ବରଗଡ଼(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ଆଇ.ସି.ୟୁ ଅଭାବରୁ ରୋଗୀମାନେ ମୃତ୍ୟୁବରଣ କରିବା ଏକ ନିତିଦିନିଆ ଘଟଣା l କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ କିଛି ଅକୁହା ବେଦନା ଲୋକଙ୍କ ମନ ଭିତରେ ଚାପି ହେଇ ଯାଉଛି…
Category: ଜିଲ୍ଲା ଖବର
କାହା ସ୍ୱାର୍ଥରେ ମୋ ସରକାର, ନା… କେବଳ କାଗଜକଲମରେ !
କୋକସରା -: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସରକାରୀ ସହାୟତା ଯୋଗଇବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା ଲାଗୁ କରିଛନ୍ତି । ବିଭିନ୍ନ ଅଭିଯୋଗ, ସମସ୍ୟା ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଏହା କରାଯାଇଥିବା ବେଳେ…
ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା
ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା,…
ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା -: ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ଜଗତର ପିତାମହ ଭୀଷ୍ମ, ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନା ଙ୍କ ର 67ବର୍ଷ ବୟସରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ…
ବାଲିଆପାଳ ରାଧାମୋହନ ମନ୍ଦିରରେ ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ସହିତ ହୋଲି ଉତ୍ସବ ପାଳିତ
ବାଲିଆପାଳ (ପ୍ରଭାକର ମଲ୍ଲିକ) -: ରଙ୍ଗର ଉତ୍ସବ ଓ ଭାଇଚାରା ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ର ବାଲିଆପାଳରେ ଡ଼ା ହରେକୃଷ୍ଣ ଦାସ ଙ୍କ ପ୍ରଚେଷ୍ଟା ରେ ନିର୍ମିତ ରାଧା ମୋହନ ମନ୍ଦିରରେ ଶୁକ୍ରବାର…
ଗୋରେଖନାଥଙ୍କ ପୀଠରେ କୁଞ୍ଜଙ୍ଗ ସିଟି ସ୍କୁଲ ର 1981ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କୁଞ୍ଜଙ୍ଗ ସିଟି ସ୍କୁଲର 1981ମସିହା ବ୍ୟାଚର ସିଟି ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋରେଖନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛ । ଦୀର୍ଘ 42ବର୍ଷ ତଳେ ସାଙ୍ଗହୋଇ ପାଠ ପଢ଼ୁଥିବା ଓ…
ଭାଇଚାରାର ପର୍ବ ହୋଲିରେ ନବନିର୍ବାଚିତ ସରପଞ୍ଚ
ବାଲିଆପାଳ(ପ୍ରଭାକର ମଲ୍ଲିକ) – ରଙ୍ଗର ପର୍ବ ହୋଲି, ଭାଇଚାରାର ପର୍ବ ହୋଲି।ଏହି ହୋଲିପର୍ବ ସାରା ଓଡ଼ିଶାରେ ଧୁମଧାମରେ ପାଳନ ହେଉଥିଲା ବେଳେ ଗତ ଦୁଇବର୍ଷ କରୋନାର କଟକଣା ରଙ୍ଗର ପର୍ବ ହୋଲିକୁ ଫିକା ପକାଇ ଥିବାବେଳେ ଚଳିତ ବର୍ଷ କିନ୍ତୁ କଟକଣା…