୩୭ ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ରନ ମେସିନ ନାଁ ଲୋକପ୍ରିୟ ହାସଲ କରିଥିବା ବିରାଟ ଗତ କିଛି ବର୍ଷ ହେଲା କ୍ରିକେଟ ଦୁନିଆରେ ରାଜ କରୁଛନ୍ତି। ଟିମ ଇଣ୍ଡିଆର ଷ୍ଟାର…

ସଚିନ ତେନ୍ଦୁଲକର ହେବେ କି ବିସିସିଆଇର ପରବର୍ତ୍ତୀ ସଭାପତି !

ଭାରତୀୟ କ୍ରିକେଟର ମହାନ ବ୍ୟାଟସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ସଚିନ୍ ତେନ୍ଦୁଲକର ଗୁରୁବାର ଦିନ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ପରବର୍ତ୍ତୀ ସଭାପତି ହେବାକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସଚିନ୍ ତେନ୍ଦୁଲକରଙ୍କ ପରିଚାଳିତ ଫାର୍ମ ଏ ସମ୍ପର୍କରେ…

ଭାରତ-ପାକ ମ୍ୟାଚରେ କମୁଛି କ୍ରେଜ୍ ! ବିକ୍ରି ହେଉନି ଦୁବାଇ ମ୍ୟାଚ ଟିକେଟ୍

ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ସର୍ବଦା ସ୍ୱତନ୍ତ୍ର ହୋଇଥାଏ । ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ହେତୁ, ଏହି ମ୍ୟାଚ୍ କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ଦେଖାଯାଏ । ଏହି ଦୁଇ ଦଳ କ୍ରିକେଟ ଇତିହାସରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ବି…

୮୦ ଲକ୍ଷ ଟଙ୍କା ଗୁରୁ ଦକ୍ଷିଣା ଦେଲେ ପାଣ୍ଡ୍ୟା ବ୍ରଦର୍ସ, କୋଚଙ୍କ ଦୁଇ ଭଉଣୀଙ୍କ କରାଇଲେ ବାହାଘର

ପାଣ୍ଡ୍ୟା ବ୍ରଦର୍ସଙ୍କ ବଡ଼ ପଣ । ପିଲା ଦିନର କୋଚଙ୍କୁ ଗୁରୁ ଦକ୍ଷିଣା ଦେଲେ ୮୦ ଲକ୍ଷ । ତାଙ୍କର ଦୁଇ ଭଉଣୀଙ୍କ କରାଇଲେ ବାହାଘର ।  ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର । କୃଣାଲ ପାଣ୍ଡ୍ୟା ମଧ୍ୟ…

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ବୁଧବାର ଦିନ ଆଇସିସି ତାହାର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି, ଯେଉଁଥିରେ ଦିନିକିଆ ଅଲରାଉଣ୍ଡର ରାଙ୍କିଙ୍ଗରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଆଫଗାନିସ୍ତାନ ଖେଳାଳି ଆଜମତୁଲ୍ଲା ଉମରଜାଇ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କ ସ୍ଥାନରେ ଜିମ୍ବାୱେର…

୯ ଭାରତୀୟ କ୍ରିକେଟରଙ୍କ କ୍ୟାରିୟର ଶେଷ! ଅବସର ନେବାକୁ ବାଧ୍ୟ, ଆଉ ମିଳିବନି ସୁଯୋଗ

ଟିମ୍ ଇଣ୍ଡିଆରେ ଏବେ ନବାଗତଙ୍କ ସଂଖ୍ୟା ବେଶ୍‌ ଅଧିକ ହୋଇଗଲାଣି । ରୋହିତ ଶର୍ମା, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନ, ଚେତେଶ୍ବର ପୁଜାରା ଯିବା ପରେ ଏବେ ୟଙ୍ଗ ଖେଳାଳିଙ୍କୁ ମିଳୁଛି ସୁଯୋଗ । ତେବେ ଭାରତୀୟ ଦଳରେ ଏବେ ନବାଗତ…

ଲିଡ୍‌ସରୁ ଲିଡ୍‌ ନେଲା ଇଂଲଣ୍ଡ: ପରାଜୟରୁ ଗିଲ୍ ଯୁଗ ଆରମ୍ଭ, ଇଂଲଣ୍ଡ ୫ ୱିକେଟ୍‌ରେ ଜିତିଲା

ନୂଆଦିଲ୍ଲୀ/ ଲିଡ୍‌ସ -: ଲିଡ୍‌ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ…

ଆରସିବିର ଏହି ଖେଳାଳି ଭାଙ୍ଗିଦେଲେ ଗୋଟିଏ ମ୍ଯାଚରେ IPL ର ସବୁ ରେକର୍ଡ

 ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ଇତିହାସ ରଚିଛନ୍ତି। ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ଖେଳି ବିରାଟ କୋହଲି RCB ପାଇଁ ୯୦୦୦ ରନ ପୂରଣ କରିଥିଲେ ଯେତେବେଳେ ସେ ୨୪ ରନ ସ୍କୋର କରିଥିଲେ। ପୂର୍ବତନ ଭାରତୀୟ କ୍ରିକେଟ…

୩ ହଜାର ଦିନ ପରେ ଭାରତୀୟ ଦଳରୁ ଡକରା, ୨୦୧୬ର ସେହି ତ୍ରିଶତକ, ଏବେ ବି ଚର୍ଚ୍ଚାରେ ଅଛି

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଇଂଲଣ୍ଡ ଗସ୍ତରେ ମୋଟ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ଶନିବାର ୧୮ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ସିରିଜ୍‌ ଜୁନ…

୧୮୦ରେ ଅଟକିଲା ମୁମ୍ବାଇ: ଦିଲ୍ଲୀ ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍

ମୁମ୍ବାଇ -: ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଆଜି ବୁଧବାର, ୨୧ ମେ’ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କୌଣସି ସେମିଫାଇନାଲ ମ୍ୟାଚ୍ ଠାରୁ କମ୍ ନୁହେଁ,…

error: Content is protected !!