କଟକ -: ଗିରଫ ପରେ କୋର୍ଟ ଚାଲାଣ ହେଲେ ଜଳେଶ୍ବର ବିଡ଼ିଓ ଅଶ୍ବିନୀ ଦାସ। ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ। ଅଶ୍ବିନୀ ଦାସଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ…
Category: ଜିଲ୍ଲା ଖବର
ପୁଣି ମାଓ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ
ମାଲକାନଗିରି -: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ନିର୍ଦ୍ଧୁମ ପିଟିବା ପରେ ତାକୁ ଗୁଳିକରି ହତ୍ୟା କରିଛନ୍ତି। ମର୍ଦାପାଲ ଥାନା ଅନ୍ତର୍ଗତ ଖଡଖଡି ଗ୍ରାମର ଜଣେ ଯୁବକ ନକ୍ସଲ ବିରୋଧରେ…
ନରସିଂହପୁର ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା, ସନ୍ଦେହରେ ୬ ଅଟକ : ଚାଲିଛି ମାରାଥନ ଜେରା
ନରସିଂହପୁର -: ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ପକ୍ଷରୁ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ୬ଜଣଙ୍କୁ ଅଟକ ରଖି ମାରାଥନ ଜେରା କରାଯାଉଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଦଳ ଗତକାଲି ସନ୍ଦେହରେ ନରସିଂହପୁର ଅଞ୍ଚଳରୁ ୪ଜଣଙ୍କୁ…
ବଙ୍ଗୀୟ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଲେ …
ପୁରୀ -: ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ଏଠାରେ ପର୍ଯ୍ୟଟକଙ୍କୁ ମାଡ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ପୁରୀ ସିଟି ରୋଡସ୍ଥିତ ଏକ ଟୁର ଆଣ୍ଡ…
ସାଲେପୁରର ଥାନପତି ମନ୍ଦିରରୁ ଚୋରି …
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଦିନକୁ ଦିନ ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତର ଜପକୁଦ ବଜାର ଓ ବିଭିନ୍ନ ସ୍ଥାନରେ ଚୋରଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ।ଏଇ ବିଗତ କିଛିଦିନ ତଳେ ଜପକୁଦ ,ଓଡାସିଂହ,ଏଲମାପୁର ଓ ରାମକୃଷ୍ଣପୁର ,ରାମେଶ୍ୱର…
ଅନୁଗୁଳ ଖଇରବେରେଣୀ ଗ୍ରାମରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ
ଅନୁଗୁଳ/ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ୪ ଜଣ ମହିଳା ସାଥି ହୋଇ ଭୋର ସକାଳ ୬ ଟାରେ…
ବିଜେଡି ବିଧାୟକ ବିଜୟଶଙ୍କର ଚଲାଉଛନ୍ତି ସେକ୍ସ ରାକେଟ୍ ! ଥାନାରେ ରୁଜ୍ଜୁ ହେଲା ମାମଲା
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରୢାକେଟ୍ ଚଳାଉଛନ୍ତି। ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ। ସୋମାଲିକାଙ୍କ ଲିଖିତ ଅଭିଯୋଗ ଆଧାରରେ ବି ଜଗତସିଂହପୁର ଥାନା ପୁଲିସ…
ଝିଅର ଆଜି ଜନ୍ମଦିନ, ଝୁରୁଛି ମାଆ : ଘର ମାଲିକ ୮ ବର୍ଷର ଝିଅକୁ ନେଇ ଫେରାର
ଭୁବନେଶ୍ୱର -: ନିଜ ଜନ୍ମ କଲା ଝିଅକୁ ଝୁରୁଛି ମାଆ। ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର…
