କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳ କିଛି ଦିନ ହେଲା ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବା ବେଳେ ଥାନା ଅଧୀନରେ ଥିବା କିଛି ଗାଁ ରେ ବାହାର ରାଜ୍ୟର କିଛି ଗଞ୍ଜେଇ ମାଫିଆ ଡେରା…
Category: ଜିଲ୍ଲା ଖବର
ମା ଗୃହ ପ୍ରତିଷ୍ଠା ଦିବସରେ “ମା’ ପାଇଁ ଦିନଟିଏ” ଅନୁଷ୍ଠିତ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ଏକ ମହତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦିଆଯାଉଛି ଏବଂ ମାତୃ ଓ ଶିଶୁ ମୃତୁ୍ୟ ହାର କମାଇବାରେ ସୁରକ୍ଷିତ…
୪୨ ଲିଟର ଦେଶି ମହୁଲି ମଦ ଜବତ , ୩ କୋର୍ଟ
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ବଜାର ଅଞ୍ଚଳରେ ଦିନକୁ ଦିନ ଦେଶି ମହୁଲି ମଦ ପ୍ରବଳ ମାତ୍ରାରେ ବିକ୍ରୀ ହେଉଅଛି। ପ୍ରତ୍ୟେକ ଦିନ ଶଙ୍କରାଖୋଲ ସ୍ଥିତ ଗୁଡ୍ରୀଗାଁ ଗ୍ରାମରୁ ମହୁଲି ମଦ ରନ୍ଧାହୋଇ ଟିକାବାଲି କୁ ଦୈନିକ ଏକ ହଜାର ଲିଟର…
କୁଈସମାଜ ସେବା ସମିତି ଫୁଲବାଣୀର ବାର୍ଷିକ ସାଧାରଣ ଉତ୍ସବ
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀର ବାର୍ଷିକ ସାଧାରଣ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀର ଫିରିଙ୍ଗିଆ…
ଆଠଗଡ଼ ପୁଲିସ ହାତରେ ଛନ୍ଦି ହୋଇଗଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍
ଆଠଗଡ଼-: କଟକ ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ପାଣି ପାଇପ୍ ନେଇ ଫେରାର ହେବାକୁ ଉଦ୍ୟମ କରିଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ପୁଲିସ ହାତରେ ଧରାପଡ଼ି ଯାଇଛନ୍ତି। ଆଠଗଡ଼ ପୁଲିସର ରାତି ପାଟ୍ରୋଲିଂ ସମୟରେ ଆଠଗଡ଼…
ଯବାନଙ୍କ ଦେଶପ୍ରେମ ; ପ୍ରସୃତି ସ୍ତ୍ରୀକୁ ଆଇସିୟୁରେ ଛାଡି ବର୍ଡର ଗଲେ ଯବାନ
ପ୍ରସୃତି ସ୍ତ୍ରୀ କୁ ବୁର୍ଲା ଭୀମସାର ଆଇସିୟୁ ରେ ଛାଡି ବର୍ଡର ଗଲେ ଯବାନ। ସାଙ୍ଗରେ ୧୩ ଦିନର ଶିଶୁ କନ୍ୟାକୁ ଛାଡିଯାଇଛନ୍ତି ଯବାନ |ବାପା ମାଁ ଥାଇ ସୁଦ୍ଧା ଅନାଥ ଯବାନଙ୍କ ନବଜାତକ | ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା…
ଓଲଟିଲା ଯାତ୍ରୀବାହୀ ବସ୍ :୧୭ ଆହତ ୨ ଗୁରୁତର
ରାଇରଙ୍ଗପୁରରରେ ଓଲଟିଲା ଯାତ୍ରୀବାହୀ ବସ୍ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବିକଳାଙ୍ଗ ପରିବାର ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅନ୍ତର୍ଗତ ଟେଲା ପାଲି ଗ୍ରାମର ଶିବାଜୀ ରଣା (୫୩)ଜନ୍ମରୁ ଅନ୍ଧ ହୋଇଥିବା ବେଳେ ସ୍ତ୍ରୀ ସୁନ୍ଦରୀ ରଣା (୪୭)ମଧ୍ୟ ମାନସିକ ବିକଳାଙ୍ଗ । ତାଙ୍କ ଗୋଟିଏ ବୋଲି ଝିଅ…
ବସୁଧା ଯୋଜନାରେ ମାଲାମାଲ ଠିକାଦାର, ବେହାଲ ଗ୍ରାମବାସୀ
କନ୍ଧମାଳ (ସିମାଞ୍ଚଳ ସାହୁ ) -: ଗ୍ରୀଷ୍ମପ୍ରବାହ ଜାରି ରହିଛି। ନଦୀ ନାଳ ଓ ପୋଖରୀ ପାଣି ଶୁଖି ଯାଇଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଯାହାଫଳରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ପାନୀୟ ଜଳର ଅଭାବ ବଢ଼ିବାରେ…
ଖଜୁରୀପଡ଼ା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ସଦରମହକୁମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖଜୁରୀପଡା ଖେଳ ପଡିଆ ଠାରେ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନିପତିଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ…
