କାଲି ନୂଆପଡା ପାଇବ ନୂଆ ବିଧାୟକ, ସକାଳ ୮ ରୁ ଭୋଟ ଗଣତି

ଆସନ୍ତାକାଲି ନୂଆପଡ଼ା ଭୋଟ୍‌ ଗଣତି ସହ ଆସିବ ଜନାଦେଶ । ନୂଆପଡା ପାଇବ ନୂଆ ବିଧାୟକ । ଜୋୟ ଢଲକିଆ, ସ୍ନେହାଙ୍ଗିନୀ ଛୁରିଆ ନା ଘାସିରାମ ମାଝୀ କିମ୍ବା ଅନ୍ୟ କିଏ । ଆସନ୍ତାକାଲି ତାହା ସ୍ପଷ୍ଟ ହୋଇଯିବ । ଚାଲିବ…

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା…

ଜମୁଛି ପ୍ରଚାର, ଗାଁରୁ ପଞ୍ଚାୟତ… ଚାଲିଛି ଘନ ଘନ ବୈଠକ !

ଦିନ ରାତି ଏକ କରିଛନ୍ତି ତିନି ଦଳର ନେତା ।ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ତିନି ଦଳ ।ଭୋଟରଙ୍କୁ ମନେଇବାକୁ ଲାଗି ପଡିଛନ୍ତି ପ୍ରାର୍ଥୀ । ନୂଆପଡ଼ା ମଇଦାନରେ ଜମୁଛି ପ୍ରଚାର । ତ୍ରିମୁଖୀ ଲଢ଼େଇ ପାଇଁ ମଇଦାନରେ ତିନି…

ନୂଆପଡ଼ା ଉପନିର୍ବାଚନ: ୮ ଜଣ ମନ୍ତ୍ରୀ ଜଗିବେ ୮ ଜୋନ୍

ନୂଆପଡାର ୮ ଜୋନର ଦାୟିତ୍ବ ନେଲେ ୮ ମନ୍ତ୍ରୀଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଏହି ୮ ମନ୍ତ୍ରୀ୮ ଜୋନ୍ ରହି ନିର୍ବାଚନ ପ୍ରଚାର ଓ ରଣନୀତି କରିବେ ପ୍ରସ୍ତୁତି ନୂଆପଡ଼ା ଉପନିର୍ବାଚନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର । ଆସନ୍ତା…

ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

ଭୁବନେଶ୍ୱର : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ…

ମଦୁଆ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ନୂଆପଡ଼ା -: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଖୁଟବନଭେରାର କେନାଲ ପଡ଼ାରେ ରବିବାର ମଦୁଆ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଲିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣା ସ୍ଥଳରୁ ହତ୍ୟାକାରୀ ସ୍ବାମୀ ପଳାଉଥିବା ବେଲେ ଗାଁ ଲୋକେ…

ପୁଅକୁ ହତ୍ୟା କରିବା ପରେ ବାପାର ଆତ୍ମହତ୍ୟା …

ନୂଆପଡ଼ା -: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ…

ବଜ୍ରାଘାତରେ ଚାରିଜଣଙ୍କ ମୃତ୍ୟୁ

ନୂଆପଡ଼ା( ଡେନିସ ରାଏ) -: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହେବା ଖବର ହସ୍ତଗତ ହୋଇଛି…

ମାଓ ଅଧୁଷିତ ସୁନାବେଡାରେ ନୂଆପଡା ଜିଲ୍ଲାପାଳ

ନୂଆପଡା -: ନୂଆପଡା ଜିଲ୍ଲା ମାଓ ଅଧୁଷିତ ପାହାଡ଼ ଘେରା ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ। ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ…

ବନ୍ୟଯନ୍ତୁ ଶିକାର ପାଇଁ ଖଞ୍ଜାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବଳଦର ଜିବନ ଗଲା

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଦୀଗାଁ ଠାରେ ଏକ ଘରୋଇ ଜମିରେ ବିଦ୍ୟୁତ ଗଞ୍ଜା ହୋଇଥିବା ବେଲବ ଏହି ବିଦ୍ୟୁତ ତାର ସମ୍ପର୍ଶରେ ବଲଦ ଆସି ମୃତ୍ୟୁବରଣ କରିଅଛି। ବିଦ୍ୟୁତ ତାର ଆସିଲା କେଉଁଠୁ, କାହାପାଇଁ ବିଦ୍ୟୁତ…

error: Content is protected !!