ପୁଣି ଖୋଲିଲା ନବ ଦାସ ହ-ତ୍ୟା ଡାଏରୀ ଚାଲିଛି IT ରେଡ, ବନ୍ଧା ହେବେ ବିଶାଲ ଓ ଦିପାଲି !

ଝାରସୁଗୁଡ଼ା -: ପୁଣି ଖୋଲିଲା ପୂର୍ବତନମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ତଦନ୍ତ ଡାଏରୀ। ପୂର୍ବରୁ ଭିଜିଲାନ୍ସ ଟିମ ନବଙ୍କ ପରିବାର ସଦସ୍ୟଙ୍କୁ ଡକାଇ, ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିବା ବେଳେ, ଏବେ ଆୟକର…

ଯବାନଙ୍କ ଦେଶପ୍ରେମ ; ପ୍ରସୃତି ସ୍ତ୍ରୀକୁ ଆଇସିୟୁରେ ଛାଡି ବର୍ଡର ଗଲେ ଯବାନ

ପ୍ରସୃତି ସ୍ତ୍ରୀ କୁ ବୁର୍ଲା ଭୀମସାର ଆଇସିୟୁ ରେ ଛାଡି ବର୍ଡର ଗଲେ ଯବାନ। ସାଙ୍ଗରେ ୧୩ ଦିନର ଶିଶୁ କନ୍ୟାକୁ ଛାଡିଯାଇଛନ୍ତି ଯବାନ |ବାପା ମାଁ ଥାଇ ସୁଦ୍ଧା ଅନାଥ ଯବାନଙ୍କ ନବଜାତକ | ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା…

ଏଫ୍‌ସିଆଇ ଗୋଦାମ ବନ୍ଦ କରିବାକୁ ଚକ୍ରାନ୍ତ …

ରାଉରକେଲା -: ସହରରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଗୋଦାମ ବନ୍ଦ ଅବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି। ସାଢ଼େ ୧୨ ହଜାର ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ମହଜୁଦ କ୍ଷମତା ରହିଥିବା ଗୋଦାମଗୁଡ଼ିକ ଏବେ ଖାଲି ପଡିଛି। ତିନିଟି ଗୋଦାମ…

୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡ଼ା -: ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…

ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !

ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ…

କିଏ ଜିତିବ ବ୍ରଜରାଜନଗର ବାଜି? ଆରମ୍ଭ ହେଲା ଭୋଟ ଗଣତି

ଝାରସୁଗୁଡ଼ା -: ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ଶୁକ୍ରବାର ସକାଳ ୮ ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହାପରେ ଇଭିଏମ୍ ଖୋଲାଯାଇ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ପାଇଁ…

ବ୍ରଜରାଜନଗରରେ କଡ଼ା ଟକ୍କର ଦେବ କଂଗ୍ରେସ …

ବରଗଡ଼ -: ବ୍ରଜରାଜନଗର ଉପନିର୍ବାଚନରେ କଡ଼ା ଟକ୍କର ଦେବୁ। ସେଠାରୁ ପରିବର୍ତନର ସ୍ବର ଆରମ୍ଭ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଲେ,…

ଶାସକ ଦଳକୁ କଡ଼ା ଟକ୍କର ଦେବେ କଂଗ୍ରେସ ଓ ବିଜେପି, ପ୍ରଥମ ଥର ପାଇଁ ଉପନିର୍ବାଚନ ହାରିବ ବିଜେଡି …!

ଝାରସୁଗୁଡା -: ଦ୍ବିତୀୟଥର ପାଇଁ ଉପନିର୍ବାଚନ ସାମ୍‌ନା କରୁଛି ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନ ଟିକେ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଉପ ନିର୍ବାଚନର ଫଳାଫଳ ସରକାରୀ ଦଳ ସପକ୍ଷରେ ଯାଇଥାଏ।…

ବ୍ରଜରାଜନଗର ଉପନିର୍ବାଚନ : ବିଜେପିରୁ ରାଧାରାଣୀ ବିଜେଡିରୁ ଅଳକା, କଂଗ୍ରେସରୁ କିଶୋର

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଧୀରେଧୀରେ ଉଷ୍ମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତକାଲି ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା…

ବ୍ରଜରାଜନଗରର ବିଜେଡି ପ୍ରାର୍ଥୀନି ହେଲେ ଅଳକା, ଦୀପାଳି ହେଲେ ନିରାଶ

ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।ଗତ ଡିସେମ୍ବର…

error: Content is protected !!