ପୁରୀ -: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…
Category: ପୁରୀ
ନିର୍ବାଚନ ସରିଗଲା, ଜନସାଧାରଣଙ୍କ ଦୁଃଖ ବୁଝିବାକୁ କେହି ନାହିଁ …
ପୁରୀ (ମଣ୍ଟୁ ଭୋଇ)- ପୁରୀ ସଦର ବ୍ଲକ ବାଲିପୁଟ ପଞ୍ଚାୟତର ସମସ୍ୟା କହିଲେ ନସରେ । ନିର୍ବାଚନ ଆସିଲା ନେତା ମନ୍ତ୍ରୀଙ୍କ ଲମ୍ବାଲାଇନ ଲାଗିଲା, ଲମ୍ବା ଲମ୍ବା ମିଠା ମିଠା ପ୍ରତିସୃତି ଦେଇ ଭୋଟ ହାତେଇ ନେଲେ । ଗାଦିରେ ବସିପଡିବା…
ଖୋର୍ଦ୍ଧାର ଧଳାଜହର ବେପାରୀଙ୍କୁ ଧରିଲା ପୁରୀ ପୋଲିସ
ପୁରୀ -: ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ । ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି । ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ…
ଶ୍ରୀମନ୍ଦିରରେ ରକ୍ତର ଛିଟା, ଅଘଟଣର ପୂର୍ବାଭାଷ !
ପୁରୀ -: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି । ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ…
ପୁରୀରେ ବ୍ରାଉନ ସୁଗାର ବେପାରରେ ନାବାଳକ, ୧୧ଲକ୍ଷଟଙ୍କାର ନିଶା ସାମଗ୍ରୀ ଜବତ ସହ ୨ ଗିରଫ
ପୁରୀ -: ପୁରୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ସୂଚନା ଅନୁସାରେ ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ଦ୍ୱାରା ୧୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ୨ଜଣଙ୍କୁ…
ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା
ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…
ଐତିହ୍ୟ କରିଡର ବିବାଦ ମଧ୍ୟରେ ଭାଇରାଲ ହେଲା…
ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଘନେଇଥିବା ବେଳେ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ତଥା ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସମ୍ବଲପୁରରେ କେହି…
ଓଡିଶାବାସୀଙ୍କ ପାଇଁ ଖୁସି ଖବର, ପୁରୀ ଗୋପ ତହସିଲରେ ପେଟ୍ରୋଲ ଓ ଗ୍ୟାସ୍ର ସନ୍ଧାନ
ପୁରୀ / ଭୁବନେଶ୍ୱର -: ଗୋପ ତହସିଲ ଅଞ୍ଚଳର ୨ଟି ସ୍ଥାନରେ ପେଟ୍ରୋଲିୟମ ପଦାର୍ଥ ଥିବା ସୂଚନା ମିଳିଛି । ଅଏଲ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଗୋପ ଅଞ୍ଚଳରେ…
ଚତୁଃପାର୍ଶ୍ୱ ଖନନ ବଢ଼ାଉଛି ମନ୍ଦିର ପାଇଁ ବିପଦ! ଶ୍ରୀମନ୍ଦିର ଧ୍ୱସଂ ପାଇଁ ଚାଲିଛି କି ଷଡଯନ୍ତ୍ର ?
ପୁରୀ -: ଏବେ ଶ୍ରୀମନ୍ଦିର ଉପରେ କାହାର ନଜର ପଡିଲା ସୈାନ୍ଦଜିକରଣ ନାମରେ ଚତୁପାଶ୍ୱର୍କୁ ଖୋଳାଯାଇଥିବାରୁ ଶ୍ରୀମନ୍ଦିର ଏବେ ବିପଦରେ । ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ । ତାହା ପୁଣି ଅଢ଼େଇ ଫୁଟର । ଏହି ଘଟଣାକୁ ନେଇ ଭକ୍ତ, ସେବାୟତଙ୍କ…
ନିର୍ବାଚନୀ ହିଂସା ! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ
ପିପିଲି -: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର…