ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାରଆସନ୍ତା ୨୨ରେ ଯାଜପୁର ସୁକିନ୍ଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣନିବେଶ ହେବ 1 ଲକ୍ଷ 14 ହଜାର କୋଟିସୃଷ୍ଟି ହେବ 34 ହଜାର ନିଯୁକ୍ତି ସୁଯୋଗକେବଳ ଟାଟା…

ଦିଗହରା ବ୍ୟାସନଗରର ବିକାଶ , ବିଧାୟକ ଓ ସାଂସଦଙ୍କ ପାଣ୍ଠି ମଧ୍ୟ ବ୍ୟୟ କରିବାରେ ପୌରସଂସ୍ଥା ବିଫଳ !

ଯାଜପୁର -: ବ୍ୟାସନଗର ପୌରାଞ୍ଚଳର ବିକାଶ ଦିଗହରା। କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ ନକରି ପକାଇ ରଖାଯାଇଛି। ସହରବାସୀ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ। ସମ୍ବାଦର ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ସରକାରୀ ତଥ୍ୟର ଗୁମର କଥା। ବିଧାୟକ ଓ ସାଂସଦଙ୍କ ପାଣ୍ଠି…

୬୨ ବର୍ଷର ବ୍ରାହ୍ମଣୀ ସେତୁ ହରାଇବ ତାର ଅସ୍ଥିତ୍ୱ, ବିପଦର ସଂଙ୍କେତ ଦେଲାଣି ତଥାପି ଚେତୁନି ପ୍ରଶାସନ

ଯାଜପୁର -: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁର ଅବସ୍ଥା ଏବେ ସଂଗିନ ହୋଇପଡ଼ିଛି। ଏହି ସେତୁର ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ କାଳ ବିଳମ୍ବ ହେଉଥିବାରୁ ସେତୁ ପ୍ରତି…

ମା’ ଝିଅଙ୍କୁ ଗାଡି ଚଢାଇ ମାରିଦେଲା ଦୁର୍ବୁତ୍ତ, ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରୁଥିଲେ …

ଯାଜପୁର -: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥି‌ବା ବେଳେ ଗତକାଲି ମା’-ଝିଅ (ଝିଅ ଓ ନାତୁଣୀ) ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫)  ଟ୍ରକ୍‌ ଧକ୍କାରେ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି। ଉଭୟ ମା’…

ପୋଲିସ କବଜାରେ ଯାଜପୁରର ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ , ଚୋରୀ ସାମଗ୍ରୀ ସହିତ ନଗଦ ଟଙ୍କା ଜବତ

ଯାଜପୁର -: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ…

ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

ଯାଜପୁର -: ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ…

ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ, ରାସ୍ତାରେ ଶବ ଫିଙ୍ଗି ପଳାଇଲା

ଛତିଆ -: ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ। ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇନପାରିବାରୁ ମହିଳାଙ୍କ ଶବକୁ ଯାଜପୁର ଜିଲ୍ଲା ଛତିଆ ନେଳିଆ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ଆମ୍ବୁଲାନ୍ସ ଚାଳକ। ଏଭଳି ଘଟଣା…

ନିଜ ଜନ୍ମ କଲା ଶିଶୁକୁ ଛାଡି ଫେରାର ବେଳେ ପୋଲିସ ଧରିଲା, ଅର୍ଥଭାବ କି ପଛର କାରଣ ?

କଟକ/କାଳିଆପାଣି -: ପ୍ରଶାସନ ବୁଝାଇବାର ୬ ବର୍ଷ ପରେ ବି ଆଧୁନିକ ଚିକିତ୍ସା ପଦ୍ଧତିକୁ ଭରସୁ ନାହାନ୍ତି ନଗଡ଼ା ଜୁଆଙ୍ଗ। ଗୁହିଆଶାଳର ଜନୈକ ଦମ୍ପତିଙ୍କ ପାଇଁ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ନାକେଦମ୍‌ ହୋଇଥିବା ଜଣାପଡ଼ିଛି। ଏପରିକି ରୋଗଣା ନବଜାତକ ଶିଶୁକୁ…

ସୈାଭାଗ୍ୟ ଯୋଜନା କେଳେଙ୍କାରୀ, କୋଟିପତିଙ୍କୁ ମାଫ ଗରୀବଙ୍କୁ ଧମକ

ଯାଜପୁର / ରସୁଲପୁର -: ବିଦ୍ୟୁତ ବିଭାଗରେ ସୈାଭାଗ୍ୟ ଯୋଜନା କେଳେଙ୍କାରୀର ଚେର ଚାରିଆଡେ ମାଡ଼ିଯାଇଛି । ସୈାଭାଗ୍ୟ ଯୋଜନା କାର୍ଯ୍ୟକାରୀବେଳେ ବିଦ୍ୟୁତ ଖଣ୍ଟ, ତାର, ଟ୍ରାନ୍ସଫର୍ମର, ଅନ୍ୟାନ୍ୟ ସାମଗ୍ରୀ ଓ ଶ୍ରମ ବାବଦରେ ମିଥ୍ୟା ବିଲ୍ କରି ଶହ ଶହ…

ଯାଜପୁରରେ ପାନୀୟ ଜଳ ପ୍ରକଳ୍ପରେ ମହାଦୁର୍ନୀତି, ଯନ୍ତ୍ରୀ ବିଡିଓ ଓ ପିଇଓଙ୍କୁ ନୋଟିସ ଜାରି

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍ ଡିଭିଜନ୍‌(ଚଣ୍ଡିଖୋଲ) ଜରିଆରେ ଗ୍ରାମାଞ୍ଚଳବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ନାମରେ ଶହ ଶହ କୋଟି ଟଙ୍କାର ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି । ମିଥ୍ୟା କାଗଜପତ୍ରରେ ସରକାରଙ୍କୁ ଅଧିକାରୀମାନେ ବର୍ଷ ବର୍ଷ ଧରି ଭୁଆଁ ବୁଲାଇ…

error: Content is protected !!