ନୂଆପଡା ଗସ୍ତରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ, ଅଙ୍ଗନୱାଡି କେନ୍ଦ୍ର ଏବଂ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ନୂଆପଡା -: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରି ଏସ ପି ସିଂ ବଘେଲ ଆସି ବିଭିନ୍ନ ଯୋଜନାରେ ଚାଲିଥିବା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଖରିଆର ରୋଡ଼ ନିକଟସ୍ଥ ଏକ ଅଙ୍ଗନୱାଡି କେନ୍ଦ୍ର…

ନବୋଦୟ ପ୍ରବେଶିକା ପରୀକ୍ଷା ୪୪ଂ ଖରାରେ

ନୂଆପଡା -: ନୂଆପଡା ଜିଲ୍ଲା ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଅଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କରଣରୁ ରାଜ୍ୟ ସରକାର ପାଞ୍ଚ ଦିନ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଆଜି…

ଅକାଳରେ ଚାଲିଗଲା ମା ଝିଅଙ୍କ ଜୀବନ, ନୂଆପଡାରେ ଚାଞ୍ଚଲ୍ୟ

ନୂଆପଡ଼ା -: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା…

ସରପଞ୍ଚ ୟୁନିୟନର ସଭାପତି ଭାବରେ ନିର୍ବାଚିତ ହେଲେ ନୂଆପଡ଼ା ସଦରର ପ୍ରେମଲାଲ

ନୂଆପଡ଼ା(ଡେନିସ ରାଏ )-: ଆଜି ନୂଆପଡ଼ର ୩୧ ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ନେଇ ସରପଞ୍ଚ ସଂଗଠନର ସଭାପତି ପଦବୀ ସକାଶେ ନିର୍ବାଚନ ହୋଇଥିବାବେଳେ, ନୂଆପଡ଼ା ବ୍ଳକରେ ଯାଉଥିବା ଭଏସାଟାଲର ସରପଞ୍ଚ ଶ୍ରୀମାନ ପ୍ରେମଲାଲ ନାଏକ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି…

ଭାଲୁ ଆକ୍ରମଣରେ ୬୦ବର୍ଷର ବୃଦ୍ଧା ଗୁରୁତର

ନୂଆପଡ଼ା(ଡେନିସ ରାଏ)-ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗ୍ରାମରେ ଏକ ଜଙ୍ଗଲି ଭାଲୁ ଆଜି ସକାଳ ୭ ଘଟିକା ସମୟରେ ଗ୍ରାମର ୬୦ବର୍ଷିଆନ ବୃଦ୍ଧା ମଉଲୀ ପାଣ୍ଡେଙ୍କୁ ଲହୁଲୁହାଣ କରିବା ଫଳରେ ଅଞ୍ଚଳରେ ଆତଙ୍କର କଳାବାଦଲ ଘୋଟି ଯାଇଛି । ବୃଦ୍ଧା ଜଣକ…

error: Content is protected !!