ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣା: ସାମ୍ନାକୁ ଆସି ଏମିତି କହିଲେ ଯୁବତୀ

ଭୁବନେଶ୍ବର -: ଭୁବନେଶ୍ୱର ଭରତପୁରରେ ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣାରେ ନୂଆ ଟ୍ଵିଷ୍ଟ। ଭୋ ଭୋ ହୋଇ କାନ୍ଦି ପକାଇଲେ ନବବଧୂ। ପୁଅ ଘର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ନବବଧୂ। ଯାହା ଅଭିଯୋଗ ଆଣୁଛନ୍ତି ତାର ପ୍ରମାଣ…

ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ ରେଡ୍‌, ଦିଲ୍ଲୀ-ଚେନ୍ନାଇ ସମେତ ଅନ୍ୟ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ -: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଘରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ର ରେଡ୍‌। ଯାଞ୍ଚ ଏଜେନ୍ସିର ଏହି ରେଡ୍‌ କଂଗ୍ରେସ ନେତାଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ଘରେ କରାଯାଇଛି। ସିବିଆଇ ପକ୍ଷରୁ…

ସେ ମୋ ଗଳା ଚିପିଥିଲେ, ତାଙ୍କ ସହ ଥିଲେ ମୁଁ ଏବେ ଯାଏ ନଥାନ୍ତି

ନୂଆଦିଲ୍ଲୀ -: ହଲିଉଡ୍‌ ଷ୍ଟାର୍‌ ଦମ୍ପତି ଜନି ଦିପ୍‌ ଓ ଅମ୍ବର ହର୍ଡଙ୍କ ମାନହାନୀ ମାମଲା ଅଦାଲତରେ ବିଚାରଧୀନ ରହିଛି। ଅମ୍ବର ହର୍ଡ ସ୍ବାମୀ ଜନିଙ୍କ ବିରୋଧରେ ଅଭିଯୋଗ ଆଣି ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା କଥା ନିକଟରେ କହିଥିଲେ।ଅମ୍ବର…

ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ରାଜ୍ୟ ସଂଗଠନର କରିବେ ସମୀକ୍ଷା

ଭୁବନେଶ୍ବର -: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଖୁବଶୀଘ୍ର ଓଡ଼ିଶା ଆସିବେ । ନିର୍ଦ୍ଦିଷ୍ଟ ଭାବେ ପ୍ରିୟଙ୍କା ଗାନ୍ଧୀ କେବେ ଆସିବେ ତାରିଖ ସ୍ଥିର ହୋଇନାହିଁ । ରାଜ୍ୟ କଂଗ୍ରେସ ପ୍ରଭାରୀ, ପିସିସି ସଭାପତି ନିରଞ୍ଜନ…

ସୈାନ୍ଦର୍ଯ୍ୟ ପାଇଁ ସମସ୍ୟା ଭୋଗୁଛନ୍ତି ମଡେଲ୍ , ଚାକିରୀ ଖୋଜିଖୋଜି ହେଲେଣି ନୟାନ୍ତ

ନୂଆଦିଲ୍ଲୀ -: ସୁନ୍ଦର ଦିଶିବାକୁ କିଏ ବା ଚାହେଁନା? ନିଜକୁ ସୁନ୍ଦର କରିବାର ଇଚ୍ଛା ଅଳ୍ପବହୁତ ସମସ୍ତଙ୍କ ଭିତରେ ଥାଏ। ମାତ୍ର ‌ଏହି ସୁନ୍ଦରତା ଯଦି ସମସ୍ୟା ପାଲଟେ ‌ତେବେ ଆପଣ କ’ଣ କରିବେ? ନିଜ ସୌନ୍ଦର୍ଯ୍ୟ ପାଇଁ ଅସୁବିଧାର ସାମ୍ନା…

୬ମାସ ପାଇଁ ସୂର୍ଯ୍ୟ ଅସ୍ତ ହେଲେ ଏହି ଦେଶରେ ଆଜି ଠାରୁ ରାତି

ନୂଆଦିଲ୍ଲୀ -: ୪ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୋଇଯିବାରୁ ଆଣ୍ଟାର୍କଟିକାରେ ଦୀର୍ଘ ଶୀତ ରାତି ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ୬…

ରାସ୍ତାରେ ମହିଳା ଓକିଲଙ୍କୁ ଗୋଇଠା ଚଟକଣା, ଭାଇରାଲ୍‌ ହେଲା ଭିଡିଓ

ବାଗଲକୋଟ୍‌: କର୍ଣ୍ଣାଟକର ବାଗଲକୋଟ୍‌ ଜିଲ୍ଲାରେ ଜଣେ ମହିଳା ଓକିଲଙ୍କୁ ତାଙ୍କର ପଡ଼ୋଶୀ ମାରଧର କରୁଥିବାର ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ବିନାୟକ ନଗର ନିକଟ…

ଚୀନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିନ୍‌ ପିଙ୍ଗ୍‌, କିଏ ହେବେ ପରବର୍ତ୍ତି ରାଷ୍ଟ୍ରପତି ଆସନ୍ତୁ ଜାଣିବା

ଚୀନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିନ୍‌ ପିଙ୍ଗ୍‌ । ଚୀନ ରାଷ୍ଟ୍ରପତିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁନଥିବା କୁହାଯାଇଛି । ସେ ଏକ ମସ୍ତିଷ୍କ ରୋଗରେ ପୀଡିତ ଥିବା…

ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଶକ୍ତ ଚାପୁଡ଼ା ମାରିଲେ …(ଦେଖନ୍ତୁ ଭିଡିଓ)

ମୁମ୍ବାଇ -: ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଚାପୁଡ଼ା ମାରିଲେ ଏନସିପି କାର୍ଯ୍ୟକର୍ତ୍ତା। ବିଜେପିର ମହାରାଷ୍ଟ୍ର ୟୁନିଟ୍ ନେତା ବିନାୟକ ଅମ୍ବେକର ଏନସିପି କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ବଚସା ହେବା ପରେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ତାଙ୍କୁ…

ରାଜନୀତି କରିବାରୁ ଭାରତୀୟ କୃଷକ ସଂଘରୁ ବିଦା ହେଲେ ରାକେଶ ଟିକାୟତ, ନୂଆ ଅଧ୍ୟକ୍ଷ ହେଲେ ରାଜେଶ ଚୌହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ରାକେଶ ଟିକାୟତଙ୍କୁ ଭାରତୀୟ କିଷାନ ସଂଘରୁ ବରଖାସ୍ତ କରାଯାଇଛି। ଏଥି ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ତାଙ୍କ…

error: Content is protected !!