ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଗୋବିନ୍ଦପୁର ସିଆରପିଏଫ୍ କ୍ୟାମ୍ପରୁ ଆଜି ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ସୁବେଶ କୁମାର ସିଂ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ସୁବେଶ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ସଦର ଥାନା ପୁଲିସ…
Category: ଜିଲ୍ଲା ଖବର
ଟ୍ରାନ୍ସଫରମର ଉପରୁ ମିଳଛି ଯୁବକଙ୍କ ଶବ
କଳାହାଣ୍ଡି (ଜଗୁଲାଲ ମାଝି) -: ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମପପଞ୍ଚାୟତର ସାପଦୁନି ଗ୍ରାମରେ, ଗାଁ ମଝି ରହିଥିବା ବିଦ୍ୟୁତ ଟ୍ରାନ୍ସଫରମର ରେ ରବିବାର ରାତିରେ ଜଣେ ଯୁବକଙ୍କ ଶବ ଲାଗି ରହିଥିବା…
ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ
ଦେବଗଡ଼ -: ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ପାଳନ…
ଏମସିଏଲର କଳାଜହର କନିକା ନାଳକୁ କରୁଛି ବିଷାକ୍ତ, ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ଭୟଙ୍କର ହେବ !
ସୁନ୍ଦରଗଡ଼ -: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍ସିଏଲ୍) ଯୋଗୁ ଅଭିଶାପ ପାଲଟିଛି । ଏମ୍ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା…
ନର୍କ ଯନ୍ତ୍ରଣା ଠୁ ବି ବଳି ପଡୁଛି, ବାଜିରେ ଲାଗୁଛି ମହିଳାଙ୍କ ଜୀବନ
ରାଜନଗର -: ଡ଼ହଡହ ଖରାରେ ଅଢେଇ କିଲୋମିଟର ଚାଲି ଚାଲି ଗଲେ ମିଳୁଛି ପିଇବା ପାଣି । ଖରାର ପ୍ରକୋପ ଦୃଷ୍ଟିରୁ ଗାଁର ମହିଳା ଓ ପିଲାମାନେ ବାଟ କମ୍ କରିବା ପାଇଁ ବାଧ୍ୟ ହୋଇ ଭିତରକନିକା ଜଙ୍ଗଲ ଭିତରେ ପଶି…
ଆଜି ଶ୍ରମିକ ଦିବସ, ଶ୍ରମିକ ଦୁର୍ଦ୍ଦଶା କହିଲେ ନସରେ : ରୋଜରାର ନାହିଁ କି ସର୍ବନିମ୍ମ ସୁବିଧା ନାହିଁ
ଭୁବନେଶ୍ବର -: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ।…
