କଳାହାଣ୍ଡି ଜୟପାଟଣାରେ ବନ୍ୟା, ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ଘାଇ : ଶହ ଶହ ଏକର ଚାଷ ଜମି ଓ ଘର ଜଳମଗ୍ନ

କଳାହାଣ୍ଡି/ଜୟପାଟଣା -: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପଡା ନିକଟରେ ପନ୍ଦର ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଫଳରେ ନିକଟରେ ଥିବା ଚାଷ ଜମି…

କଟକରୁ ନକଲି ଔଷଧ ଜବତ ଘଟଣା : ୪ ବ୍ୟବସାୟୀ ଫେରାର, ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ -: କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି…

ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ

ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…

ନବଜାତକୁ ମାରିଦେଲା ଅମ୍ବୁଲାନ୍ସ , ୧୦୨ ହେଲା କାଳ : ଶ୍ବଶୁର-ବୋହୂ ଗୁରୁତର

ଜଗତସିଂହପୁର -: ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନବଜାତକ ଶିଶୁପୁତ୍ର ଆଖିବୁଜିଛି।  ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର…

ଅସହାୟକୁ ସହାୟ ହେଲେ ଅଭୟ, କ୍ୟାନସର ପିଡିତଙ୍କୁ ନେଇ ମେଡିକାଲ ପର୍ଯ୍ୟନ୍ତ ଗଲେ …

ଆଠଗଡ -: କର୍କଟ ରୋଗରେ ପୀଡିତ ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ଗ୍ରାମର ୩୦ ବର୍ଷିୟ ଯୁବକ ମିଥୁନଙ୍କୁ ସହାୟତା ର ହାତ ବଢାଇଛନ୍ତି ଯୁବ ସଂଗଠକ ଅଭୟବାରିକ। ମିଥୁନ ଗତ ଦୁଇବର୍ଷ ତଳେ ମିନତି ଙ୍କୁ ବିବାହ କରିଥିଲେ।ତାଙ୍କର ଦେଢ଼ ମାସର…

ଅଜଣା ରୋଗ ନୁହେଁ ଅତ୍ୟଧିକ ମଦ୍ୟପାନ ପାଇଁ ଯାଉଛି ଜୀବନ, ମାଲକାନଗିରି ସିଡିଏମଓ ଖୋଲିଦେଲେ ପୋଲ …

ମାଲକାନଗିରି -: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗ ସଂପର୍କରେ ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଅଜଣା ରୋଗରେ ନୁହେଁ, ବରଂ ଅତ୍ଯଧିକ ମଦ୍ଯପାନ ଯୋଗୁ ଗ୍ରାମବାସୀ ପ୍ରାଣ ହରାଉଛନ୍ତି। ମାଲକାନଗିରି…

ମୋ ପାଖରେ ଯେଉଁ ଭିଡିଓ ଅଛି ତାହା ଦେଲେ ମୋର ଇଜ୍ଜତ ଯିବ, ବାପାଙ୍କୁ ବ୍ଲାକ୍‌ମେଲିଂରୁ ବଞ୍ଚାଇଲେ ପୁଅ

ବଲାଙ୍ଗୀର -: ଘର ମାଲିକଙ୍କୁ ବ୍ଲାକ୍‌ମେଲିଂ କରି ତିନିଲକ୍ଷ ଟଙ୍କା ଭଡ଼ାଟିଆ ନେଇଯିବା ମାମଲା ଚାଞ୍ଚଲ୍ୟ ଖେଳାଇଛି। ବାପା ବ୍ଲାକ୍‌ମେଲିଂର ଶିକାର ହେଉଥିବା ଜାଣିବା ପରେ ଏୟାରଫୋର୍ସରେ ଥିବା ପୁଅ ବ୍ଲାକ୍‌ମେଲରଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଟାଉନ ପୁଲିସ ଉଭୟ ବ୍ଲାକ୍‌ମେଲର୍‌ ଯୋଡ଼ି…

ଲଗାଣ ବର୍ଷା ଫଳରେ ଗଞ୍ଜାମରେ ବନ୍ୟା ପରିସ୍ଥିତି, ଘୋଡ଼ାହାଡ଼, ବାଘଲଟି ଛାଡ଼ିଲା ବନ୍ୟାଜଳ

ଗଞ୍ଜାମ -: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାର ବାଘଲଟି ଓ ଘୋଡ଼ାହାଡ଼ରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଛି। ବାଘଲଟିରୁ ୩ଟି ଗେଟ୍ ଦେଇ ବାହୁଦା ନଦୀକୁ…

ବିଜେପି ସମର୍ଥିତ ବୋଲି ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ …

କେନ୍ଦ୍ରାପଡ଼ା -: ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଗାଁର ରାସ୍ତା ନିର୍ମାଣ ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପେଗରପଡ଼ା ପଂଚାୟତର ଏହି ଦୁଇ ଲୋକ ପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଏବେ…

ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଦେଲା …!

ବଡମ୍ବା/ ତିଗିରିଆ –:ଚାଟ୍‌ରେ ବିଷ ମିଶାଇଥିଲା ବାପା ! ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍‌ ଖାଇ ଗୋଟିଏ…

error: Content is protected !!