ଯାଜପୁର -: ବାରୁଣୀ ସ୍ନାନ ଉପରେ ଲାଗିଥିବା ୧୪୪ ଧାରା କଟକଣାକୁ ନ ମାନି ଶ୍ରଦ୍ଧାଳୁମାନେ ସ୍ନାନ ସହ ପତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ପରେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଓ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇଥିଲେ । କିନ୍ତୁ…
Category: ଜିଲ୍ଲା ଖବର
ପାଣି ପାଇଁ ହା ହା କାର ! ରାଜ ରାସ୍ତାକୁ ଓହ୍ଲାଇଲେ ସହ ସହ ମହିଳା
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଓ ପ୍ରହରାଜପୁର ଗ୍ରାମରେ, ଶତାଧିକ ମହିଳା ମାନେ ହାତ ରେ ଗରା, ବାଲଟି ଧରି ଅଭିନଵ ଉପାୟରେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି…
ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ରହସ୍ୟ, ଚାପି ଦେବା ପାଇଁ ଚାଲିଛି ଷଡଯନ୍ତ୍ର !
ଗଞ୍ଜାମ/ବ୍ରହ୍ମପୁର -: ମାତ୍ର ପାଞ୍ଚମାସ ତଳେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଏବେ ଚର୍ଚ୍ଚାରେ । ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ରହସ୍ୟଜନକ ମୃତ୍ୟୁ, ବାସ୍ତବରେ ଘଟଣା ନା ଦୁର୍ଘଟଣା ? ବିଭିନ୍ନ ମହଲରେ ଏହି…
ଜାଲ ନୋଟ ରାକେଟର ପର୍ଦ୍ଦାଫାସ, ୩୦ହଜାର ଦେଲେ ମିଳୁଥିଲା ଲକ୍ଷେ
ମାଲକାନଗିରି -: ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଥିଲା, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିଲା । ୩୦ ହଜାର ଟଙ୍କାର ଅସଲି ନୋଟ୍ ଦେଲେ ମିଳୁଥିଲା ଲକ୍ଷେ ଟଙ୍କାର ଜାଲ୍ ନୋଟ୍ । ଏତେ ସୁନିୟୋଜିତ ଭାବେ ଏହି…
ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା
ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…
ପୋଖରୀ ଭିତରେ ବୋମା, ବଷ୍ଫୋରଣରେ ୩ନାବାଳିକା ଗୁରୁତର
ଭଦ୍ରକ/ବନ୍ତ -: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି । ବୋମ୍ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ…
ଏବେ ଖୋଲିବ ମାନସ ହତ୍ୟାକାଣ୍ଡର ପୁରା ଗୁମର, ରାଣୀ ମହୁମାଛି ଏବେ ପୋଲିସ ପଞ୍ଜାରେ
ଭୁବନେଶ୍ୱର -: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ପ୍ରାୟ ଦେଢ଼ ମାସ ପରେ ଗିରଫ କରିବା ପରେ ସଫଳ ହୋଇଛି । ଗିରଫ ପରେ ପୁଲିସ ଶର୍ମିଷ୍ଠାଙ୍କୁ…