ତିଗିରିଆ -: ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତ ସ୍ଥିତ ହସ୍ତତନ୍ତ ପୁଞ୍ଜି ଅଧୀନରେ ଥିବା ନୂଆପାଟଣା ୨ ନମ୍ବର ତନ୍ତୁବାୟ ସହଯୋଗ ସମିତି ଲିଃ ପରିସରରେ ଆଠଗଡ ବୟନ ମଣ୍ଡଳର ମୋଟ ୭୦ ଜଣ ମାଷ୍ଟର ବୁଣାକାର, ପୁରସ୍କାର ପ୍ରାପ୍ତ ବୁଣାକାର,…
Category: ଜିଲ୍ଲା ଖବର
ଜିଲ୍ଲା ସ୍ତରୀୟ ବିଜ୍ଞାନ ପାଠଚକ୍ରରେ ତିଗିରିଆରୁ ଶୁଭମ ଦ୍ୱିତୀୟ
ତିଗିରିଆ -: କଟକ ରେଭେନ୍ସା କଲେଜିଏଟ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ପାଠଚକ୍ରରେ ତିଗିରିଆ ବ୍ଲକ ପୁରୁଣା ତିଗିରିଆ ପଞ୍ଚାୟତସ୍ଥିତ ମହେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରି ଅଞ୍ଚଳ…
ସୋମପଡା ପଞ୍ଚାୟତ ରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା
ତିଗିରିଆ -: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ମାସେ ବ୍ୟାପି ସାରା ରାଜ୍ୟରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ତିଗିରିଆ ବ୍ଲକ ର ସୋମପଡା ପଞ୍ଚାୟତ ରେ ଅନୁଷ୍ଠିତ…
ସାଲେପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନ ହିତକାରୀ ଯୋଜନା ଗୁଡିକୁ ଓଡିଶା ର ଘରେ ଘରେ ସମସ୍ତ ସାଧାରଣ ଜନତା ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ବାଣ ବୋଝେଇ ଅଟୋ ଓ ଟାଟା ଏସି ଜବତ,ଦୁଇ ଗିରଫ
ତିଗିରିଆ -: ତିଗିରିଆ ପୋଲିସ ପକ୍ଷରୁ ଆଜି ଅପରାହ୍ନରେ ଗୋଟିଏ ବାଣ ବୋଝେଇ ତିନି ଚକିଆ ଅଟୋ ଓ ଗୋଟିଏ ଟାଟା ଏସି ଜବତ କରାଯିବା ସହ ଉଭୟ ଗାଡିରେ ଥିବା ବେଆଇନ ବାଣକୁ ତିଗିରିଆ ପୋଲିସ ଜବତ କରିଥିବା ବେଳେ…
କାଳୀପୂଜା ନିମନ୍ତେ ଶାନ୍ତି କମିଟି ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ
ତିଗିରିଆ -:ତିଗିରିଆ ବ୍ଲକର ନିଜିଗଡ଼ ପଞ୍ଚାୟତର ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨ ତାରିଖରେ ଭଷାଣି ଯାତ୍ରା ସହ ଶେଷ ହେବବୋଲି ଜଣାପଡିଛି। ବହୁ ପୁରାତନ ଏହି ପ୍ରସିଦ୍ଧ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ…
ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ, ୬ଜଣ ଦଲାଲ ଅଟକ : ପରିଚୟପତ୍ର ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପୁଲିସର ଚିଠି
ପୁରୀ -: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ବିକ୍ରିରେ ବି ଚାଲିଛି କମିସନ ବେପାର। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପୁଲିସର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ…
ମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଜେଲରେ ଭର୍ତ୍ତି କରିବାର ଥାନା ବାବୁଙ୍କ ଫତୱା !
କଟକ – : ଖୁଣ୍ଟଣୀ ଥାନା ଅଧିକାରୀଙ୍କ ଦାଦାଗିରି ବିରୋଧରେ ଏସ୍.ପି ଅଫିସ ଆଗରେ ଗର୍ଜିଲେ ଆଠଗଡର ସାଧାରଣ ଜନତା । ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଜଣେ ଲାଞ୍ଚଖୋର ଦୁର୍ନିତିଗ୍ରସ୍ତ ଅଫିସର ବୋଲି ଅଭିଯୋଗ ଆଣିଛନ୍ତି ଖୁଣ୍ଟଣୀ ଅଞ୍ଚଳର…
ପାଣିରେ ପଡିଲା ଲକ୍ଷାଧିକ ଟଙ୍କା, ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଦଲାଲ କଲେ କାମ
ମାଲକାନଗିରି -: ରାଜ୍ୟ ସରକାରଙ୍କର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଅବସ୍ଥାରେ ପଡି ରହିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଲେ।କରୋନା ମହାମାରୀ ଯୋଗୁଁ ବହୁ ଲୋକ ପ୍ରଭାବିତ ହେବା ସହ ବିଶେଷ…
ରାଜନୈତିକ ବିବାଦ ପାଇଁ ବିକାଶ ଠପ୍ , ବିଲ ମଝିରେ ଶବଦାହ ଯିବା ପାଇଁ ନାହିଁ ରାସ୍ତା
ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ରାଇସୁଙ୍ଗୁଡା ପଂଚାୟତର ଏହି ରାସ୍ତା, ଯେଉଁଠି ରାସ୍ତାପାଇଁ ଯାଇଥିଲା ଜଣକ ଜୀବନ । ସେହି ରାସ୍ତାକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ ଶେଷରେ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଥିଲା । ବିକାଶ ଏଠି ସାତସପନ । କେବଳ…
