ନିଆରା ଢଙ୍ଗରେ ବିଶ୍ୱ ଶ୍ରମିକ ଦିବସ ପାଳିଲେ ସରପଞ୍ଚ ଅର୍ପିତା

ବରଗଡ଼/ପଦ୍ମପୁର -: ଆଜି ସମଗ୍ର ଭାରତ ବର୍ଷ ରେ ବିଶ୍ୱଶ୍ରମିକ ଦିବସ ପାଳନ କରାଯାଉଥିବାବେଳେ,ଏକ ନିଆରା ଢଙ୍ଗରେ ଶ୍ରମିକ ଦିବସ ପାଳନ କରିଥାନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଳକ ଅଧିନସ୍ଥ କଟାବାହାଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଅର୍ପିତା ପଣ୍ଡା ।…

ବରଗଡରେ ଟାଟା ପାୱାରର ଦାଦାଗିରି, ଆଗକୁ ହୋଇପାରେ ଭୟଙ୍କର ଅନ୍ଦୋଳନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: କଥାରେ ଅଛି-ମୋତେ ଯେତେ ମାଠିବୁ ମାଠ୍‌….. ମୁଁ ସେଇ ଦରପୋଡା କାଠ୍ । ଏହି ଉକ୍ତିଟି ଠିକ ପ୍ରମାଣିତ ହେଉଛି ସ୍ଥାନୀୟ ଅଞ୍ଚଳରେ । ଟାଟା ପାୱାରର ମନମାନୀ ଅତି ଅସହ୍ୟ ହେଲାଣି । ରାଜ୍ୟ ସରକାର ଟାଟା…

ସବୁଦିନ ପାଇଁ ନିରବୀ ଗଲା ପୁଷ୍ପାଞ୍ଜଳୀଙ୍କ ପ୍ରେରଣାର ସ୍ୱର

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୧୦ ରେ,ଯିଏ…

ସିନାପାଲି କେନ୍ଦୁଲିପ୍ ରେଞ୍ଜ ଅଧିନସ୍ଥ ବିଭିନ୍ନ ଫଡ଼ିରେ ଆରମ୍ଭ ହୋଇଛି କେନ୍ଦୁପତ୍ର ସଂଗ୍ରହ

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ୍ ହାତିବନ୍ଧା, କୋକପଦର, ଭରୁଆମୁଣ୍ଡା, ନଙ୍ଗଲବୋଡ, ନୁଆମାଲ ପଡ଼ା, ଘାଟମାଲ, ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି। ପ୍ରତ୍ୟେକ ଫଡି ଥିବା ଗାଁ ରେ ପତ୍ର କିଣୁଥିବା ଦେଖିବାକୁ…

ଦ୍ୱୀତିୟ ପଦ୍ମପୁର ମହୋତ୍ସବ , ଓଡିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ବରଗଡ଼/ପଦ୍ମପୁର -: ୨ୟ ପଦ୍ମପୁର ଲୋକ ମହୋତ୍ସବର ଦ୍ୱତୀୟ ଦିନରେ ଅତିଥି ଭାବରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା,ଡି ମୁରଲୀ କ୍ରିଷ୍ଣାନ, ପ୍ରତାପ ମିଶ୍ର, ଶିରୀଶ ବହିଦାର, ସୁରେଶ୍ୱର ଶତପଥୀ, କୁନାଲ ପାଣିଗ୍ରାହୀ…

ବରଗଡରେ ନୂଆ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ଚ୍ୟାଲେଞ୍ଜର ଲମ୍ବା ତାଲିକା …

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ର ନୂଆ ଏସ୍‌ପି ଭାବେ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଯୋଗ ଦେବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିିଛି। ଏଠାରେ ଅବସ୍ଥାପିତ ଥିବା ଏସ୍‌ପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ବଦଳି ହୋଇଛି। ଶ୍ରୀ…

ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ଶତ୍ରୁ ପାଲଟିଛି ପାଇକମାଲ ବିଦ୍ୟୁତ ବିଭାଗ

ପଦ୍ମପୁର -: ଆସନ୍ତା କାଲିଠାରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀ ମାନେ ପାଠପଢ଼ା ଚିନ୍ତାରେ ଥିବା ବେଳେ ସେମାନଙ୍କ ସହ ଖେଳ ଖେଳୁଛି ଟାଟା ପାୱାର ବୋଲି ମତ ପ୍ରକାଶ ପାଉଛି ।ବର୍ତ୍ତମାନ ପାଇକମାଲ ଗ୍ରାମାଞ୍ଚଳରେ ରାତ୍ରି ୭.୩୦ ରୁ…

ମାଫିଆ କବଜାରେ ବରଗଡ, କେନ୍ଦୁପତ୍ରଠୁ ଖଣି ସବୁ ନେଉଛନ୍ତି ଲୁଟି : ପ୍ରଶାସନ ନିରବ କାହା ସ୍ୱାର୍ଥରେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଜିଲ୍ଲାରେ ଛତିଶଗଡ଼ି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ରୋକଠୋକରେ ବେଆଇନ ବାଲି, ଖଣି ପଥର ଚାଲାଣ ଚାଲିଛି। ମହୁଲ ଠାରୁ ଆରମ୍ଭ କରି କେନ୍ଦୁପତ୍ର ବି ଚୋରା ଚାଲାଣ ହେଉଛି। ମହୁଲ ଦରକୁ ନେଇ ଚାରିପଟେ…

ବରଗଡରେ ଭାଲୁ ଆତଙ୍କ, ଗାଁ ମୁହାଁ ଜଙ୍ଗଲୀ ଯନ୍ତୁ

ବରଗଡ/ବିଜେପୁର -: ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଉପରକୁ ଗଲାଣି ତାପମାତ୍ରା । ତାପମାତ୍ରା ବୃଦ୍ଧି ସହ ଜଳାଶୟ ଶୁଖିବା ଯୋଗୁଁ ଜଙ୍ଗଲ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ କାରଣରୁ ଜଙ୍ଗଲଗୁଡ଼ିକ ପୋଡ଼ି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି…

ବରଗଡରେ ଜୋରଧରିଲା ଚାଷୀ ଆନ୍ଦୋଳନ, ଅରୁଆ ଉଷୁନା ବିବାଦରେ ଚାଷୀ ହନ୍ତସନ୍ତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ରବି ଧାନ ବିକିବାକୁ ଚାଷୀ ସଜବାଜ ହେଉଛି । ହେଲେ ଧାନ କିଣା ପୂର୍ବରୁ ପ୍ରଚଣ୍ଡ ଖରାରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି । ୪୨ ଡିଗ୍ରି ଖରାରେ ଲୋକଙ୍କ ଘରୁ ବାହାରିବାକୁ ସରକାର ବାରଣ କରୁଛନ୍ତି ।…

error: Content is protected !!