୀରା ନଦୀ ପାଇଁ ବରଗଡରେ ଆସିବ ଏହି ବଡ ମହାମାରୀ …!

ବରଗଡ(ନିରଞ୍ଜନ ତ୍ରୀପାଠି) -: ବରଗଡବାସୀଙ୍କ ଦୁଃଖ ଆଗକୁ ଦ୍ୱି-ଗୁଣିତ ହେବ । ପ୍ରଶାସନ ଏବେଠାରୁ ନଜର ନଦେଲେ ବରଗଡର ଜନସାଧାରଣ ଏଭଳି ରୋଗର ଶିକାର ହେବେ ଯାହା ମହାମାରୀ ଭଳି ବ୍ୟାପିବାର ସମ୍ଭାବନା ରହିଛି । ବେଳହୁଁ ସାବଧାନ ପ୍ରଶାସନ ଓ ସାଧାରଣ…

ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ, ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା

ସୋନପୁର -: ହିନ୍ଦୁ ସବୁଠୁ ଆଗରେ ରହୁ । ଏହା ଆମର ଲକ୍ଷ୍ୟ ବୋଲି ଶନିବାର ସୋନପୁର ସର୍କିଟହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡ଼ିଆ । ସେହିପରି…

ତାଣ୍ଡବ ରଚିଲା କାଳବୈଶାଖୀ, ପାନବରଜ ଓ ଧାନ ଫସଲ ନଷ୍ଟ

ବାଲେଶ୍ୱର/ ଭୋଗରାଇ -: ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି । ପବନ ଓ କୁଆପଥର ମାଡ଼ରେ…

ବରଗଡରେ ଜାତୀୟ ରାଜପଥ ସମସ୍ତଙ୍କ ପାଇଁ ପାଲଟିଛି କାଳ, ଯାଉଛି ମୁଣ୍ଡ ପରେ ମୁଣ୍ଡ

ବରଗଡ(ନିରଞ୍ଜନ ତ୍ରୀପାଠି) -: ବରଗଡ଼ ସହର ସଂଲଗ୍ନ ଜାତୀୟ ରାଜପଥ ଏବେ ସମସ୍ତଙ୍କ ପାଇଁ କାଳ ସାଜିଛି । ବେଆଇନ ପାର୍କିଂ ଯୋଗୁଁ ପ୍ରଶସ୍ତ ରାଜପଥ କ୍ରମଶଃ ସଂକୁଚିତ ହେବାକୁ ଲାଗିଛି । ଯଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।…

ଆନ୍ଧ୍ର ଦଲାଲଙ୍କ କବଜାରେ କଳାହାଣ୍ଡିର ପିଆଜ ଚାଷୀ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ

କଳାହାଣ୍ଡି /ଭବାନୀପାଟଣା -: ଏବେ ପିଆଜ ଅମଳ ଋତୁ । ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା ନଥିବାରୁ କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଛତିଶଗଡ଼ୀ ବେପାରୀଙ୍କ କବ୍‌ଜାରେ ପିଆଜ ବିକ୍ରି ବ୍ୟବସ୍ଥା…

error: Content is protected !!