ମା କନକଦୁର୍ଗା ପୀଠରେ ବାରୁଣୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ସ୍ଥିତ ପ୍ରସିଦ୍ଧ ସର୍ପ ଭୟ ନିବାରିଣୀ କ୍ଷେତ୍ର ମା କନକଦୁର୍ଗାଙ୍କ ପୀଠରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାର ର ହଜାର ହଜାର ଶ୍ରଦ୍ଧାଳୁ…

ପାଣି ପାଇଁ ହା ହା କାର ! ରାଜ ରାସ୍ତାକୁ ଓହ୍ଲାଇଲେ ସହ ସହ ମହିଳା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଓ ପ୍ରହରାଜପୁର ଗ୍ରାମରେ, ଶତାଧିକ ମହିଳା ମାନେ ହାତ ରେ ଗରା, ବାଲଟି ଧରି ଅଭିନଵ ଉପାୟରେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି…

ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ…

ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି…

ଅଜାତଶତ୍ରୁ ଥିଲେ ସାମ୍ବାଦିକ ଅଜୟ କୁମାର ଜେନା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା-: ବରିଷ୍ଠ ତଥା ଆଦର୍ଶ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ…

ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଓ ନଳିନୀ ରଞ୍ଜନ ମହାପାତ୍ର ସଂପାଦକ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ସାଧାରଣ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ…

ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ୍ୟା ହେଲେ କଂଗ୍ରେସ ପ୍ରାର୍ଥୀନି ଅର୍ଚ୍ଚନା ସିଂ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:ଜଗତସିଂହପୁର ପୌରପରିଷଦର 21 ଟି ୱାର୍ଡର 33 ଟି ବୁଥର ଭୋଟ ଗଣତି କାର୍ୟ୍ଯ SVM କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହା ସମୁଦାୟ 10ଟି ଟେବୁଲରେ 7 ରାଉଣ୍ଡ ଭୋଟ ଗଣତି କାର୍ଯ୍ୟ କରାଯାଇଥିଲା…

ଭୁତ କୋଠି ପାଲଟିଛି ରାହାଣ ସ୍ଥିତ ମିନି ସ୍ୱାସ୍ଥ୍ୟକେନ୍ଦ୍ର

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ଠାରେ ଥିବା ମିନିସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଭୁତକୋଠି ପାଲଟିଛି । ତିନି ବର୍ଷ ରୁ ଉର୍ଦ୍ଧ ହେବ ଏଠାରେ କୌଣସି ଷ୍ଟାପ ପୋଷ୍ଟିଙ୍ଗ ହୋଇନାହାନ୍ତି । ରକ୍ଷଣା ବେକ୍ଷଣା…

ବାଲିକୁଦା ଥାନପତି ପରିସରରେ ବରିଷ୍ଠ ସାମ୍ବାଦିକ ଅଜୟ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ବାଲିକୁଦା ମା ଥାନପତିଙ୍କ ପୀଠ ପରିସରରେ ବାଲିକୁଦା ସାମ୍ବାଦିକମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ବର୍ଗତ ଅଜୟ କୁମାର ଜେନାଙ୍କ…

ଜଗତସିଂହପୁର ପୌରପରିଷଦ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲା ସଦର ମହକୁମା ପୌରପରିଷଦ ନିର୍ବାଚନ ପାଇଁ ବୁଥକୁ ଗଲେ ପୋଲିଂ ଦଳ । ସ୍ଥାନୀୟ SVM କଲେଜରେ ଆଜି ସକାଳ 8 ଟାରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇଥିଲା ଏବଂ 2 ଟି ଲେଖାଏ ଇଭିଏମ ମେସିନ…

error: Content is protected !!