ବିଜେଡିରେ ଅନ୍ତଃକନ୍ଦଳ, ଫାଇଦା ଆଶାରେ କଂଗ୍ରେସ ।

ଥୁଆମୂଳ ରାମପୁର,(ପ୍ରଦୀପ ପଣ୍ଡା) -: ଦିନକ ପରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଭୋଟ୍ ଗ୍ରହଣ।ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଚାଲିଛି ରଣକୌଶଳ।ଦଳୀୟ ସମର୍ଥନର ଶକ୍ତି ବଳରେ ପଦବୀ ହାତେଇବାରେ ଉଦ୍ୟମ ଚଳାଇଛନ୍ତି…

ବନପାଳଙ୍କ ଅଫିସ ଆଗରେ ବନ ସୁରକ୍ଷା ସମିତିର ଧାରଣା

କୋକସରା, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଆମପାଣି ସେକ୍ସନ ବନପାଳଙ୍କ ନାଁ ରେ ଟଙ୍କା ଆତ୍ମସାତ ଅଭିଯୋଗ ସହ ଶ୍ରମିକଙ୍କ ପ୍ରାପ୍ୟ ଦାବିରେ ସୋମବାର ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ବନପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେଇଛନ୍ତି…

ଓଡ଼ିଶା ସ୍ୱରାଜ ଯୁବ ସମ୍ମାନରେ ସମ୍ମାନିତ ହେଲେ ଟ୍ୱିଟର ଗାର୍ଲ ଦୀପା ବାରିକ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ମିଳିଛି ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ ୨୦୨୨ । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍ୱରାଜ ସମ୍ମାନୋତ୍ସବ କାର୍ଯ୍ୟାକ୍ରମରେ ମୁଖ୍ୟ ଅତିଥି ଭାବରେ…

ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ

ବରଗଡ଼ -: ନିଷ୍ଠା ପରିବାର ଦ୍ବାରା ଆୟୋଜିତ ସ୍ବତନ୍ତ୍ର ସମ୍ମାନୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ,କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତିରାଣୀ ସାମନ୍ତ ଯୋଗଦାନ କରିଥିଲେ। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର…

ସୋହେଲା ବ୍ଳକର ଅଧ୍ୟକ୍ଷା ଭାବେ ବବି ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼ -: ଆଜି ସୋହେଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ବବି ପଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏ ପରିପ୍ରେକ୍ଷୀରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀମାନ ଗଣତନ୍ତ୍ର ପଧାନ, ମାର୍କଣ୍ଡ…

ବରଗଡ଼ରେ ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ପାଳିତ

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ସମସ୍ତ ମଞ୍ଚାସୀନ…

ମାଓ ଗଡରେ ପୋଲିଷ ଡିଜି ସୁନୀଲ ବଂସଲ

କୋରାପୁଟ -: ଆଜି ସକାଳ ୯.୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।…

ଆଠଗଡ କଂଗ୍ରେସର ସତ୍ୟପାଠ ଜରିଆରେ ୧୮ ଟି ନିର୍ବାଚନୀ ଇସ୍ତାହାର ଜାରିକଲା,

ଆଠଗଡ ବାସୀଙ୍କ ପାଇଁ ଆମେ ମାନେ ଉତ୍ତରଦାୟୀ, ଥରୁଟିଏ ସୁଯୋଗ ଦିଅନ୍ତୁ ସେବାକରିବାର ଆଠଗଡ -: ସବୁ ରାଜନୈତିକ ଦଳ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି ହେଲେ ଆଠଗଡରେ କଂଗ୍ରେସ ଦଳ ୧୮ ସୁତ୍ରୀ ଇସ୍ତାହାରକୁ ନୂତନ ଢଙ୍ଗରେ ଜାରି କରିଛି…

ନିର୍ବାଚନୀ ହିଂସା ! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ

ପିପିଲି -: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର…

ଭୀମସାର ବୁର୍ଲାରେ ମିଳିଲାନି ଆଇସିୟୁ,ଅକାଳରେ ଝଡ଼ିଗଲା ଆଉ ଏକ ଜୀବନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ଆଇ.ସି.ୟୁ ଅଭାବରୁ ରୋଗୀମାନେ ମୃତ୍ୟୁବରଣ କରିବା ଏକ ନିତିଦିନିଆ ଘଟଣା l କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ କିଛି ଅକୁହା ବେଦନା ଲୋକଙ୍କ ମନ ଭିତରେ ଚାପି ହେଇ ଯାଉଛି…

error: Content is protected !!