କଳାହାଣ୍ଡି (ଜଗୁଲାଲ ମାଝୀ) -: ବେକାରୀ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଆଳରେ ବିଭିନ୍ନ କମ୍ପାନୀ ଖୋଲି ଲକ୍ଷାଧୂକ ଟଙ୍କା ଲୁଟି ନେଉଥିବା ଭକି ଘଟଣା ଅନେକ ସମୟରେସାମ୍ନାକୁ ଆସିଥାଏ।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ଜୁନାଗଡ଼…
Category: କଳାହାଣ୍ଡି
କାଦୁଅରେ ଫସି ଗଜରାଜ ଗୁରୁତର, ଉଦ୍ଧାର କଲା ବନ ବିଭାଗ
କଳାହାଣ୍ଡି (ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଏକ ଦେଢ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା…
କଳାହାଣ୍ଡିରେ ମାଓବାଦୀ ଆତଙ୍କ, ଚାନ୍ଦା ପାଇଁ ଧମକାଉଛନ୍ତି ଠିକାଦାରଙ୍କୁ
କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳର ଜଣେ ଠିକାଦାରଙ୍କ ଠାରୁ ମାଓବାଦୀ ନାଁରେ ଚାନ୍ଦା ଅସୁଲି କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋଲାମୁଣ୍ଡା ଥାନା ପିତାଗୁଡ଼ା ଗ୍ରାମର ସୁବାସ ମାଝୀ (୩୪) ବୋଲି…
ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ
ଜୁନାଗଡ଼ -: ଜନ୍ମରୁ ପିତାମାତା ଙ୍କୁ ହରେଇ ତାଙ୍କର ସ୍ନେହ ବିନା ବଞ୍ଚିତ ହୋଇ ଜୀବନ ସହ ସଂଘର୍ଷ କରି ବଂଚୁଥିଲେ ତିନି ଭାଇ ଭଉଣୀ l ପିତା ମାତା ଙ୍କ ଦେହାନ୍ତ ପରେ ତିନିଜଣଙ୍କୁ ନିଜର ଜେଜେମା ଲାଳନ ପାଳନ…
ଅଗ୍ନିଶମଙ୍କ ଦ୍ୱାରା କୂଅରୁ ବାଛୁରୀ ଛୁଆ ଉଦ୍ଧାର
ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -: ମନୁଷ୍ୟ ହେଉ ଅବା ପଶୁ ସମସ୍ତଙ୍କ ବଞ୍ଚିବାରର ଅଧିକାର ଅଛି। ବହୁତ ଦୁଃଖର କଥା ଗତକାଲି ଧର୍ମଗଡ଼ ICDS କାର୍ଯ୍ୟାଳୟ ପଛ ପଟରେ ଗୋଟିଏ କୂଅରେ ୪ଟି ବାଛୁରୀ ପଡ଼ି ଗୋଟିଏ ଶିଶୁ ବାଛୁରୀକୁ ତଲେ ଚାପି…
ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
କଳାହାଣ୍ଡି (ଜଗୁଲାଲ ମାଝୀ) -: କର୍ଲାମୁଣ୍ଡା ବ୍ଲକ ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀ ପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖୁବାକୁ ମିଳିଛି । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝା…
ହଠାତ ଅସୁସ୍ଥ ହୋଇ ଟ୍ରକ ଡ୍ରାଇଭର ମୃତ୍ୟୁ
କଳାହାଣ୍ଡି(ଜଗୁଲାଲ ମାଝୀ) – ଆଜି ମଦନପୁର ରାମପୁର ଚାରିଛକରେ ଅଟକିଥିବା ଗୋଟିଏ ଟ୍ରକ ଡ୍ରାଇଭର ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛି ସୂଚନା ଅନୁଯାୟୀ ଟ୍ରକ ( OD-07P 9147) ସେ ଟ୍ରକରେ କୋଇଲା ନେଇ ତାଳଚେରରୁ ରାୟଗଡା ଯାଉଥିଲା ।…
ସମାଜସେବୀଙ୍କ ନିଆରା ପ୍ରୟାସ : ସ୍କୁଲ ଯିବ ବାପା ମା ଛେଉଣ୍ଡ ଶିଶୁ ରାଜେଶ
ଭବାନୀପାଟଣା/କଳାହାଣ୍ଡି(ଜଗୁଲାଲ ମାଝୀ) -: ଛୋଟ ଛୋଟ ଶିଶୁ ମାନେ କିପରି ବିଦ୍ୟାଳୟ ମୁହାଁ ହେବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି l ପିଲା ମାନନକୁ ବହି ବସ୍ତାନି ଠାରୁ ଆରମ୍ଭ କରି ଖାଇବା ଓ ଡ୍ରେସ…
ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ନୂତନ ଶାଖା ଡାକଘର ଉଦଘାଟନ
ନର୍ଲା(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଗ୍ରାମରେ ଆଜି ନୂତନ ଶାଖା ଡାକଘର କାର୍ଯ୍ୟାଳୟ ଉଦଘାଟନ ହୋଇଛି, ଏଥିରେ ନର୍ଲା ଜୋନ 2 ର ଜିଲ୍ଲାପରିଷଦ ଶ୍ରୀ ହରିଶଙ୍କର ମାଝୀ ନିଜ କରକମଳରେ ଫିତା କାଟି…
ନିଦ୍ଧାରୀତ ସମୟରେ ସ୍କୁଲ ଆସିଲେନି ଶିକ୍ଷକ, ଛୋଟ ପିଲାମାନେ ଆସି ଗେଟ୍ ବାହାରେ ଜଗିରହିଲେ
କୋକସରା -: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିଛି । ଏବେ ସକଳା ୬ଟା ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି ।…