ମହିଳା ବାପ ଘରୁ ଶାଶୂ ଘରକୁ ଏହି ଜିନିଷ ଆଣିଲେ ଭାଇ ଗରିବ ସ୍ବାମୀ ଭିକାରୀ ହୋଇ ଯାଆନ୍ତି #amasanskruti #bnslive #amaparampara #marriagewomanstips
Category: ଆମ ସଂସ୍କୃତି
ଗଣେଷ ଚତୁର୍ଥୀର ଶୁଭ ମୁହୁର୍ତ୍ତରେ କରନ୍ତୁ ପୂଜା, ପାଇବେ ଦ୍ୱିଗୁଣିତ ଫଳ
ଗଣେଷ ଚତୁର୍ଥୀର ଶୁଭ ମୁହୁର୍ତ୍ତରେ କରନ୍ତୁ ପୂଜା, ପାଇବେ ଦ୍ୱିଗୁଣିତ ଫଳ #ganeshpuja2024 #bnslive
କଳାହାଣ୍ଡିରେ ନୂଆଖାଇ : ଭିନ୍ନତା ଭିତରେ ଏକତାର ବାର୍ତ୍ତା
କଳାହାଣ୍ଡି -: ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣଚେତନାର ପର୍ବ ଭାବେ କେଉଁ ଏକ ସ୍ମରଣାତିତ କାଳରୁ ପାଳିତ ହୋଇ ଆସୁଛି। ତେବେ ଭିନ୍ନ ପ୍ରଥା ଓ ପରମ୍ପରା ଯୋଗୁଁ କଳାହାଣ୍ଡିର ନୂଆଖାଇ ନିଜର…
ଆଜି ହେଉଛି ଧନୁ ସଙ୍କ୍ରାନ୍ତୀ, ସଙ୍କ୍ରାନ୍ତୀ ମୁହୁର୍ତ୍ତ, ପବିତ୍ର ସମୟ ଏବଂ ସୂର୍ଯ୍ୟ ପୂଜାର ମହତ୍ତ୍ୱ ଜାଣନ୍ତୁ ।
ଆଜି ହେଉଛି ସୂର୍ଯ୍ୟଙ୍କର ଧନୁ ସଙ୍କ୍ରାନ୍ତୀ । ଆଜି ସକାଳେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଧନୁରେ ପ୍ରବେଶ କରିବାର ଘଟଣାକୁ ଧନୁ ସଙ୍କ୍ରାନ୍ତି କୁହାଯାଏ । ସଙ୍କ୍ରାନ୍ତୀଙ୍କ ମୁହୁର୍ତ୍ତ ଏତେ ସ୍ୱଳ୍ପ…
ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର
ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…
କେଉଁ ଦେବତା ସମ୍ମୁଖରେ କେଉଁ ଦୀପ ଜଳାଯିବ ? ଜୀବନରେ ସଫଳତା ପାଇବା ପାଇଁ ଏହି ଜିନିଷଗୁଡ଼ିକୁ ଧ୍ୟାନ ଦିଅନ୍ତୁ …
ହିନ୍ଦୁ ଧର୍ମରେ ସମସ୍ତ ଦେବା ଦେବୀଙ୍କର ନିଜର ଗୁରୁତ୍ୱ ରହିଛି । ସମସ୍ତ ଦେବତା ଓ ଦେବୀଙ୍କର ପୂଜା ପଦ୍ଧତି ମଧ୍ୟ ଅଲଗା ଅଟେ । ଯେକୈାଣସି ଶୁଭ କାର୍ଯ୍ୟରେ ଦୀପ ଜଳାଯାଏ । ଭଗବାନଙ୍କ ଉପାସନାରେ ଦୀପର ଏକ ବିଶେଷ…
ଶ୍ରୀ ମନ୍ଦିରରେ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ
ପୁରୀ -: ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ। ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା…
ମୁସଲମାନ କର୍ତ୍ତା, ହିନ୍ଦୁ ପୁରୋହିତ : ଭାଇଚାରାର ବାର୍ତ୍ତାବହନ କରୁଛି ମାଣିକଗଡ଼ା ଦଶହରା
ବୋଲଗଡ଼ -: ଭିନ୍ନତାରେ ଏକତାର ପରିଚୟ ଦେଇଥାଏ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ମାଣିକଗୋଡ଼ାର ଦଶହରା। ଗ୍ରାମରେ ଶାରଦୀୟ ପର୍ବ ପାଳନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଢେର ବର୍ଷ ହେବ ଭାଇଚାରା ଓ ଏକତାର ବାର୍ତ୍ତା ବାଣ୍ଟି ଆସୁଛି। ଆଶ୍ୱିନ ଶୁକ୍ଳପକ୍ଷ…
ହନୁମାନଙ୍କ ପୁଜା କରିବା ବେଳେ ଅଜାଣତରେ ଏଭଳି ଭୁଲ୍ କରନ୍ତୁ, ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିବ …
ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି…
ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ
ଭୁବନେଶ୍ୱର-: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ଆରମ୍ଭ ହେବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ…
