ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡିର ବାଜିମାତ୍

ନୟାଗଡ଼ -: ଉପନିର୍ବାଚନରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡି ବାଜିମାତ୍ କରିଛି । ପୁଣି ଥରେ ଅଧ୍ୟକ୍ଷା ପଦ ସାବିତ୍ରୀ ପ୍ରଧାନ ହାତେଇଛନ୍ତି। ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସାବିତ୍ରୀଙ୍କୁ ମୋଟ ୨୦…

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

କୋକସରା(ରଞ୍ଜନ କୁମାର ସାହୁ) – ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ…

କଲମପୁରରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ : ଅଖଚକ ଜାମ

କଲମପୁର(ଗଣେଷ ରାମ ବାଗ୍‌) : ଅଗଷ୍ଟ ୧ ତାରିଖରେ ଉଚ୍ଚନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରେ ଥିବା ଆରକ୍ଷଣରେ ବର୍ଗିକରଣ, କ୍ରମିଲୋୟର ବ୍ୟବସ୍ଥାରେ ବର୍ଗିକରଣ ଉପରେ ରାୟ ଦେଇଥିଲେ। ଏହାକୁ ବିରୋଧ କରି ଦେଶବ୍ୟାପୀ ବହୁଜନ ରାଜନୈତିକ ଓ ସାମାଜିକ…

ନିୟମ ମାନୁନାହାନ୍ତି କମ୍ପାନି: ତାଳଚେର, ଅନୁଗୁଳକୁ ପ୍ରଦୂଷଣ ଚିନ୍ତା

ଅନୁଗୁଳ -: ବାୟୁ ପ୍ରଦୂଷଣ ପାଇଁ ରେଡ୍‌ ଜୋନ୍‌ରେ ରହିଛି ତାଳଚେର ସହର। କୋଇଲା ଖଣି ଓ କଳକାରଖାନା ପାଇଁ ଏଠାକାର ପାଣିପବନ‌ରେ ବିଷ ଭରି ଯାଇଥିଲା ବେଳେ ଲୋକଙ୍କ ଜୀବନ ଦୁର୍ବିଷହ ‌ହୋଇପଡ଼ିଛି। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଷ୍ଟ୍ରାୟତ୍ତ…

ସୁନ୍ଦରଗଡ଼ରେ ଭାରତ ବନ୍ଦର ମହାପ୍ରଭାବ : ସବୁଠି ତାଲା

ସୁନ୍ଦରଗଡ଼ -: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର )ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦ କରିଛି ଆଦିବାସୀ ଓ ଦଳିତ ମଞ୍ଚ ସମୂହ। ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ…

ବାଇକ ଓ ବଳଦ ମୁହାଁମୁହିଁ ଧକ୍କା : ଚାଳକ ଗୁରୁତର, ବଳଦ ମୃତ

କୋକସରା,୨୦/୮: କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଡାକ୍ତରଖାନା ନିକଟରେ ବାଇକ ଓ ବଳଦ ମୁହାଁମୁହିଁ ଧକ୍କାହେବା ଫଳରେ ବଳଦ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆମପାଣି ସରପଞ୍ଚ ପ୍ରତିନିଧି…

ନାରାୟଣପାଟଣା ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି

ନାରାୟଣପାଟଣା(ସଞ୍ଜୟ କୁମାର ପାଣି) -: କୋରାପୁଟ ଜିଲ୍ଲା ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ଚୈତ୍ରାଇ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ମାଶାଲ…

ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ! ଆସିଲା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୁର୍ଣ୍ଣ ରାୟ

କଟକ -: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ । ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ…

ସୋରଡାରେ ବିଜେପି ତରଫରୁ ‘ଗାଁ ଗାଁ ଚାଲ … ଘର ଘର ଚାଲ’

ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା…

କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠେର ସରିଲା ଜାଗର ଯାତ୍ରା

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଶୈବପୀଠେର ଆଜି ରାତ୍ର ୧୨ଟୋର ମହାଦୀପ ଉଠିଥିଲା ଏବଂ ବକ୍ତାମୋନ ରାତି ସାରା ଉଜଗର ରହି ସକାଳ ସୋଢ଼ ତିନିଟୋର ନିଜ ନିଜ କତ୍ତର୍ବ୍ୟ ସାରି ନିମର୍ଳ ହୃଦୟେର ଠାକୁର ଦଶର୍ନ…

error: Content is protected !!