ବ୍ରଜରାଜନଗର ଉପନିର୍ବାଚନ, ତିନିଦଳର ସମରସଜ୍ଜା ଆରମ୍ଭ ..

ଭୁବନେଶ୍ବର/ଝାରସୁଗୁଡ଼ା -: ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ପରେ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ,ବିଜେପି ବିଜେଡି ଓ କଂଗ୍ରେସର ଅଙ୍କକସା …

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର…

ମନ୍ତ୍ରୀଙ୍କ ଘରେ ରୋଷେୟା ଲଳିତ ମୃତ୍ୟୁ ଘଟଣାରେ ବିଜେପି ବିଜେଡି ମୁହାଁମୁହିଁ, ୧୪୪ ଧାରା ଜାରି

ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ସକାଳେ ଝଣ୍ଡାଚୈାକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା…

ବିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରୋଷେୟାକୁ ମାରିଦେଇ ଟାଙ୍ଗିଦେଲେ !

ଭୁବନେଶ୍ୱର/ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଏହି…

ଉପନିର୍ବାଚନ ପାଇଁ ବିଜେଡି ଭିତରେ ଆରମ୍ଭ ହେଲାଣି କନ୍ଦଳ, ମନ୍ତ୍ରୀଙ୍କ ପାଇଁ ହୋଇପାରେ ଦୁଇଫାଳ

ଝାରସୁଗୁଡା -: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଯଦିଓ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ବିଜେଡି ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଠିକ୍ ଏମିତି ସମୟରେ ଆଜି ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ…

କର୍କଟ ଓ କିଡିନ୍ ରୋଗୀଙ୍କ ପାଇଁ ଖୁସି ଖବର, ସଂମ୍ପୁର୍ଣ୍ଣ ମାଗଣା ଚିକିତ୍ସା ପାଇବେ

ଝାରସୁଗୁଡ଼ା -: ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦେବଶ୍ଲୋକ୍ ଶର୍ମା ଏବଂ ଡାକ୍ତର ଜିତେଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଏକ କର୍ମଶାଳା ଆୟୋଜନ ହୋଇ ଯାଇଛି । ଏଥିରେ ନେମିନାଥ ହୋମିଓପାଥିକ ମେଡିକାଲ କଲେଜ ହସପିଟାଲ ଓ ଅନୁସନ୍ଧାନ…

ଝାରସୁଗୁଡ଼ା ଜିଲ୍ଲାର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

ବ୍ଲକ୍ ମୋଟ ପଞ୍ଚାୟତ ସଂଖ୍ୟା ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍ ସଂଖ୍ୟା, କେଉଁ ଦଳର ସମର୍ôଥତ ପ୍ରାର୍ଥୀ ୧. ଝାରସୁଗୁଡ଼ା – ୮, ଚିତ୍ରାଣୀ ପଟେଲ, ନିର୍ଦ୍ୱନ୍ଦ୍ୱ, ବିଜେଡି୨. କିର୍ମିରା – ୧୭, କୃଷ୍ଣପ୍ରିୟା ସାହୁ, ନିର୍ଦ୍ୱନ୍ଦ୍ୱ, ବିଜେଡି୩. କୋଲାବିରା…

error: Content is protected !!