ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।…
Category: ଜିଲ୍ଲା ଖବର
ପ୍ରାକୃତିକ କୃଷି ର ଆଂଚଳିକ ପରିଷଦ ଦ୍ୱାରା ପଂଜିକରଣ ନିମନ୍ତେ ଦିନିକିଆ କର୍ମଶାଳା
କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ କୃଷି ର ପ୍ରସାର ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କୁ ଆଂଚଳିକ ପରିଷଦ ରେ ପ୍ରମାଣପତ୍ର କରାଇବା ନିମନ୍ତେ ଚୟନ କରାଯାଇଛି ।…
କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଦଳପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଝାମ୍ପି ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଡାଞ୍ଜୁ ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାରଦିନ ଆଞ୍ଚଳିକସାଧନ କେନ୍ଦ୍ର ସଂଯୋଜକ, ଶ୍ରୀ ସୁଶାନ୍ତ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ସରକାର ଓ ସାମାଜିକ ଅନୁଷ୍ଠାନ ସମନ୍ୱୟରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
କନ୍ଧମାଳ :-(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକରେ ଅନୁଷ୍ଠିତ ହୋଇଛି ମାନସିକ ସ୍ୱାସ୍ଥ୍ୟ କୁ କିପରି ଗ୍ରାମ ସ୍ତରରେ ସଚେତନତା ଆଣିବା ଓ ଅନ୍ଧବିଶ୍ୱାଶ କୁ ଦୂରକରିବା ଭଳି କାର୍ଯ୍ୟକ୍ରମ ଯାହା ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍…
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରେ ସାମୁହିକ ଜନ ସଚେତନତା
କନ୍ଧମାଳ :-(ମୃତ୍ୟୁଞ୍ଜୟ ଦିଗାଲ)ପାବୁରିଆ, ସମାଜରେ ମାନସିକ ସ୍ୱାସ୍ଥ୍ୟ ସହିତ ଦିନ କୁ ଦିନ ସମସ୍ତେ ସଂଘର୍ଶ କରୁଥିବା ବେଳେ ୨୫ ଶତକଡା ଲୋକ ମାନସିକ ଚାପରେ ଶିକାର ହେଉଛନ୍ତି, ଯାହା ପରବର୍ତୀ ସମୟରେ ଅସୁସ୍ଥତତା ର ମୁଖ୍ୟ କାରଣ ପରିଲକ୍ଷିଶତ ହେଉଛି…
ଆସିବେ ମୋଦୀ: ସରିଲା କାରକେଡ୍ ରିହର୍ସଲ, ସୁରକ୍ଷାବଳୟରେ ପୂରା ଝାରସୁଗୁଡ଼ା
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଯୁବ ସମାବେଶରେ ଯୋଗ ଦେବେ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି। ନିଜେ ସମସ୍ତ ପ୍ରସ୍ତୁତିର…
୧୫ ହଜାର ଟଙ୍କା ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍: ବାମରା ତହସିଲଦାର ଓ ତାଙ୍କ ଡ୍ରାଇଭର ଅଟକ
ବାମରା : ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି। ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି…
ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ …
ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନୀଳଚକ୍ର ପାଖକୁ ଯାଇ ଭିଡିଓ ଉତ୍ତୋଳନ କରିଥିବା ସୂଚନା । ତେବେ ପୂର୍ବରୁ ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା ହେଲାଣି ।ସେପଟେ…
ଘନ କୁହୁଡ଼ିର ବଳୟ ମଧ୍ୟରେ କାମାକ୍ଷାନଗର …
କାମାକ୍ଷାନଗର -: ଘନ କୁହୁଡ଼ିର ବଳୟ ମଧ୍ୟରେ କାମାକ୍ଷାନଗର ସହର l ଆଜି ସକାଳୁ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛିl କୁହୁଡ଼ିର ଆସ୍ତରଣ ଫଳରେ ରାସ୍ତା ଠିକ ଭାବେ ଦେଖାଯାଉନଥିବା ବେଳେ ଗାଡ଼ି…
