ଲଜ୍ୟା : ବାପକୁ ମାଡ ମାରି ଝିଅକୁ ଦୁଷ୍କର୍ମ !!

ଠାକୁରମୁଣ୍ଡା -: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ହାତୀଗୋଡ଼ା ଗ୍ରାମରେ ଜଣେ ନାବାଳିକାକୁ ତାଙ୍କର ସଂପର୍କୀୟ ଅଜା ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ରାଗରେ ନାବାଳିକାର ବାପାଙ୍କୁ ତୀରମାଡ଼ କରି ଫେରାର ହୋଇଯାଇଛି। ସମ୍ପୃକ୍ତ ନାବାଳିକାଙ୍କ ବାପା…

ଓଲଟିଲା ଯାତ୍ରୀବାହୀ ବସ୍‌ :୧୭ ଆହତ ୨ ଗୁରୁତର

ରାଇରଙ୍ଗପୁରରରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ…

କଳାବାଘ ଆତଙ୍କ! ବନବିଭାଗ କହଲା ଏମିତି…

ମୟୂରଭଂଜ-: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଦେଖାଦେବା ପରିବେଶବିତ୍‌ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହେଲେ ବାଘ କ୍ଷତି କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଗତ ୧ରୁ ୯ ତାରିଖ ମଧ୍ୟରେ ତିନୋଟି ଗାଈ, ଗୋଟିଏ ବଳଦକୁ ବାଘ ମାରି ଦେଇଥିବା ବେଳେ ଗୋଟିଏ ମଇଁଷି ଓ…

ଘରୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା ଧମକ …

ମୟୂରଭଞ୍ଜ/ବୈଶିଙ୍ଗା -: ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଲଜ୍ଜା। ଉକ୍ତ ଥାନା ଅନ୍ତର୍ଗତ ମେର୍ଦା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ସ୍ଥାନୀୟ ୨ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ହତ୍ୟାର ଧମକ ଦେଇଥିବା…

ବନ୍ଧୁକ ଦେଖାଇ ଲୁଟ୍ ଅଭିଯୋଗରେ ଯଶିପୁର ବିଧାୟକଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ …

କରଞ୍ଜିଆ -: ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଯଶିପୁର ବିଧାୟକଙ୍କ ଗାଡି ଡାଇଭର ସହିତ ୬ ଗିରଫ । ସୂଚନା ମୁତାବକ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜୈନେକ ବ୍ୟବସାୟୀଙ୍କ…

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଦୀର୍ଘ ମାସ ଧରି ବନ୍ଦ ରହିବା ବୋଲି ସୂଚନା ଦେଲେ ACF ପ୍ରଦୀପ କୁମାର ଦେ

କରଞ୍ଜିଆ -: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ସମସ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଉଛି ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ବର୍ଷା ଋତୁର ଆଗମନ ହେତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଛନ୍ତି ଶିମିଳିପାଳ…

ବୁଲବୁଲ ସୋରେନଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଜାରି, ସୁଇସାଇଡ ନୋଟରେ …

ଉଦଳା -: ସୁଇସାଇଡ ନୋଟ ଲେଖି ଅଙ୍ଗନବାଡି ଭିତରେ ଝୁଲି ପଡିଥିବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାରେ ଆସିଛି ସସପେନ୍ସ । ଏହା ଆତ୍ମହତ୍ୟା ନା ହତ୍ୟା? ମୃତ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ ସୁଇସାଇଡ ନୋଟରେ ବ୍ୟକ୍ତିଗତ ଜୀବନରେ ଅବସାଦ ଥିବା…

ଅଶାନ୍ତ ମୟୂରଭଞ୍ଜ : କଥା କଥାରେ ଫୁଟୁଛି ଗୁଳି, ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷରୁ ଉର୍ଦ୍ଧ୍ବ

ମୟୂରଭଞ୍ଜ/ରାଇରଙ୍ଗପୁର -: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପଡୋଶୀ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲା ଜାମବନି ଥାନା ଅନ୍ତର୍ଗତ ଚିଚଳା ଗ୍ରାମର ସେକ ସମରୁ ଅଲ୍ଲୀଙ୍କ ପୁଅ ଜାମସୁ…

ଉପାସରେ ଠାକୁର : ୪୪,୫୦୦ ଏକର ଜମି ଜବର ଦଖଲରେ,ପ୍ରଶାସନ ପାଇଁ କଣ୍ଟା ସାଜିଛି ଏହି ୩ମହଲା କୋଠା

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି । ହେଲେ ଉପାସରେ ରହୁଛନ୍ତି ଠାକୁର । ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍‌‌ ଭାବେ ହୋଇପାରୁନି । ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି…

ମୟୁରଭଞ୍ଜରେ ଚାଞ୍ଚଲ୍ୟ, ସ୍ୱାମୀକୁ ପିଟିପିଟି ମାରିଦେଲା ସ୍ତ୍ରୀ

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।…

error: Content is protected !!