କଟକ -: ପ୍ରଥିତଯଶା ସାରସ୍ୱତ ସାଧିକା, ପ୍ରାଧ୍ୟାପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି(ବୀଣା ଅପା) ଆଉ ନାହାନ୍ତି । ରବିବାର ରାତି ୯ଟାରେ ବାଦାମବାଡ଼ି ଗ୍ଲାସ୍ ହାଉସ୍ ଲେନ୍ସ୍ଥିତ ଭାଇ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୬ବର୍ଷ…
Category: ଜିଲ୍ଲା ଖବର
ରାସ୍ତା ପ୍ରଶସ୍ତି କରଣ ନାଁରେ ଖାଇଗଲେ ୩୨କୋଟି, ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତା
ପାଟଣାଗଡ଼ -: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଗମନାଗମନର ସୁବିଧା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ ଜିଲ୍ଲାର ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନାଁରେ ଦୁର୍ନୀତି ହୋଇଥିବା ଏବେ ସାମନାକୁ ଆସିଛି ।…
ପ୍ରଧାନଶିକ୍ଷକ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ସ୍ଥାନୀୟ ଲୋକେ
କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସର୍ଗିଗୁଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଓ ଗାଁର ଏସ୍ଏଚ୍ଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ଦାବିରେ ଆଜି ବିଦ୍ୟାଳୟରେ ତାଲା ପକାଇ ପରିଚାଳନା କମିଟି, ଗ୍ରାମବାସୀ ଓ ଏସ୍ଏଚ୍ଜି…
ଆଜି ୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କୁ ଦର୍ଶନ
ପୁରୀ -: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…
ମନ୍ତ୍ରୀଙ୍କ ଘରେ ରୋଷେୟା ଲଳିତ ମୃତ୍ୟୁ ଘଟଣାରେ ବିଜେପି ବିଜେଡି ମୁହାଁମୁହିଁ, ୧୪୪ ଧାରା ଜାରି
ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ସକାଳେ ଝଣ୍ଡାଚୈାକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା…
ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ଘରେ ରଖିଥିଲା, ବୁଲୁଥିଲା ସ୍ଥାନୀୟ ଅଞ୍ଚଳରେ
ଭୁବନେଶ୍ୱର : ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି…
ଆନ୍ଧ୍ର ମାଫିଆଙ୍କ କବଜାରେ କଳାହାଣ୍ଡିର ଆଦିବାସୀଙ୍କ ଚାଷଜମି
କଳାହାଣ୍ଡି/ଲାଞ୍ଜିଗଡ -: ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବୋରିଂପଦର ଗାଁରେ ଆଦିବାସୀଙ୍କ ଜମିକୁ ଜଣେ ଆନ୍ଧ୍ର ଚାଷୀ କବ୍ଜା କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ…
ଅଟୋ ଓ ଉଠାଦୋକାନିଙ୍କ କବଜାରେ କଲେଜ ଛକ, ଅପାରଗ ସିଏମସି …
କଟକ -: କଲେଜ ଛକରେ ଅଟୋ ପାର୍କିଂ ପାଇଁ ଗୋଟିଏ ବି ସ୍ଥାନ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇନାହିଁ । ପୋଷ୍ଟ୍ ଅଫିସ ନିକଟରେ ଏକକାଳୀନ ୧୫ଟି ଅଟୋ ରହିବା ପାଇଁ ଗୋଟିଏ ଷ୍ଟାଣ୍ଡ କରିବାକୁ ଗଲା ୩ ମାସ…
କେମିତି ଚାଲିବ ଆମ ଶିକ୍ଷା ବ୍ୟବସ୍ଥା, ଯଦି ପ୍ରଧାନ ଶିକ୍ଷକ ଦୋକାନରେ କରିବେ ଖଟି
କଳାହାଣ୍ଡି(ଜଗୁଲାଲ ମାଝୀ) -: କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ସକାଳେ ସ୍କୁଲ ପହଞ୍ଚି ହାଜରା ଖାତାରେ ଦସ୍ତଖତ ଦେଇ…
