ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ସ୍ଥିତ ପାଇକମାଲ ନୃସିଂହନାଥ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନଲଗାଇବା ପାଇଁ ସଚେତନତା ଶିବିର ବୁଧବାର ଗୌରଜୁରି ଠାରେ ଅନୁଷ୍ଠିତ ହୋଇଯାଇଛି । ବନପାଳ ରାଧାକାନ୍ତ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ…
Category: ଜିଲ୍ଲା ଖବର
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର
ଭୁବନେଶ୍ବର -: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ଜାରି ରହିଛି। ବୁଧବାର ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣ…
ଅସୁରକ୍ଷିତ ଦେବୀନଦୀସ୍ଥିତ ଆଳିପିଙ୍ଗଳ ପୋଲ, ଭାରୀଯାନ ଚଳାଚଳ ନିଷିଦ୍ଧ କରିବାକୁ ଜ଼ିଲ୍ଲାପାଳଙ୍କ ନିକଟରେ ଦାବି
ଜଗତସିଂହପୁର( ଜ୍ୟୋତି ରଞ୍ଜନ ପରିଡା ) – : ଜଗତସିଂହପୁରରୁ -ଅଡ଼ଶପୁରକୁ ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ସହ ସହ ଭାରୀଯାନ ଯାତାୟାତ କରିବାରୁ ପୋଲାର ଅବସ୍ଥା ଶୋଚନୀୟ ହୋଇପଡିଛି । ଆଳିପିଙ୍ଗଳ ପୋଲର…
ଜଗତର ନାଥ ଜଗନ୍ନାଥ ଭକ୍ତଙ୍କ ପାଇଁ ମିଳିଲା ଆଶ୍ୱସ୍ତି, ସରକାରଙ୍କ ତରଫରୁ ନିଆଗଲା ଏଭଳି ପଦକ୍ଷେପ
ପୁରୀ -: ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶା ସମେତ ଦୁରଦାରନ୍ତରରୁ ଆସୁଥିବା ଭକ୍ତଙ୍କୁ ଶେଷରେ ମିଳିଛି ଆଶ୍ୱସ୍ତି । ତାତିରୁ ରକ୍ଷା ପାଇଁ ଆଜି ମୁଣ୍ଡକୁ ଛତା ଓ ପାଦ ପାଇଁ କାରପେଟ୍ ପକାଇଛି ଜିଲ୍ଲା ପ୍ରଶାସନ ।…
ପୂର୍ବତନ ସୈନିକ ସଂଗଠନ ବାଲିଆପାଳର ବାର୍ଷିକ ଉତ୍ସବ
ବାଲିଆପାଳ(ପ୍ରଭାକର ମଲ୍ଲିକ) -: ଭାରତୀୟ ପୂର୍ବତନ ସୈନିକ ସଂଗଠନ ବାଲିଆପାଳ ଶାଖାର ପଞ୍ଚଦଶ ବାର୍ଷିକ ଉତ୍ସବ ଶାରୀରିକ ମହାବିଦ୍ୟାଳୟ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ । ଉକ୍ତ ଉତ୍ସବରେ ସଂଗଠନର ସଭାପତି ଜୟରାମ ପାତ୍ର ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବରେ…
ଦେଭୋଗ, ଘଣ୍ଟୁଆ ଗ୍ରାମପଞ୍ଚାୟତରେ ଦାଇତ୍ୱ ନେଲେ ନବନିର୍ବାଚିତ ସରପଞ୍ଚ
ବାଲିଆପାଳ(ପ୍ରଭାକର ମଲ୍ଲିକ) -: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ଦେଭୋଗ, ଘଣ୍ଟୁଆ ଗ୍ରାମପଞ୍ଚାୟତରେ ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ସଭା ସମିତି, ନାଚ ଗୀତ ସହିତ ସମ୍ବର୍ଦ୍ଧନା କରାଯାଇଛି । ଦେଭୋଗ ପଞ୍ଚାୟତ ସଭାରେ ମୁଖ୍ୟ ଅତିଥି…
ପୌର ନିର୍ବାଚନରେ ଏକଜୁଟ ହେଲା କଂଗ୍ରେସ, ପୁରା ଦମରେ ଲଢ଼ିବ କଂଗ୍ରେସ
ଆଠଗଡ -: ଆଠଗଡ ପୌର ନିର୍ବାଚନ ପାଇଁ କଂଗ୍ରେସ ଏକଜୁଟ ହୋଇଛି, ଯୋଉମାନେ କହୁଥିଲେ କଂଗ୍ରେସ ଏକଜୁଟ ହୋଇ ନାହିଁ ଆଜି କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ପୌର ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ…
କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ପରଖିଲେ କାୟକଲ୍ପ ଟିମ୍
କୋକସରା -: କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପାଇଁ ମଙ୍ଗଳବାର କାୟକଲ୍ପ ଟିମ ସଦସ୍ୟ ପହଂଚି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରି ଫେରିଛନ୍ତି । ମଧ୍ୟାହ୍ନରେ ଏହି ଟିମ୍ ପହଞ୍ଚି ବା ପରେ ଗୋଷ୍ଟି ସ୍ୱାସ୍ଥ୍ୟ…
“ପଢ଼ନା ଲିଖନା’ କାର୍ଯ୍ୟକ୍ରମ, ସ୍ୱେଛାସେବୀ ତାଲିମ ଶିବିର ଉଦ୍ଯାପିତ
କୋକସରା -: ରାଜ୍ୟ ସାକ୍ଷାରତା ମିଶନ ପକ୍ଷରୁ ୧୫ ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ଙ୍କୁ ମୌଳିକ ଓ ବ୍ୟବହାରିକ ଶିକ୍ଷା ବା ସାକ୍ଷରତା ପ୍ରଦାନ ନିମନ୍ତେ କୋକସରା ବ୍ଲକ ର ୧୧ ଗୋଟି କ୍ଲଷ୍ଟର ରେ ଗତ…
