ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍ ଗେଟ୍ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…
Category: ଜିଲ୍ଲା ଖବର
ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ
ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ…
ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍, ୧୪ ଜିଲ୍ଲାକୁ ସତର୍କତା ଜାରି
ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…
ବିଦ୍ୟାଳୟ ଗଠନରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଆଜିର ଶିଶୁ ଭବିଷ୍ୟତର ସୁନାଗରିକ – ସଦାନନ୍ଦ ଦାଶ ମହାରାଜ
ଆଠଗଡ -: ଆଠଗଡ ସହର ସ୍ଥିତ ଅଶୋକନଗରଠାରେ ନୂତନ ଭାବେ ଗଢିଉଠିଥିବା ସ୍ୱାମୀ ବିବେକାନନ୍ଦ ଆଡ଼ଭାନ୍ସ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ସ୍କୁଲ ପରିଚାଳନା କମିଟର ସଭାପତି ଅଶୋକ କୁମାର ମହାନ୍ତିଙ୍କ…
ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ …
ଭୁବନେଶ୍ବର/ବରଗଡ଼ -: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ…
ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ, ସାମ୍ବାଦିକ ମାନେ କ୍ରାନ୍ତିକାରି ହେବା ଆବଶ୍ୟକ
ଆଠଗଡ -: ଆଜି କ୍ରାନ୍ତି ଦିବସ ଅବସରରେ ଆଠଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି l ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ମୁଁ ହେଉଛି ପରାଧୀନ…
ବାଙ୍କୀ ଥାନା ତାଳବସ୍ତ ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା …
ବାଙ୍କୀ -:ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ। କଟକ ବାଙ୍କୀ ଥାନା ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରାଙ୍କୁ କୌଣସି କାରଣରୁ ନିସ୍ତୁକ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସେଠାରେ ଦେବାଶିଷ ଅଚେତ ହୋଇପଡ଼ିଥିଲେ।…
ଯୁବ ବିଜେପିର ଆଇଡଲ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଯୁବ ବିଜେପିର ଆଇଡଲ,ସମସ୍ତଙ୍କ ସୁଖ ଦୁଃଖ ର ସାଥି କଟକ ଜିଲ୍ଲା ବିଜେପିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଏବେ ଆଣ୍ଠୁ ରେ ସ୍ନାୟୁ ଜନିତ ସମସ୍ୟା ରେ ପଡି ଚିକିତ୍ସିତ ହେଉଛନ୍ତି…
ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ବିପଦ ତିଗିରିଆ ବନାଞ୍ଚଳ, ଫାଇଦା ନେଉଛନ୍ତି ଜଙ୍ଗଲ ମାଫିଆ
ତିଗିରିଆ -: ତିଗିରିଆ ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲ ଏବେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ବନ ବିଭାଗର ନିଷ୍କ୍ରିୟତାରୁ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ଛକାପଂଝା ଲାଗି ରହୁଥିବା ଅଭିଯୋଗ ହେଉଛି। ବନ୍ୟଜନ୍ତୁଙ୍କ ଆକ୍ରମଣରେ…
ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ
ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି…
