ଘର ଛପର କରୁଥିଲେ ସଳା ଭିଣୋଇ, ଚାଲିଗଲା ସଳାଙ୍କ ଜୀବନ ଅଳ୍ପକେ ବର୍ତ୍ତିଲେ ଭିଣୋଇ

ବରଗଡ଼ (ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗାଁରେ ଆଜି ଅପରାହ୍ନ ସମୟରେ ଯୋଗେନ୍ଦ୍ର ବରିହା ନାମକ ଜଣେ ଯୁବକର ବିଦ୍ୟୁତ ଆଘାତରେ ମୃତୁ୍ୟ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକର ଭିଣୋଇ ଘରେ…

ଫସଲ ବୀମା ପାଇଁ ଆଜି ପଦ୍ମପୁର ବନ୍ଦ …

ବରଗଡ଼ ( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନରେ କୃଷି ବୀମା ପାଇଁ HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଘୋଲାଘୋଲି ଭାବରେ ଉଲଙ୍ଘନ କରୁଥିବା ପ୍ରତିବାଦରେ…

ପଦ୍ମପୁରରେ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦଘାଟିତ

ବରଗଡ( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନର ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଭାରତ ବିକାଶ ପରିଷଦ, ପଦ୍ମପୁରର ନୂତନ ଶାଖାକୁ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ମାନନୀୟ ସୁରେଶ ଜୈନ୍ ଜୀ ଆନୁଷ୍ଠାନିକ ଭାବେ ଉଦଘାଟନ…

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ ପର୍ବ

ପଦ୍ମପୁର( ଆଶୁତୋଷ ପାଣିଗ୍ରାହୀ )-: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନର ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ବର୍ଷ ୨୧-୨୨ ମାଟ୍ରିକ ପରୀକ୍ଷାରେ ଶତକଡା ୯୦%ରୁ ଅଧିକ ନମ୍ବର ରଖିଥିବା ୧୭ ଜଣ ଛାତ୍ରଛାତ୍ରୀ ଓ ଗାଇସିଲେଟ ବ୍ଲକର…

ବିଷାକ୍ତ ସାପ କାମୁଡାରେ ସ୍ବାମୀ ସ୍ତ୍ରୀ ମୃତ

ବରଗଡ଼(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଝିଟିକି ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପରିବାର ସହ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ପ୍ରଥମେ ସ୍ତ୍ରୀ ଓ ପରେ…

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ 

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ପରିସରରେ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି l ଯୁବ ରେଡକ୍ରସ୍, ଏନ.ଏସ.ଏସ., ଏନ୍.ସି.ସି. ଓ ଇକୋ କ୍ଳବର ମିଳିତ ଉଦ୍ୟମରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା l…

ବରଗଡ଼ ବରପାଲିରେ ଲକ୍ଷାଧିକ ନକଲି ନୋଟ୍ ଜବତ୍ ଓ ୨ଅଭିଯୁକ୍ତ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ବରପାଲି ଠାରେ ଏସ୍ ଟିଫ୍ ଦ୍ଵାରା ବିପୁଳ ପରିମାଣର ନକଲି ନୋଟ୍ ଜବତ୍ କରାଯାଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଗୋରେଖପୁର…

ଗଙ୍ଗେଇ ବିଦ୍ୟାଳୟ ତରଫରୁ ବନମହୋତ୍ସବ ପାଳିତ

ବରଗଡ(ନିରଞ୍ଜନ ତ୍ରିପାଠୀ) -: ସାତଦିନ ବ୍ଯାପି ବିଭିନ୍ନ କାର୍ଯ୍ଯକଳାପକୁ ନେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇରେ ପାଳିତ ହୋଇଥିବା ବନମହୋତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଅନ୍ତିମ ଦିନ ବୃକ୍ଷ ରୋପଣ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ଯଅତିଥି ଭାବେ ଶ୍ରୀମାନ…

୪୦ ଲିଟର ଅପମିଶ୍ରିତ କୋରେକ୍ସ ସହ ନଗଦ ଟଙ୍କା ସ୍କୁଟି ଜବତ, ଜଣେ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପଦ୍ମପୁର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବସନା ରାସ୍ତା ଜଟିଆବନ୍ଧ ନିକଟରେ ପଦ୍ମପୁରର ଜନୈକ ଯୁବକ ପାଖରୁ ସୁଜୁକି କମ୍ପାନୀର ସ୍କୁଟି (ଓଡି୧୭ୟୁ୭୪୯୩)ସହ ୧୬ଗୋଟି କୋରେକ୍ସ ବୋତଳ, ଦୁଇଟି ଜାର୍ରେ ୪୦ ଲିଟର…

ପଶ୍ଚିମ ଓଡ଼ିଶା ବିକାଶ ପାଇଁ ସମର୍ପିତ କୋଶଳ ସଂଗ୍ରାମୀ ଦିବସ ସାହୁଙ୍କ ପବିତ୍ର ଜନ୍ମଦିନ ଅବସରରେ……

ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ (ବରଗଡ଼) ଆପଣମାନେ ଅନେକ ସଂଗ୍ରାମୀ ମାନଙ୍କ ବିଷୟରେ ଶୁଣିଥିବେ ଯେଉଁମାନେ ବିଭିନ୍ନ ସମୟରେ ସଂଗ୍ରାମ କରି ସମାଜ ସହିତ ମାଁ ମାଟିର ଉନ୍ନତି ସାଧନ କରିଥାନ୍ତି । ସେହିଭଳି ଜଣେ ନିଆରା ସଂଗ୍ରାମୀ ଙ୍କ ଆଜି…

error: Content is protected !!