ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା, ଆଜିଠାରୁ ଲାଗୁ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ପୁଣି ବଢିଲା ଘରୋଇ LPG ଗ୍ୟାସ ସିଲିଣ୍ଡର ଦର। ୧୪.୨ କେଜି ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବଢିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ…

ଜୁଲାଇ ୬ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦ Email Id- panditashutoshpanigrahy@gmail.com ଆଜି ଜୁଲାଇ ୬ ତାରିଖ, ବୁଧବାର, ମିଥୁନ ୨୨ ଦିନ, ଆଷାଢ଼ ଶୁକ୍ଳ ସପ୍ତମୀ…

ମୋ ପାଇଁ କାଳୀ ମଦ, ମାଂସ ଖାଉଥିବା ଦେବୀଟିଏ …

ମୁମ୍ବାଇ -: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ପୋଷ୍ଟ୍‌ରରେ ମାଆ କାଳୀ ସିଗାରେଟ୍‌ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ପରେ ସାଂସଦ…

ବର୍ଷାଙ୍କୁ ଉପହାର ଦେଲେ ଅନୁଭବ …

କଟକ -: ବର୍ଷାଙ୍କ ପାଇଁ ଗତକାଲି ଗୀତା ଉପହାର ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲଙ୍କ ଜରିଆରେ ଶ୍ରୀମଦ ଭଗବତ ଗୀତାକୁ ପରିବାର ଅଦାଲତ ପରିସରରେ ପ୍ରଦାନ କରିଥିଲେ । ତେବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଗତକାଲି ବର୍ଷାଙ୍କୁ…

ZEE ‘ଜି’ ନ୍ୟୁଜ ଆଙ୍କର କଳିର ମଞ୍ଜି, ୨ରାଜ୍ୟର ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ -: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀକୁ କଦର୍ଥ କରି ଏହାକୁ ଉଦୟପୁର ହିଂସା ଘଟଣା ସହ ଯୋଡ଼ିଥିବାରୁ ‘ଜି ନ୍ୟୁଜ୍’ ଆଙ୍କରଙ୍କ ବିରୋଧରେ କଂଗ୍ରେସ ମାମଲା ରୁଜୁ କରିବା ପରେ ମଙ୍ଗଳବାର ଉକ୍ତ ଆଙ୍କର ରୋହିତ ରଞ୍ଜନଙ୍କୁ ନେଇ…

ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କଲା ବେଜିଂ

ଇସଲାମାବାଦ -: ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କରିଛି ବେଜିଂ । ଇସ୍ଲାମାବାଦ ଗସ୍ତରେ ଥିବା ଚୀନର ଜଣେ ପ୍ରଭାବଶାଳୀ ନେତା ଓ କୂଟନୀତିଜ୍ଞ ୟାଙ୍ଗ ଜେଇଚି ଏହି ଦାବି ଉଠାଇଛନ୍ତି । ସେ ହେଉଛନ୍ତି ଚୀନ…

ଯଦି କୈାଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର : କର୍ମୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ

କୋଲ୍‌କାତା -: ଯଦି କୈାଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର। ସେଥିପାଇଁ ଦଳ ଦାୟୀ ହେବନାହିଁ ବୋଲି ବୋଲପୁରରେ ଆୟୋଜିତ ‘ତୃଣମୂଳ କଂଗ୍ରେସ କର୍ମୀ’ ସମ୍ମିଳନୀରେ ‘ବୁଥ୍‌ ପ୍ରେସିଡେଣ୍ଟ୍‌’ମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ କହିଛନ୍ତି। କିନ୍ତୁ, ୨୦୨୪…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ, ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ

ବେଗୁନିଆ -: ରାତିରେ ଖୋଜିଲା ପୋଲିସ ଆଉ ସକାଳୁ ସକାଳୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଏକ ଆମ୍ବ ଗଛରୁ ମିଳିଲା ମୃତଦେହ। ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଗୁନିଆ ବାଘମାରୀ ଥାନାର ଓସ୍ତପୁର ଗାଁରେ ଦେଖବାକୁ ମିଳିଛି ଏହି ଅଭାବନୀୟ…

ବରମୁଣ୍ଡା ନିକଟରେ ଜଳିଗଲା ଘରୋଇ ଯାତ୍ରୀବାହି ବସ୍

ଭୁବନେଶ୍ବର -: ରାଜଧାନୀର ବରମୁଣ୍ଡା ନିକଟରେ ଏକ ଘରୋଇ ବସ ଜଳିଯାଇଥିବାର ଖବର  ମିଳିଛି। ଆଜି ଭୋରରୁ ଦୁର୍ଘଟଣା ଘଟିଥିବାରୁ ବସରେ ନିଆଁ ଲାଗିଥିବା ସୂଚନା ରହିଛି। ଭାରସାମ୍ୟ ହରାଇ ବସଟି ବ୍ରିଜର ବାଡାରେ ବାଡେଇ ହୋଇଥିଲା। ଏହାଫଳରେ ବସରେ ସଟ…

ବନ୍ୟା ତାଣ୍ଡବ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ

ଗୌହାଟୀ: ଆସାମରେ ଗମ୍ଭୀର ହେବ‌ାରେ ଲାଗିଛି ବନ୍ୟା ପରିସ୍ଥିତି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ…

error: Content is protected !!