ସାଲେପୁର(ଶିଶୁ କୃଷ୍ଣ ନନ୍ଦ) –: ଗ୍ରାହକଙ୍କ ଅର୍ଥ ଲୁଟି ଖାଇଛନ୍ତି ପୋଷ୍ଟ ଅଫିସ କର୍ମଚାରୀ, ଏପରି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲା କିଶୋରନଗର ଥାନା ଅଧୀନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାହାଟ ପୋଷ୍ଟ ଅଫିସ ନାମରେ, ଅଭିଯୋଗ କରିଛନ୍ତି ବହୁ…
Category: ଜିଲ୍ଲା ଖବର
ବନ୍ଦ ଜାତୀୟ ରାଜପଥ ୫୩ : ଆଇନଜୀବୀଙ୍କୁ ଆକ୍ରମଣର ପ୍ରତିବାଦ, କୁମ୍ଭକର୍ଣ୍ଣ ସାଜିଛି ପୋଲିସ
କାମାକ୍ଷାନଗର -: ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।…
ଆଖିପିଛୁଳାକେ ବଡଭଉଣୀ ଆଗରୁ ସାନ ଭଉଣୀଙ୍କୁ ଭିଡିନେଲା କୁମ୍ଭୀର
କେନ୍ଦ୍ରାପଡ଼ା/ରାଜନଗର -: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ…
ଚୈାଦ୍ୱାରରେ ଲକ୍ଷ୍ମୀପୂଜା ଭଷାଣୀ ବେଳେ ଅଘଟଣ, କେନାଲରେ ଭାସିଗଲେ ୩
କଟକ -: ଚୌଦ୍ୱାର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ହୋଇଥିବାର ଖବର ମିଳିଛି। ଗତକାଲି ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର…
ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର
ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…
ଚିକେନ୍ ଦେକାନରେ ବାର୍ହା ମାଂସ ବିକ୍ରି : ଚଢାଉ କରି ଧରିଲା ବନବିଭାଗ , ଜଣେ ଗିରଫ …
ଢେଙ୍କାନାଳ -: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ଦୁର୍ବଳତାର ସୁଯୋଗ ନେଇ ଶିକାରୀମାନଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁମାନଙ୍କୁ ଶିକାର କରି ଶୀକାରୀମାନେ ଅର୍ଥ ଉପାର୍ଜନ କରୁଛନ୍ତି। କୁକୁଡ଼ା ଦେକାନରେ ବାର୍ହା ମାଂସ ବିକ୍ରି ହେଉଛି। ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ…
୪୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ …
ବଲାଙ୍ଗୀର -: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ। ଏକ ପୋଖରୀ ମରାମତି କାମର ବିଲର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି…
ଶ୍ରୀ ମନ୍ଦିରରେ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ
ପୁରୀ -: ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ। ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା…
ଦିଗହରା ବ୍ୟାସନଗରର ବିକାଶ , ବିଧାୟକ ଓ ସାଂସଦଙ୍କ ପାଣ୍ଠି ମଧ୍ୟ ବ୍ୟୟ କରିବାରେ ପୌରସଂସ୍ଥା ବିଫଳ !
ଯାଜପୁର -: ବ୍ୟାସନଗର ପୌରାଞ୍ଚଳର ବିକାଶ ଦିଗହରା। କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ ନକରି ପକାଇ ରଖାଯାଇଛି। ସହରବାସୀ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ। ସମ୍ବାଦର ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ସରକାରୀ ତଥ୍ୟର ଗୁମର କଥା। ବିଧାୟକ ଓ ସାଂସଦଙ୍କ ପାଣ୍ଠି…
ଢେଙ୍କାନାଳରୁ ଅଲଗା ହୋଇ ଅନୁଗୁଳ ଜିଲ୍ଲା ଏବେ ୩୦ ବର୍ଷ ପୁର୍ତ୍ତି , ଆସନ୍ତୁ ଜାଣିବା ଅନୁଗୁଳର ଅସ୍ମିତା …
ଅନୁଗୁଳ -: ଜିଲ୍ଲାକୁ ୩୦ ବର୍ଷ ପୂରିବାକୁ ଯାଉଛି। ଆଉ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୩୦ ବର୍ଷ ପୂର୍ତ୍ତିକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଅକ୍ଟୋବର…
