କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ0 -: କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମର ଶାଳବଣ ନିକଟରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ବନ୍ଧୁ ମିଳନ -୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସାଧାରଣ ସମ୍ପାଦକ ଶ୍ରୀ…
Category: କନ୍ଧମାଳ
ମାଁ ସୁନା ପ୍ରତିମା ଓ ମାଁ କଳାବାନ୍ଦ୍ରୀ ପୂଜା ଉପଲକ୍ଷେ ପୌରାଣିକ ନାଟକ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ଓଡ଼ିଶାରେ ବାରମାସରେ ତେର ପର୍ବ ସେଥି ମଧ୍ୟରୁ ଆଦିବାସୀ କୁଇ ପୂଜା ପଦ୍ଧତି ଓ ପରମ୍ପରା ଏକ ନିଆରା ସେମାନେ ପ୍ରକୃତି ପୂଜକ ଧରିତ୍ରୀ, ପାଣି ପ୍ରକୃତିକୁ ଭଲ ପାଆନ୍ତି ଆଦିବାସୀ ମାନେ ତେଣୁ ସେମାନେ…
କନ୍ଧମାଳ ଜିଲ୍ଲାରେ ଅଟୋ ବା୍ରଣ୍ଡିଂ ମାଧ୍ୟମରେ ଏ.ଡ୍.ସ୍. ସଚେତନତା
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) – ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ ଅନୁଷ୍ଠାନ ଙ୍କ ଆକଳନ ଅନୁଯାୟୀ ଏଚ୍.ଆଇ.ଭି. ସଂକ୍ରମଣ କୁ କମାଇବାକୁ ହେଲେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ବଢାଇବାର ଆବଶ୍ୟକତା ରହିଛି । ଏଥିପାଇଁ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଓ…
ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡା ରେ ବାର୍ଷିକ କ୍ରୀଡା ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ
କନ୍ଧମାଳ ( ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଛି l ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର…
ବାଇକ୍ ଦୁର୍ଘଟଣାରେ ଦୁଇ ମୃତ ଜଣେ ଆହତ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅଧିନସ୍ଥ ବାଇକ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକ ଘଟଣା ସ୍ଥଳରେ ମୃତ୍ୟୁ ଓ ବାଇକ ଚାଳକ ମେଡିକାଲରେ ମୃତ୍ୟୁ ଜଣେ ଆହତ। ସୂଚନା ଅନୁଯାୟୀ ଗତକାଲି ସକାଳ ୧୦ଘଣ୍ଟା ସମୟରେ…
ସୁପରଭାଇଜ ରାଜକୁମାରୀ ପାତ୍ରଙ୍କୁ ବାଲିଗୁଡା ବ୍ଲକ ମୁଖ୍ୟାଳୟ ବଦଳିପରେ ଅଙ୍ଗନବାଡି କର୍ମୀଙ୍କ ଧାରଣା ସ୍ଥଗିତ।
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ବାଲିଗୁଡା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଜାନୁୟାରୀ ୧୬ତାରିଖରୁ ଅନୁଷ୍ଠିତ ହୋଇଥିବା ୩ଦିନିଆ ଧାରଣା ସିଡିପିଓ ସହ ଆଲୋଚନା ପରେ ୧୮ତାରିଖ ସଂନ୍ଧ୍ୟାରେ ସ୍ଥଗିତ ରଖାଯାଇଛି। ଅଙ୍ଗନବାଡି କର୍ମୀରୁ ସୁପରଭାଇଜର ହୋଇଥିବା ରାଜକୁମାରୀ ପାତ୍ର…
କନ୍ଧମାଳରେ ସମନ୍ୱିତ କୃଷୀ ମାଧ୍ୟମରେ ଚାଷୀ ଲକ୍ଷପତୀ ହେବାରେ ସମ୍ଭାବନା
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ଓ ଆତ୍ମା, କନ୍ଧମାଳ ର ମିଳିତ ଆନୁକୁଲ୍ୟ ରେ ରାଇକିଆ ବ୍ଲକ ରେ ସମନ୍ୱିତ କୃଷୀ ୨୦୨୨ ମସିହା ରୁ କାର୍ଯ୍ୟକାରି ହୋଇଆସୁଛି । ଏହି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଛେଳି,…
ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ନୂତନ ବର୍ଷର ବନ୍ଧୁ ମିଳନ ଓ ବାର୍ଷିକ ଯୋଜନା ଓ ସମନ୍ୱୟ ବୈଠକ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଓ ନୂତନ ବର୍ଷ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସିରିକି ଘାଇ, ଘୁ.ଉଦୟଗିରି ଠାରେ ଜନ ବିକାସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛିା ଏହି ସାଧାରଣ ବୈଠକ…
ବାଇକ୍ ଦୁର୍ଘଟଣାରେ ଜଣେ ମୃତ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ । ମୃତକ ଜଣକ ହେଲେ ଗୋଛାପଡା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବାଡାଗାଣ୍ଡା ଗ୍ରାମର…
କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବପରିଷଦ ତରଫରୁ ସାହିତ୍ୟ ଆସର
କନ୍ଧମାଳ ( ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବପରିଷଦର ମିଳିତ ଆନୁକୁଲ୍ୟରେ କୁଇ ଭାଷା ସାହିତ୍ୟ ଆସର । ସୂଚନା ପ୍ରକାରେ ଆଜି କୁଇ ଭାଷା କୁ ସୁରକ୍ଷା ଦେବାକୁ…
