ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତସ୍ଥିତ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଦୀର୍ଘ ୭ ଦିନ ଧରି ଚାଲିଥିବା ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରୋଗ୍ରାମ ଅଫିସର ଗଣେଶ୍ୱର…
Category: କଟକ
ତିଗିରିଆରେ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦଯାପିତ
ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଦୀର୍ଘ ୭ ଦିନ ଧରି ଚାଲିଥିବା ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି।ପଞ୍ଚାୟତ ର ସରପଞ୍ଚ ସଂଯୁକ୍ତା ସ୍ୱାଇଁ ଙ୍କ…
ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଖୋ ଖୋ ଟୁର୍ଣ୍ଣାମେଣ୍ଟ
ଆଠଗଡ -: ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର ମିଳିତ ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ସହିତ ରିଜୋନାଲ୍…
ଆଠଗଡରେ ପ୍ରଧାନ ମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଲୁଟ୍ ପଛରେ ରଞ୍ଜନ ଆଚାର୍ଯ୍ୟ ପରିବାର, ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର
ଆଠଗଡ -: ଆଠଗଡ ବ୍ଲକରେ ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉ ଥିବା ପ୍ରଧାନମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ହିତାଧିକାରୀଙ୍କୁ ନ ଦେଇ ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ତାଙ୍କ ମୁଣ୍ଡିଆଳ ଚାମଚା…
ନୂଆପାଟଣାରେ ଢେଙ୍କାନାଳ ସଦର ପୋଲିସକୁ କାଠଫାଳିଆରେ ଭୟଙ୍କର ମାଡ଼, ଜଣେ ଗୁରୁତର
କଟକ/ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପଙ୍କାଳ ଗ୍ରାମକୁ ଗୋଟିଏ ଝିଅ ଅପହରଣ କେସର ତଦନ୍ତ ପାଇଁ ଆସିଥିବା ଢେଙ୍କାନାଳ ସଦର ଥାନାର କର୍ମଚାରୀଙ୍କୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ତରଫରୁ ମାଡ଼ ମରାଯାଇଥିବା…
ତିଗିରିଆରୁ ବେଆଇନ ଗାଈ ମାଂସ ଓ ଟ୍ରକ ଜବତ, ଟ୍ରକ ଡ୍ରାଇଭର ଓ ହେଲ୍ପର ଗିରଫ …
ତିଗିରିଆ -: ତିଗିରିଆ ପୋଲିସ ପକ୍ଷରୁ ଆଜି ସକାଳେ ଏକ ବେଆଇନ ଗୋ ମାଂସ ବୋଝେଇ ଟ୍ରକ କୁ ଜବତ କରାଯିବା ସହ ଟ୍ରକ ରେ ଥିବା ଅନ୍ୟୁନ ୧୫ ଟନ ଓଜନର ବେଆଇନ ଗୋ ମାଂସ ଜବତ କରାଯାଇଛି। ଗାଡିର…
ତିଗିରିଆ ନୂଆପାଟଣାରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ …
ତିଗିରିଆ -: ତିଗିରିଆ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବ୍ଲକର ନୂଆପାଟଣା ପଞ୍ଚାୟତ ସ୍ଥିତ ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଚଳିତ ଶିକ୍ଷାବର୍ଷର ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ…
ବାଲିରେ ବସିଛି ବାଲି ଯାତରା , ଉତ୍କଳୀୟ ସଂସ୍କୃତିର କଥା କାହାଣୀ ଓ କିମ୍ବଦନ୍ତୀ …
କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ଠାରୁ । କେତେ ପ୍ରକାରର ଦୋକାନ ବଜାର, ମୀନା ବଜାର, ଚଟପଟି ଖାଇବାଠୁ ଆରମ୍ଭ କରି ଘରକରଣା ସାମଗ୍ରୀ ବି ଗଦା ହୋଇଛି ଏହି ମେଳାରେ । ବାଲିରେ ବସିଛି…
ଅମ୍ଳାନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା
ତିଗିରିଆ -: ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ହେବାକୁ ଥିବା ଅମ୍ଳାନ ଯୋଜନା ତଥା ରକ୍ତହୀନତା ରୋଗର ନିରାକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ର ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ…
ତିଗିରିଆ ବ୍ଲକ କାର୍ଯ୍ୟାଳୟରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ
ତିଗିରିଆ -: ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ…