“ଭାରତୀୟ ସଂସ୍କୃତି ରେ ବିଜ୍ଞାନ” ବିଷୟରେ ଆଲୋଚନା ଚକ୍ର

ପଦ୍ମପୁର (ଜିତୁ ଦାଶ) -: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ-ପାଠଚକ୍ର ,ଯାହାର ବିଷୟ ଥିଲା ” ଭାରତୀୟ ସଂସ୍କୃତିରେ ବିଜ୍ଞାନ ” ,online Google meet…

ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର୧୦୦ବର୍ଷ ପୂର୍ତ୍ତି ପାଳନ

ଜଗତସିଂହପୁର -: ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତୀ ଜ଼ିଲ୍ଲା ସ°ସ୍କୃତି ବିଭାଗ ଓ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଜଗତସିଂହପୁର ଥାନା ପରିସର ଓ ଗାନ୍ଧି ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ…

ବିକାଶର ବାଟ ଓଗାଳିଛି ନାଗାବଳୀ ନଦୀ : ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ

ଥୁଆମୂଳ ରାମପୁର -: ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ହିଁ ଅଞ୍ଚଳର ବିକାଶ ପଛର ବିଶେଷ ମହତ୍ତ୍ଵ ହୋଇଥାଏ।ଯହା ଏକ ସ୍ବାଧିନ ରାଷ୍ଟ୍ରର ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ପରିକଳ୍ପନା ହୋଇଥାଏ। କିନ୍ତୁ…

ନିର୍ବାଚନ ପ୍ରଚାର ଶେଷ : ଶେଷ ଦିନରେ କଂଗ୍ରେସର ପ୍ରଚାର ଜୋରଦାର

ଆଠଗଡ଼ – : ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ…

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା, ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏ.ଏସ୍‌.ଆଇ

ଭବାନୀପାଟଣା,/ଥୁଆମୂଳ ରାମପୁର -: ପୁଣି ଖାକିରେ କଳଙ୍କର ଛିଟା ।୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ଥାନାର ଏ.ଏସ୍‌.ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ।ମଙ୍ଗଳବାର ଭିଜିଲାନ୍ସ ଭବାନୀପାଟଣା ବସ୍ ଷ୍ଟାଣ୍ଡ ଠାରେ ଲାଲ୍…

ମାନସ ହତ୍ୟାକାଣ୍ଡ ପଛରେ ବହୁ ବଡ ବଡ ଶକ୍ତି, ଅଫିସରଙ୍କ ଠାରୁ ମନ୍ତ୍ରୀ …

ଭୁବନେଶ୍ୱର -: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ବିଶେଷକରି ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଧରାପଡ଼ିବା ପରେ ଘଟଣା ନୂଆ ମୋଡ଼ ନେଇଛି  । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ…

କାୟାକଳ୍ପ ଟିମର ଦିନକିଆ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳକୁ କାୟାକଳ୍ପ ଟିମ ପରିଦର୍ଶନରେ ଆସିଛନ୍ତି ।ଏହି ଟିମର ସଦସ୍ୟ ଡାକ୍ତର ବସନ୍ତ କୁମାର ପ୍ରଧାନ । ଡାକ୍ତର ନିରଞ୍ଜନ ପ୍ରଧାନ ଓ ସଂଘମିତ୍ରା ରାଉତ ପ୍ରମୁଖ ପରିଦର୍ଶନରେ ଆସି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର…

ଆଇନଜୀବୀଙ୍କ ବିୟୋଗରେ ଶୋକ

ଜଗତସିଂହପୁର -: ଜଗତସିଂହପୁର କୋର୍ଟରେ କାର୍ଯ୍ୟରତ ଆଇନଜୀବି ପଳାଶୋଳ ଗ୍ରାମର ହେମନ୍ତ କୁମାର ବାରିକଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପିଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦…

ବାରହା ଶିକାର କରିବା ପାଇଁ ଖଞ୍ଜଯାଇଥିଲା ବୋମା, ଖାଇଦେଲା ଗାଈ ତା ପରେ …

ଖଲିକୋଟ -: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମା ଖାଇ ଗୋଟିଏ ଗାଈ ଗୁରୁତର ହୋଇଥିବାର ଖବର ମିଳିଛି । ବାରହା ଶିକାର କରିବା ପାଇଁ ଥିବା ବୋମା ଖାଇଦେବାରୁ ପାଟିରେ ବିସ୍ପୋରଣ ଘଟି ଗାଇଟିର ଅବସ୍ଥା…

ହାଇକୋର୍ଟରେ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଉପରେ କଣ ଶୁଣାଣି ହେଲା ଆସନ୍ତୁ ଜାଣିବା

କଟକ -: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମାନସଙ୍କ ବାପା ପଞ୍ଚାନନ ସ୍ୱାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।…

error: Content is protected !!