ଲାଞ୍ଜିଗଡ଼(ନିଲେଶ କୁମାର ନାଗ) -: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ଫାଟକ ସମ୍ମୁଖରେ ଜଣେ ଶ୍ରମିକଙ୍କ ଶବ ରଖି ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବୁରାଟ ଗ୍ରାମର ଚୁଡ଼ାମଣି ସାହୁ…
Category: କଳାହାଣ୍ଡି
ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା, ୨ ଯୁବକ ଆହତ।
କୋକସରା(ରଞ୍ଜନ କୁମାର ସାହୁ) -: କୋକସରା ବ୍ଲକ ଲଡୁଗାଁ ଦେଇ ପୁଝାରି ଗୁଡା ଯାଉଥିବା ଏକ ଘରୋଇ ବସ ସହିତ କୁଶମାଲ ଛକ ନିକଟରେ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଥିବା ଦୁଇ ଜଣ ଯୁବକ…
ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି l ପ୍ରଥମେ ଜାତୀୟ ସଂଗୀତ ଗାନ କରି ଜାତୀୟ ପତାକା ଉତ୍ତଳନ କରାଯାଇଥିଲା l ଏହା ପରେ ରାଜ୍ୟ…
କଳାହାଣ୍ଡିରେ ନୂଆଖାଇ : ଭିନ୍ନତା ଭିତରେ ଏକତାର ବାର୍ତ୍ତା
କଳାହାଣ୍ଡି -: ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣଚେତନାର ପର୍ବ ଭାବେ କେଉଁ ଏକ ସ୍ମରଣାତିତ କାଳରୁ ପାଳିତ ହୋଇ ଆସୁଛି। ତେବେ ଭିନ୍ନ ପ୍ରଥା ଓ ପରମ୍ପରା ଯୋଗୁଁ କଳାହାଣ୍ଡିର ନୂଆଖାଇ ନିଜର…
କଥା ଦେଲେ ସାଂସଦ : ଧର୍ମଗଡ ସହରରେ ଗଡିବ ଟ୍ରେନ୍
କଳାହାଣ୍ଡି/ଧର୍ମଗଡ -: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ରେଳଲାଇନ୍ ସଂପ୍ରସାରଣ ହେବ। ଏହି ସହର ଠାରୁ ୭କିଲୋମିଟର ମଧ୍ୟରେ ରେଳଷ୍ଟେସନ ପ୍ରତିଷ୍ଠା କରାଯିବ। ଧର୍ମଗଡ଼ ଗସ୍ତକାଳରେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ଶନିବାର ଏହା କହିଛନ୍ତି। ସାଂସଦଙ୍କ ଏହି ପ୍ରତିଶ୍ରୁତି ଫଳରେ ସ୍ଥାନୀୟ…
ବାପାଙ୍କ ମୃତ୍ୟୁ ପରେ ଝିଅ କାନ୍ଧରେ ଦୁଇ ମା’ଙ୍କ ବୋଝ
ଧର୍ମଗଡ(ଗଣେଶରାମ ବାଗ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମଣ୍ଡଳ ପଞ୍ଚାୟତ ଭାଟିଗାଁର ଗିରିଧାରୀ ପରାଭୋଇଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ଗିରିଧାରୀଙ୍କ ପରିବାର କହିଲେ ୨ଟି ସ୍ତ୍ରୀ ରେବତୀ ଓ ସାବିତ୍ରୀ ଏବଂ ଏକମାତ୍ର ଝିଅ ଚଞ୍ଚଳା…
ବୋଲେରୋ ଗାଡିକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର
କୋକସରା (ରଞ୍ଜନ କୁମାର ସାହୁ) -: ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡିକୁ ଏକ…
ରାସ୍ତାରେ ଲହଡି ଭାଙ୍ଗୁଛି ପାଣି, ପାନୀୟ ଜଳ ପାଇଁ ଲୋକେ ଡହଳବିକଳ
କୋକସରା (ରଞ୍ଜନ କୁମାର ସାହୁ) -: କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମର ପୁଝାରିପଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜକୁ ୧୦ ଦିନ ହେବ ଫାଟି ଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାରେ…
ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର
କୋକସରା(ରଞ୍ଜନ କୁମାର ସାହୁ) – ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ…
କଲମପୁରରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ : ଅଖଚକ ଜାମ
କଲମପୁର(ଗଣେଷ ରାମ ବାଗ୍) : ଅଗଷ୍ଟ ୧ ତାରିଖରେ ଉଚ୍ଚନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରେ ଥିବା ଆରକ୍ଷଣରେ ବର୍ଗିକରଣ, କ୍ରମିଲୋୟର ବ୍ୟବସ୍ଥାରେ ବର୍ଗିକରଣ ଉପରେ ରାୟ ଦେଇଥିଲେ। ଏହାକୁ ବିରୋଧ କରି ଦେଶବ୍ୟାପୀ ବହୁଜନ ରାଜନୈତିକ ଓ ସାମାଜିକ…
