ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା

ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…

ପୋଖରୀ ଭିତରେ ବୋମା, ବଷ୍ଫୋରଣରେ ୩ନାବାଳିକା ଗୁରୁତର

ଭଦ୍ରକ/ବନ୍ତ -: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି । ବୋମ୍ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ…

ଏବେ ଖୋଲିବ ମାନସ ହତ୍ୟାକାଣ୍ଡର ପୁରା ଗୁମର, ରାଣୀ ମହୁମାଛି ଏବେ ପୋଲିସ ପଞ୍ଜାରେ

ଭୁବନେଶ୍ୱର -: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ପ୍ରାୟ ଦେଢ଼ ମାସ ପରେ ଗିରଫ କରିବା ପରେ ସଫଳ ହୋଇଛି । ଗିରଫ ପରେ ପୁଲିସ ଶର୍ମିଷ୍ଠାଙ୍କୁ…

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଟେମେରୀ ଗ୍ରାମପଞ୍ଚାୟତ ରେ ଯାଉଥିବା ସୋଢା ଗ୍ରାମର ଜଣାଶୁଣା ଶିକ୍ଷକ ବାଲାଜୀ ରଣା ଙ୍କ ଦେହାନ୍ତ ହୋଇଯାଇଛି । ୧୭.୦୧.୧୯୫୫ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମର ଭଦ୍ରବ୍ୟକ୍ତି…

ବାରୁଣୀ ବୁଡ ଉପରେ ଲାଗିଲା କଟକଣା, ୧୪୪ଧାରା ଲାଗୁକଲା ଜିଲ୍ଲା ପ୍ରଶାସନ

ଯାଜପୁର -: ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ର ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ନିକଟରେ ୧୪୪ ଧାରା ଜାରି କରାଯାଇଛି । ୨୯ ଓ ୩୦ ତାରିଖ ପାଇଁ ଏହି…

ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ…

ପୁଲିସ ବିଭାଗର ବିଚିତ୍ର ନୀତି, ଥାନାରୁ ବଦଳି ପରେ ବି …

ବରଗଡ(ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ଜଗଦଲପୁର ଥାନାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଲୁଛି।ଥାନାରେ କାମ କରୁଥିବା ଜନୈକ ହାବିଲଦାରର ଗତ ନଭେମ୍ବର ମାସରେ ସ୍ଥାନାନ୍ତରୀତ ହୋଇଛି।ସେ ବର୍ତ୍ତମାନ ସୁଦ୍ଧା ଜଗଦଲପୁର ଥାନାରୁ କ୍ବାର୍ଟର ଛାଡି ନାହାନ୍ତି।ଉଚ୍ଚ କର୍ତ୍ତୃପକ୍ଷକୁ ଚକମା ଦେଖାଇ…

ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ

ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍‌ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ…

ଡାକିନେଇ ଯବାନଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି -: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ମିଳିଥିବା ସୂଚନା ଅନୁଯାୟୀ କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।…

ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି…

error: Content is protected !!