ବଡମ୍ବା/ ତିଗିରିଆ –:ଚାଟ୍ରେ ବିଷ ମିଶାଇଥିଲା ବାପା ! ଚାଟ୍ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍ ଖାଇ ଗୋଟିଏ…
Category: କଟକ
ବର୍ଷା-ଅନୁଭବ କୋର୍ଟରେ ଦାଖଲ କରିବେ ୧୦୦୦୦ ଟଙ୍କା
କଟକ -: ୫ ହଜାର ଟଙ୍କେ ଲେଖାଏ ଗଣିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କର ସ୍ବାମୀ ସାଂସଦ ଅନୁଭବ ମହାନ୍ତି। ପରିବାର ଅଦାଲତ ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ବିଳମ୍ବ କରିଥିବାରୁ ଉଭୟ ବର୍ଷା ଓ ଅନୁଭବ…
ଗଣେଶ ମୂର୍ତ୍ତି ବିବାଦ, ଏଭଳି ନିଷ୍ପତ୍ତି ନେଲେ ହାଇକୋର୍ଟ …
କଟକ -: ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ଓଡ଼ଶା ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଓଡ଼ଶା ଉଚ୍ଚ ନ୍ୟାୟାଳୟ ପୁଲିସ୍ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ମାମଲାରେ ପୁଲିସ ପକ୍ଷରୁ ବିକୃତ ମୂର୍ତ୍ତି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି…
୪୨ ମୌଜାରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ପାଠଚକ୍ର ଅନୁଷ୍ଠିତ
କଟକ -: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ସ୍ଥିତ ବହଳପଡା ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାଳନ୍ଦୀ ଚରଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦଙ୍କ…
ଶିକ୍ଷା ଜ୍ୟୋତି ସଂମ୍ମାନରୁ ବଞ୍ଚିତ ହେଲେ ସୁଭଦ୍ରା, ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମୋବାଇଲ ପ୍ରଦାନ
ଆଠଗଡ – ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ ମିନୀ ଷ୍ଟାଡିୟମ ଠାରେ ଆୟୋଜିତ ଶିକ୍ଷା ଜ୍ୟୋତି ସଂମ୍ମାନ କାର୍ଯ୍ୟକ୍ରମରେ ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମୋବାଇଲ ଦେଇ ସଂମ୍ମାନିତ କଲେ ଆଠଗଡ ସମାଜ ସେବି ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଅଭୟ କୁମାର…
ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀଙ୍କ ଆଗୁଆ ଜାମିନ ଆବେଦନ ମାମଲା …
କଟକ -: ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ବର୍ଷାଙ୍କ ସହ ତାଙ୍କ ମାଆ ଦୀପା ସାହୁ ଏବଂ ଝିଆରି ଆୟୁସି ପ୍ରିୟଦର୍ଶିନୀଙ୍କୁ ଜଷ୍ଟିସ ଆଦିତ୍ଯ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୩…
ବିଦ୍ୟାଳୟ ଗଠନରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଆଜିର ଶିଶୁ ଭବିଷ୍ୟତର ସୁନାଗରିକ – ସଦାନନ୍ଦ ଦାଶ ମହାରାଜ
ଆଠଗଡ -: ଆଠଗଡ ସହର ସ୍ଥିତ ଅଶୋକନଗରଠାରେ ନୂତନ ଭାବେ ଗଢିଉଠିଥିବା ସ୍ୱାମୀ ବିବେକାନନ୍ଦ ଆଡ଼ଭାନ୍ସ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ସ୍କୁଲ ପରିଚାଳନା କମିଟର ସଭାପତି ଅଶୋକ କୁମାର ମହାନ୍ତିଙ୍କ…
ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ, ସାମ୍ବାଦିକ ମାନେ କ୍ରାନ୍ତିକାରି ହେବା ଆବଶ୍ୟକ
ଆଠଗଡ -: ଆଜି କ୍ରାନ୍ତି ଦିବସ ଅବସରରେ ଆଠଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି l ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ମୁଁ ହେଉଛି ପରାଧୀନ…
ବାଙ୍କୀ ଥାନା ତାଳବସ୍ତ ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା …
ବାଙ୍କୀ -:ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ। କଟକ ବାଙ୍କୀ ଥାନା ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରାଙ୍କୁ କୌଣସି କାରଣରୁ ନିସ୍ତୁକ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସେଠାରେ ଦେବାଶିଷ ଅଚେତ ହୋଇପଡ଼ିଥିଲେ।…
ଯୁବ ବିଜେପିର ଆଇଡଲ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଯୁବ ବିଜେପିର ଆଇଡଲ,ସମସ୍ତଙ୍କ ସୁଖ ଦୁଃଖ ର ସାଥି କଟକ ଜିଲ୍ଲା ବିଜେପିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଏବେ ଆଣ୍ଠୁ ରେ ସ୍ନାୟୁ ଜନିତ ସମସ୍ୟା ରେ ପଡି ଚିକିତ୍ସିତ ହେଉଛନ୍ତି…