ଯୋଡ଼ା -: ପରକୀୟା ପ୍ରୀତି ଯୋଗୁଁ ବିବାହିତ ଯୁବକଙ୍କ ଜୀବନ ଚାଲିଗଲା। ମାଆଙ୍କ ସହିତ ଗୋଟିଏ ଘର ଭିତରେ ଅସଂଯତ ଅବସ୍ଥାରେ ଦେଖି ଦୁଇ ନାବାଳକ ପୁତ୍ର ହିଂସାପରାୟଣ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହ…
Category: ଜିଲ୍ଲା ଖବର
ଗିରଫ ହେଲେ ସ୍ତ୍ରୀ ସ୍ୱାମୀଙ୍କୁ ମିଳିଲା ଦଣ୍ଡ …
କଟକ -: ପତ୍ନୀ ନିନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କର କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରେଶ୍ବର ଫାଣ୍ଡି…
ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନ ପାଳିତ, ବଣ୍ଟାଗଲା ୨୦୦ ଔଷଧୀୟ ଚାରା ଗଛ
ଚୌଦ୍ୱାର -: ବରିଷ୍ଠ ସମାଜସେବୀ ତଥା ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳିଛି ସାମାଜିକ ସଙ୍ଗଠନ ଆହ୍ୱାନ। ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଷ୍ଣୁ ଦାସଙ୍କ…
ବଦଳୁଛି ଧର୍ମଗଡ ପଞ୍ଚାୟତ କଲେଜର ରୂପରେଖ
ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -: ସୁଦୃଢ଼ ହେବାରେ ଲାଗିଛି ଧର୍ମଗଡ଼ ପଞ୍ଚାୟତ କଲେଜର ଭିତ୍ତିଭୂମି। ନୂତନ କଲେଜ ବିଲ୍ଡିଂ ସାଙ୍ଗକୁ ନୂତନ ବିଜ୍ଞାନଗାର ପଞ୍ଚାୟତ କଲେଜର ଭିତ୍ତିଭୂମି ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି। ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ନବ ନିର୍ମିତ…
ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା
ମୟୂରଭଞ୍ଜ/କରଞ୍ଜିଆ -: ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ଗୋଟିଏ…
ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ, ରାସ୍ତାରେ ଶବ ଫିଙ୍ଗି ପଳାଇଲା
ଛତିଆ -: ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ। ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇନପାରିବାରୁ ମହିଳାଙ୍କ ଶବକୁ ଯାଜପୁର ଜିଲ୍ଲା ଛତିଆ ନେଳିଆ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ଆମ୍ବୁଲାନ୍ସ ଚାଳକ। ଏଭଳି ଘଟଣା…
ମାଟ୍ରିକ ଫେଲ୍ କିନ୍ତୁ କୋଟିପତି : ୨୨ବର୍ଷ ବୟସରୁ କରୁଥିଲେ ଏହି ବେପାର, ବାନ୍ଧିଲା ପୋଲିସ
ପୁରୀ -: ଆଜି ସୁଦ୍ଧା ପୁରୀ ଜିଲ୍ଲାରେ ବ୍ରାଉନ୍ସୁଗାର୍ ବିକ୍ରି କରି ସବୁଠାରୁ ବଡ଼ ନିଶା ବେପାରୀ ଭାବେ କଣାସ କେଶରପୁରର ସୁଶାନ୍ତ ବୋଲି ପୁଲିସ କହିଛି। ଯଦିଓ କେଶରପୁରରେ ତା’ର ଏକ ଦାମୀ ଘର ରହିଛି। କିନ୍ତୁ ସେ ଓ…
ତିଗିରିଆ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ତିଗିରିଆ -: ତିଗିରିଆ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ଆଜି ତିଗିରିଆ କୋର୍ଟ ପରିସରରେ ତିଗିରିଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ତାଲୁକ…
ଶାସକ ଦଳକୁ କଡ଼ା ଟକ୍କର ଦେବେ କଂଗ୍ରେସ ଓ ବିଜେପି, ପ୍ରଥମ ଥର ପାଇଁ ଉପନିର୍ବାଚନ ହାରିବ ବିଜେଡି …!
ଝାରସୁଗୁଡା -: ଦ୍ବିତୀୟଥର ପାଇଁ ଉପନିର୍ବାଚନ ସାମ୍ନା କରୁଛି ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନ ଟିକେ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଉପ ନିର୍ବାଚନର ଫଳାଫଳ ସରକାରୀ ଦଳ ସପକ୍ଷରେ ଯାଇଥାଏ।…
