ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ (ବରଗଡ଼) ଆପଣମାନେ ଅନେକ ସଂଗ୍ରାମୀ ମାନଙ୍କ ବିଷୟରେ ଶୁଣିଥିବେ ଯେଉଁମାନେ ବିଭିନ୍ନ ସମୟରେ ସଂଗ୍ରାମ କରି ସମାଜ ସହିତ ମାଁ ମାଟିର ଉନ୍ନତି ସାଧନ କରିଥାନ୍ତି । ସେହିଭଳି ଜଣେ ନିଆରା ସଂଗ୍ରାମୀ ଙ୍କ ଆଜି…
Category: ଜିଲ୍ଲା ଖବର
କୃଷକ ମାନଙ୍କ ପାଇଁ ଏ ସରକାର ବୈମାତୃକ କାହିଁକି ? ଚାଷୀ ପାଇପାରୁନି ଧାନ ବିହନ କି ସୂଚନା …
ମାର୍ଶାଘାଇ -: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା…
ଆରୋଗ୍ୟ ଲାଭ କଲେ ମହାପ୍ରଭୁ, ଆଜି ଦ୍ୱାଦଶୀ ତିଥି ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି
ପୁରୀ -: ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି…
ପୁଅକୁ ହତ୍ୟା କରିବା ପରେ ବାପାର ଆତ୍ମହତ୍ୟା …
ନୂଆପଡ଼ା -: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ…
ମାରିଦେଲା ଠିକାସଂସ୍ଥା, ଅକାଳରେ ଚାଲିଗଲା ୩ଶିଶୁଙ୍କ ଜୀବନ
କୋରାପୁଟ -: ଠିକା ସଂସ୍ଥାର ଦାୟିତ୍ବହୀନତା ପାଇଁ ଅକାଳରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରାପୁଟ ସଦର ଥାନା ମାଝିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା…
ପ୍ରେମ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଜଣକ ସାଥିରେ ନିର୍ବନ୍ଧ, ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା
ପାରାଦ୍ବୀପ -: ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ପ୍ରେମିକର ନିର୍ବନ୍ଧ ଖବର ପାଇ ଧାରଣାରେ ପ୍ରେମିକା। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। କିନ୍ତୁ ଏବେ ନିର୍ବନ୍ଧ ଖବର ପାଇବା ପରେ…
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ୧୭ ଫୁଟ ଓସାରର ବାଲୁକାକଳା
ପୁରୀ -: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବାଲୁକାକଳାରେ INTERNATIONAL…
ମୁଁ ଗୋଟେ ବହୁତ ଖରାପ ଝିଅ, ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି …
ଭୁବନେଶ୍ବର -: ‘‘ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି…
ବାଲେଶ୍ୱର ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ, ୩ ଗୁରୁତର
ବାଲେଶ୍ୱର -: ଡିଭାଇଡରେ ପିଟିହେଲା କାର୍ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଦୁର୍ଘଟଣା ଘଟିଛି । ଆଜି ସକାଳୁ କାର୍ଟି ୬ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ…
ବଜ୍ରାଘାତରେ ଚାରିଜଣଙ୍କ ମୃତ୍ୟୁ
ନୂଆପଡ଼ା( ଡେନିସ ରାଏ) -: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହେବା ଖବର ହସ୍ତଗତ ହୋଇଛି…
