ପଞ୍ଚତତ୍ୱ ପ୍ରାଇଭେଟ ଲିମିଟେଡ଼ ମାଲିକଙ୍କୁ ଜେଲଦଣ୍ଡ ରାୟ ପ୍ରକାଶ

କଳାହାଣ୍ଡି (ଜଗୁଲାଲ ମାଝୀ) -: ବେକାରୀ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଆଳରେ ବିଭିନ୍ନ କମ୍ପାନୀ ଖୋଲି ଲକ୍ଷାଧୂକ ଟଙ୍କା ଲୁଟି ନେଉଥିବା ଭକି ଘଟଣା ଅନେକ ସମୟରେସାମ୍ନାକୁ ଆସିଥାଏ।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ଜୁନାଗଡ଼…

କାଦୁଅରେ ଫସି ଗଜରାଜ ଗୁରୁତର, ଉଦ୍ଧାର କଲା ବନ ବିଭାଗ

କଳାହାଣ୍ଡି (ଜଗୁଲାଲ ମାଝୀ) -:  କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଏକ ଦେଢ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା…

କଳାହାଣ୍ଡିରେ ମାଓବାଦୀ ଆତଙ୍କ, ଚାନ୍ଦା ପାଇଁ ଧମକାଉଛନ୍ତି ଠିକାଦାରଙ୍କୁ

କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳର ଜଣେ ଠିକାଦାରଙ୍କ ଠାରୁ ମାଓବାଦୀ ନାଁରେ ଚାନ୍ଦା ଅସୁଲି କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋଲାମୁଣ୍ଡା ଥାନା ପିତାଗୁଡ଼ା ଗ୍ରାମର ସୁବାସ ମାଝୀ (୩୪) ବୋଲି…

ଆସିକାର ପୂର୍ବତନ ବିଧାୟକ ନିଖୋଜ, ଥାନାରେ ମାମଲା ରୁଜୁ

ଭୁବନେଶ୍ବର/ଆସିକା -: ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଏତଲାରେ…

ପୋଲିସର ବେଆଇନ୍ ଗିରଫଦାରୀ ପ୍ରତିବାଦରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ -: ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା…

ତିଗିରିଆରେ ସାଧାରଣ ଲୋକମାନଙ୍କୁ ନିରୋଗ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟକେଜକୁ ଲୋକଙ୍କ ପାଖରେ ପହଞ୍ଚାଇଲେ ସରପଞ୍ଚ

ତିଗିରିଆ – ସାଧାରଣ ଲୋକମାନେ ଜୈବିକ ପଦ୍ଧତିରେ ନିଜ ବାଡିରେ ନିରୋଗ ପରିବା ଉତ୍ପାଦନ କରିବାର ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜକୁ ସାଧାରଣ ଲୋକଙ୍କୁ ବଣ୍ଟନ କରିଛନ୍ତି ତିଗିରିଆ ନିଜିଗଡ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ମହାନ୍ତି । ଏଥି ସହ…

ବରଯାତ୍ରୀଙ୍କ ରୋଷଣୀରେ ଗାଁ ଦାଣ୍ଡ କମ୍ପୁଥିଲା, ଝିଅ ବେଦୀକୁ ଯିବାକୁ ସଜବାଜ : ମା’କୁ ହତ୍ୟା କଲେ ଗାଁ ଲୋକେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ବରଗଡ଼ ଜିଲ୍ଲା ମେଲ୍ଛାମୁଣ୍ଡା ଥାନା ଅଧୀନ ସାଲେପାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଝିଅର ବାହାଘର ଦିନ ଝିଅର ମା’ଙ୍କୁ କରାଯାଇଛି ବୀଭତ୍ସ ହତ୍ୟା। ବରଯାତ୍ରୀ ଶୋଭାଯାତ୍ରା ବେଳେ ବିବାହ ହେବାକୁ ଥିବା କନ୍ୟାର ମା’ଙ୍କୁ ପିଟିପିଟି ମାରି…

ସ୍ତ୍ରୀ ଓ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ରକୁ ନିଆଁ ଲଗାଇ ଜାଳିଦେଲା ସ୍ୱାମୀ !

ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି । ସୂଚନା…

ନିଜ ଜନ୍ମ କଲା ଶିଶୁକୁ ଛାଡି ଫେରାର ବେଳେ ପୋଲିସ ଧରିଲା, ଅର୍ଥଭାବ କି ପଛର କାରଣ ?

କଟକ/କାଳିଆପାଣି -: ପ୍ରଶାସନ ବୁଝାଇବାର ୬ ବର୍ଷ ପରେ ବି ଆଧୁନିକ ଚିକିତ୍ସା ପଦ୍ଧତିକୁ ଭରସୁ ନାହାନ୍ତି ନଗଡ଼ା ଜୁଆଙ୍ଗ। ଗୁହିଆଶାଳର ଜନୈକ ଦମ୍ପତିଙ୍କ ପାଇଁ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ନାକେଦମ୍‌ ହୋଇଥିବା ଜଣାପଡ଼ିଛି। ଏପରିକି ରୋଗଣା ନବଜାତକ ଶିଶୁକୁ…

ଘରୋଇ ସ୍କୁଲକୁ ନା, ୫୯ଟି ଆବେଦନକୁ ନାକଚ କଲା ଜିଲ୍ଲାସ୍ତରୀୟ କମିଟି

ଭୁବନେଶ୍ବର -: ୨୦୨୩-୨୪ ଶିକ୍ଷାବର୍ଷରେ ଭୁବନେଶ୍ବରରେ ନୂତନ ଘରୋଇ ସ୍କୁଲ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା ସଂସ୍ଥାଙ୍କୁ ବଡ଼ ଝଟ୍‌କା। କୌଣସି ଗୋଟିଏ ବି ବିଦ୍ୟାଳୟକୁ ଅନୁମତି ନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ସ୍ତରରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍‌…

error: Content is protected !!