ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସା

ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସାପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତାପ୍ରିୟଙ୍କାଙ୍କ ପୁରୀ ଘରକୁ ଯାଇ ପରିବାର ଲୋକଙ୍କୁ ପୋଲିସର ପଚରାଉଚରାସୋସିଆଲ ମିଡିଆରେ ଜ୍ୟୋତି ସହ ସମ୍ପର୍କ ନେଇ ସଫେଇ ଦେଲେ ପ୍ରିୟଙ୍କାଜ୍ୟୋତି…

ଘୋଷଯାତ୍ରାକୁ ଅପେକ୍ଷା , ସରିଲା ୧୬ଚକ ନିର୍ମାଣ

ରଥ ନିର୍ମାଣର ଆଜି ଥିଲା ଷୋଡ଼ଶ ଦିବସ। ଆଜି ସୁଦ୍ଧା ତିନିରଥର ଗୋଟିଏ ଗୋଟିଏ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି। ଗତକାଲି ସୁଦ୍ଧା ତିନି ରଥର ୧୨ ଗୋଟି ଚକର ନିର୍ମାଣ ଶେଷ…

ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି।

ପୁରୀ -: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଆଜି ଭାଙ୍ଗିଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନି। କେବଳ ନୀଳଚକ୍ରରେ ବାନା ବାନ୍ଧି ଚୁନରା ସେବକ ଫେରିଥିବାବେଳେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ…

୧୮ରେ ନେଲେ, ଆଜି ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ : ସବୁ ମହଲରେ ନିନ୍ଦା

ପୁରୀ – : ଭକ୍ତଙ୍କ ଭକ୍ତି ଓ ଭାବାବେଗ ସହ ସାଙ୍ଘାତିକ ଖେଳ ଖେଳାଯାଇଛି। ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀଠାରୁ ବହୁ ଦୂର ଗୋପ ତହସିଲଠାରୁ ୫ ଶହ ମିଟର ଦୂର ବାୟାକୁଦା ପୋଲ ନିକଟ କେନାଲରେ…

ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ, ୬ଜଣ ଦଲାଲ ଅଟକ : ପରିଚୟପତ୍ର ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପୁଲିସର ଚିଠି

ପୁରୀ -: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ବିକ୍ରିରେ ବି ଚାଲିଛି କମିସନ ବେପାର। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପୁଲିସର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ…

ଶ୍ରୀ ମନ୍ଦିରରେ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ -: ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ। ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା…

ସନ୍ଦେହ ଘେରରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା …

ଗୋପ -: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁ ଆଜି ସକାଳେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ସେ ବିଜେଡିର ନେତା ଥିଲେ। ତାଙ୍କର…

ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ

ଭୁବନେଶ୍ୱର-: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ଆରମ୍ଭ ହେବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ…

ଗାଁ ଭିତରେ ଚାଲିଲା ଡଙ୍ଗା, ଘର ଭିତରେ ପଶିଲା ଲୁଣୀ ପାଣି

ପୁରୀ -: ରବିବାର ସକାଳୁ ପୁଣି ଥରେ ଚିଲିକା ଅଶାନ୍ତ ହୋଇଛି। ଲଘୁଚାପ ପ୍ରଭାବରେ ସମୁଦ୍ରରେ ପ୍ରବଳ ଜୁଆର ଆସି ଚିଲିକା ଭିତରେ ପଶିଛି। ଏହି ଜୁଆର ଜନବସତି ଭିତରେ ପଶିଛି। ଗାଁ ଭିତରେ ଜୁଆର ପାଣି ଲହଡି ମାରିଛି। ଦୁଇରୁ…

ଆଜି ବାହୁଡ଼ିବେ ମହାପ୍ରଭୁ; ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ -: ଆଜି ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ…

error: Content is protected !!