ଆରପାରିରେ ପଶ୍ଚିମାଞ୍ଚଳର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ପଶ୍ଚିମାଞ୍ଚଳର ଜଣେ ଟାଣୁଆ କଂଗ୍ରେସ ନେତା,ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ବର୍ଗତ ସେଠ କଂଗ୍ରେସରୁ ତାଙ୍କ ରାଜନୈତିକ କ୍ୟାରିୟର…

ପଦ୍ମପୁର ବାର ଆସୋସିଏସନ ସଭାପତି ହେଲେ ଉମେଶ

ବରଗଡ଼ (ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଥିଲା ।ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବାବେଳେ ଅନ୍ୟ ପଦବୀ ସକାଶେ ସବୁ ମନୋନୟନ କରାଯାଇଥିଲା । ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ…

ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚିତ

ବରଗଡ଼/ଅତାବିରା(ନିରଞ୍ଜନ ତ୍ରିପାଠୀ)-: ଆଜି ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟାରେ ଶେଷ ହୋଇଥିଲା । ସନ୍ଧ୍ୟା ୪ଟାରେ ଫଳାଫଳ ଘୋଷଣା ହୋଇ ନବ ନିର୍ବାଚିତ କର୍ମକର୍ତ୍ତlଙ୍କୁ ସ୍ଵାଗତ ଜଣାଯାଇଥିଲା…

ବିଜୁ ଜନତା ଦଳର ଦବଦବା : ବରଗଡ଼ ଜିଲ୍ଲାର ପୈାରନିର୍ବାଚନ ଅଧ୍ୟକ୍ଷ ପଦବୀ ହାସଲ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ପୌର ନିର୍ବାଚନର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ .ଏ .ସି ପାଇଁ ଗତ ୨୪ ତାରିଖରେ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ…

ଷ୍ଟବେରୀ ଚାଷ କରି ସମସ୍ତ ପାଇଁ ପାଲଟିଛନ୍ତି ଉଦାହରଣ

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପ୍ରୟତଃ ଜୁବ ପିଢି ପଢା ସରିବା ପରେ ଚାକିରି ପାଇଁ ଧାଉଁଥିବା ବେଳେ କିନ୍ତୁ ନ୍ଖକ୍ସ ବାପାଙ୍କଠୁ ପ୍ରେରଣା ପାଇଁ ପଢା ସାରି ବିଭିନ୍ନ ପ୍ରକାରର ଫଳ ଚାଷରେ ମନ ବୋଳାଇଛନ୍ତି ପଦ୍ମପୁର ଜାମଖେର…

“ଭାରତୀୟ ସଂସ୍କୃତି ରେ ବିଜ୍ଞାନ” ବିଷୟରେ ଆଲୋଚନା ଚକ୍ର

ପଦ୍ମପୁର (ଜିତୁ ଦାଶ) -: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ-ପାଠଚକ୍ର ,ଯାହାର ବିଷୟ ଥିଲା ” ଭାରତୀୟ ସଂସ୍କୃତିରେ ବିଜ୍ଞାନ ” ,online Google meet…

ଓଡ଼ିଶା ସ୍ୱରାଜ ଯୁବ ସମ୍ମାନରେ ସମ୍ମାନିତ ହେଲେ ଟ୍ୱିଟର ଗାର୍ଲ ଦୀପା ବାରିକ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ମିଳିଛି ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ ୨୦୨୨ । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍ୱରାଜ ସମ୍ମାନୋତ୍ସବ କାର୍ଯ୍ୟାକ୍ରମରେ ମୁଖ୍ୟ ଅତିଥି ଭାବରେ…

ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ

ବରଗଡ଼ -: ନିଷ୍ଠା ପରିବାର ଦ୍ବାରା ଆୟୋଜିତ ସ୍ବତନ୍ତ୍ର ସମ୍ମାନୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ,କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତିରାଣୀ ସାମନ୍ତ ଯୋଗଦାନ କରିଥିଲେ। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର…

ସୋହେଲା ବ୍ଳକର ଅଧ୍ୟକ୍ଷା ଭାବେ ବବି ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼ -: ଆଜି ସୋହେଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ବବି ପଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏ ପରିପ୍ରେକ୍ଷୀରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀମାନ ଗଣତନ୍ତ୍ର ପଧାନ, ମାର୍କଣ୍ଡ…

ବରଗଡ଼ରେ ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ପାଳିତ

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ସମସ୍ତ ମଞ୍ଚାସୀନ…

error: Content is protected !!