ପୋଷ୍ଟ ଅଫିସରେ ଗ୍ରାହକଙ୍କ ଜମା ଅର୍ଥ ଲୁଟ୍‌ …

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) –: ଗ୍ରାହକଙ୍କ ଅର୍ଥ ଲୁଟି ଖାଇଛନ୍ତି ପୋଷ୍ଟ ଅଫିସ କର୍ମଚାରୀ, ଏପରି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲା କିଶୋରନଗର ଥାନା ଅଧୀନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାହାଟ ପୋଷ୍ଟ ଅଫିସ ନାମରେ, ଅଭିଯୋଗ କରିଛନ୍ତି ବହୁ…

ଚୈାଦ୍ୱାରରେ ଲକ୍ଷ୍ମୀପୂଜା ଭଷାଣୀ ବେଳେ ଅଘଟଣ, କେନାଲରେ ଭାସିଗଲେ ୩

କଟକ -: ଚୌଦ୍ୱାର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ହୋଇଥିବାର ଖବର ମିଳିଛି। ଗତକାଲି ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର…

ଆଠଗଡରେ ଚାଲିଛି ଜଙ୍ଗଲଦସ୍ୟୁ ବିରାପାନଙ୍କ ଗଡ୍ ଫାଦରଙ୍କ ଶାସନ …

ଆଠଗଡ – ଆଠଗଡରେ ଚାଲିଛି ଜଙ୍ଗଲଦସ୍ୟୁ ବିରାପାନଙ୍କ ଗଡ୍ ଫାଦରଙ୍କ ଶାସନ ! ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ , ଏଠି ବିରାପାନ ପାଇଁ ଗୋଟିଏ ନିୟମ ! କାରଣ ଏହି ବିରାପାନ ପଛରେ ଖୋଦ୍ ତାଙ୍କର ଗଡ୍ ଫାଦର…

ହୋସ୍ ଉଡାଇଲାଣୀ ନକଲି ଔଷଧ, ବଜାରରେ ଆଉ ୪୫ ପ୍ରକାରର ଦାମୀ ବ୍ରାଣ୍ଡ୍‌ର ନକଲି ଔଷଧ …

କଟକ -: ନକଲି ଔଷଧ କାରବାରକୁ ନେଇ ଏବେ ହୋସ୍ ଉଡ଼ିଗଲା ଭଳି ସ୍ଥିତି। ଏସିଡିଟି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସିରପ୍‌, ଉଚ୍ଚ ରକ୍ତଚାପ, ଝାଡ଼ା ଭଳି ବିଭିନ୍ନ ରୋଗ ପାଇଁ ଯେଉଁ ଔଷଧ ଗୁଡ଼ିକର ବିଶେଷ ଚାହିଦା ରହିଛି,…

ଏଥର ଧୁମଧାମରେ ପାଳିତ ହେବ ବଡଓଷା, ନଭେମ୍ବର ୬ରେ ବଡ଼ଓଷା, ୭ରେ ଗଜଭୋଗ ବିତରଣ …

ଆଠଗଡ଼ -: ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀ ଧବଳେଶ୍ବର ମହାପ୍ରଭୁଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧବଳେଶ୍ବର ମନ୍ଦିର ପରିସରରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ…

ମୁଖ୍ୟ ଶାସନ ସଚିବଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ତୁରନ୍ତ ବୈଠକ ଡାକ …

କଟକ -: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ମାସ ଭିତରେ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ), ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଅଧିକାରୀ, ବିଡିଏ,…

ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସବୁଜ ମିଶନ ସେବା

କଟକ -: କଟକ ସଦର ବ୍ଲକ ୪୨ ମୌଜା,ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ ରେ ଅବସ୍ଥିତ ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଏକ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…

କଟକରୁ ନକଲି ଔଷଧ ଜବତ ଘଟଣା : ୪ ବ୍ୟବସାୟୀ ଫେରାର, ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ -: କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି…

ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ

ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…

ଅସହାୟକୁ ସହାୟ ହେଲେ ଅଭୟ, କ୍ୟାନସର ପିଡିତଙ୍କୁ ନେଇ ମେଡିକାଲ ପର୍ଯ୍ୟନ୍ତ ଗଲେ …

ଆଠଗଡ -: କର୍କଟ ରୋଗରେ ପୀଡିତ ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ଗ୍ରାମର ୩୦ ବର୍ଷିୟ ଯୁବକ ମିଥୁନଙ୍କୁ ସହାୟତା ର ହାତ ବଢାଇଛନ୍ତି ଯୁବ ସଂଗଠକ ଅଭୟବାରିକ। ମିଥୁନ ଗତ ଦୁଇବର୍ଷ ତଳେ ମିନତି ଙ୍କୁ ବିବାହ କରିଥିଲେ।ତାଙ୍କର ଦେଢ଼ ମାସର…

error: Content is protected !!