କନ୍ଧମାଳ :-(ମୃତ୍ୟୁଞ୍ଜୟ ଦିଗାଲ)ପାବୁରିଆ, ସମାଜରେ ମାନସିକ ସ୍ୱାସ୍ଥ୍ୟ ସହିତ ଦିନ କୁ ଦିନ ସମସ୍ତେ ସଂଘର୍ଶ କରୁଥିବା ବେଳେ ୨୫ ଶତକଡା ଲୋକ ମାନସିକ ଚାପରେ ଶିକାର ହେଉଛନ୍ତି, ଯାହା ପରବର୍ତୀ ସମୟରେ ଅସୁସ୍ଥତତା ର ମୁଖ୍ୟ କାରଣ ପରିଲକ୍ଷିଶତ ହେଉଛି…
Category: ଜିଲ୍ଲା ଖବର
ଆସିବେ ମୋଦୀ: ସରିଲା କାରକେଡ୍ ରିହର୍ସଲ, ସୁରକ୍ଷାବଳୟରେ ପୂରା ଝାରସୁଗୁଡ଼ା
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଯୁବ ସମାବେଶରେ ଯୋଗ ଦେବେ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି। ନିଜେ ସମସ୍ତ ପ୍ରସ୍ତୁତିର…
୧୫ ହଜାର ଟଙ୍କା ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍: ବାମରା ତହସିଲଦାର ଓ ତାଙ୍କ ଡ୍ରାଇଭର ଅଟକ
ବାମରା : ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି। ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି…
ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ …
ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନୀଳଚକ୍ର ପାଖକୁ ଯାଇ ଭିଡିଓ ଉତ୍ତୋଳନ କରିଥିବା ସୂଚନା । ତେବେ ପୂର୍ବରୁ ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା ହେଲାଣି ।ସେପଟେ…
ଘନ କୁହୁଡ଼ିର ବଳୟ ମଧ୍ୟରେ କାମାକ୍ଷାନଗର …
କାମାକ୍ଷାନଗର -: ଘନ କୁହୁଡ଼ିର ବଳୟ ମଧ୍ୟରେ କାମାକ୍ଷାନଗର ସହର l ଆଜି ସକାଳୁ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛିl କୁହୁଡ଼ିର ଆସ୍ତରଣ ଫଳରେ ରାସ୍ତା ଠିକ ଭାବେ ଦେଖାଯାଉନଥିବା ବେଳେ ଗାଡ଼ି…
କଟକର ଦଶହରା: ଏଥର ୧୭୬ଟି ମେଢ଼
ଭୁବନେଶ୍ବର -: ଚଳିତ ଆଶ୍ବିନ କୃଷ୍ଣପକ୍ଷ ଅବସରରେ ଆସନ୍ତା ୨୨ ତାରିଖ ଠାରୁ ମା’ଙ୍କ ପୀଠରେ ଶାରୀଦୟ ନବରାତ୍ରୀ ଆରମ୍ଭ ହେଉଛି। ରାଜ୍ୟର ବିଭିନ୍ନ ଦେବୀପୀଠରେ ଏହି ଶାରଦୀୟ ଦୁର୍ଗାପୂଜାର ଆୟୋଜନ ହେବ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କୁ…
ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ
ବାଲେଶ୍ବର (ଚନ୍ଦନ କୁମାର ଜେନା ) -: ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ ରେ ମାମୁଂ ଶ୍ବଶୁର ବ୍ରଜ ଗୋପଳ ଦାସ ଅଧିକାରୀ ଙ୍କୁ ଗିରଫ କରିଛି କମର୍ଦ୍ଦା ପୋଲିସ ଅନ୍ୟ ଅଭିଯୁକ୍ତ ମାନେ…
ଚନ୍ଦ୍ରଗ୍ରହଣ: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦେବନୀତିରେ ପରିବର୍ତ୍ତନ
ସମ୍ବଲପୁର -: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ। ପୂର୍ବାହ୍ନ ୧୧:୪୫ ସମୟରୁ…
ମଦୁଆ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ନୂଆପଡ଼ା -: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଖୁଟବନଭେରାର କେନାଲ ପଡ଼ାରେ ରବିବାର ମଦୁଆ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଲିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣା ସ୍ଥଳରୁ ହତ୍ୟାକାରୀ ସ୍ବାମୀ ପଳାଉଥିବା ବେଲେ ଗାଁ ଲୋକେ…
ମଶାଣିରୁ ଶବ ଜବତ କଲା ପୋଲିସ; ଘଣ୍ଟେ କାନ୍ଧରେ ଧରି ଛିଡା ହେଲେ ପରିବାର ଲୋକ
କେନ୍ଦ୍ରାପଡ଼ା -: କେନ୍ଦ୍ରାପଡ଼ା ରାଜନଗରରେ ଅଭାବନୀୟ ଘଟଣା । ମଶାଣିରୁ ଶବ ଜବତ କଲା ପୋଲିସ । ପ୍ରଥମେ ଶବକୁ ରାସ୍ତା ଉପରେ ଏକ ଘଣ୍ଟା ଅଟକ ରଖିଲା ପୋଲିସ। ଶବ ସତ୍କାର ହେବାକୁ କାନ୍ଧରେ ମଶାଣିକୁ ଯାଉଥିବା ବେଳେ ରାଜନଗର ପୋଲିସ…
