କୋଲ୍କାତା -: ଯଦି କୈାଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର। ସେଥିପାଇଁ ଦଳ ଦାୟୀ ହେବନାହିଁ ବୋଲି ବୋଲପୁରରେ ଆୟୋଜିତ ‘ତୃଣମୂଳ କଂଗ୍ରେସ କର୍ମୀ’ ସମ୍ମିଳନୀରେ ‘ବୁଥ୍ ପ୍ରେସିଡେଣ୍ଟ୍’ମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ କହିଛନ୍ତି। କିନ୍ତୁ, ୨୦୨୪…
Category: ଦେଶ- ବିଦେଶ
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ, ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ
ବେଗୁନିଆ -: ରାତିରେ ଖୋଜିଲା ପୋଲିସ ଆଉ ସକାଳୁ ସକାଳୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଏକ ଆମ୍ବ ଗଛରୁ ମିଳିଲା ମୃତଦେହ। ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଗୁନିଆ ବାଘମାରୀ ଥାନାର ଓସ୍ତପୁର ଗାଁରେ ଦେଖବାକୁ ମିଳିଛି ଏହି ଅଭାବନୀୟ…
ବରମୁଣ୍ଡା ନିକଟରେ ଜଳିଗଲା ଘରୋଇ ଯାତ୍ରୀବାହି ବସ୍
ଭୁବନେଶ୍ବର -: ରାଜଧାନୀର ବରମୁଣ୍ଡା ନିକଟରେ ଏକ ଘରୋଇ ବସ ଜଳିଯାଇଥିବାର ଖବର ମିଳିଛି। ଆଜି ଭୋରରୁ ଦୁର୍ଘଟଣା ଘଟିଥିବାରୁ ବସରେ ନିଆଁ ଲାଗିଥିବା ସୂଚନା ରହିଛି। ଭାରସାମ୍ୟ ହରାଇ ବସଟି ବ୍ରିଜର ବାଡାରେ ବାଡେଇ ହୋଇଥିଲା। ଏହାଫଳରେ ବସରେ ସଟ…
ବନ୍ୟା ତାଣ୍ଡବ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ
ଗୌହାଟୀ: ଆସାମରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ପରିସ୍ଥିତି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ…
ହାଇଦ୍ରାବାଦରେ ‘ବିଜେପି’ ଓ ‘ଟିଆରଏସ୍’ର ଶକ୍ତି ପ୍ରଦର୍ଶନ ଆଜି
ହାଇଦ୍ରାବାଦ -: ହାଇଦ୍ରାବାଦରେ ‘ବିଜେପି’ର ବିଶାଳ ଉପସ୍ଥିତିର ମୁକାବିଲା କରିବା ଲାଗି ‘ଟିଏସ୍ଆର୍’ ମଧ୍ୟ ବ୍ୟାପକ ଶକ୍ତି ପ୍ରଦର୍ଶନ ରାଲି ଆୟୋଜନ କରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ‘ବିଜେପି’ ଦୁଇଟି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଥିବା ବେଳେ…
ଆକାଉଣ୍ଟକୁ ଆସିଲା ଦରମାର ୨୮୬ ଗୁଣ ରାଶି, ଟଙ୍କା ଧରି ଚମ୍ପଟ ମାରିଲେ ବ୍ୟକ୍ତି
ବେଳେ ବେଳେ ଜୀବନରେ ଏମିତି କିଛି ଘଟେ ଯାହା ବାବଦରେ ହୁଏତ ଆମେ କେବେ ବି ଆଶା କରିନଥିବୁ । ଚି଼ଲ୍ଲୀର ଜଣେ ବ୍ୟକ୍ତିଙ୍କ ସହିତ ବି ଏମିତି କିଛି ଘଟିଛି । ଯାହା ଶୁଣିବାକୁ ଯେତେ ଅଜବ ଲାଗୁଛି ପ୍ରକୃତ…
ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା: ଜାଣନ୍ତୁ କେଉଁ ବାଟେ ଯାଇ ରଖିବେ ଗାଡ଼ି
ପୁରୀ -: ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରୁ ଯିବେ। ପୁରୀକୁ ଆସୁଥିବା ପାସେଞ୍ଜର ବସ୍ ମାଳତୀପାଟପୁର ROB ଦେଇ ତାଳବଣିଆରେ ପାର୍କିଂ କରିବେ। ଭୁବନେଶ୍ୱରରୁ ଆସୁଥିବା…
୩୦ଦିନ ସମୟ ଦିଆଯାଇଥିଲା, ମାତ୍ର ୨୪ଘଣ୍ଟାରେ କହ୍ନୈୟାଙ୍କ ପରିବାରକୁ ମିଳିଲା ୧.୩୭କୋଟି
ଉଦୟପୁର -: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା…
ମହାରାଷ୍ଟ୍ରରେ ବିଜେପି ଗଢିଲା ସରକାର, ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍
ପୁଣି ଥରେ ମହାରାଷ୍ଟ୍ର କମାଣ ଧରିବେ ଦେବେନ୍ଦ୍ର ଫଡ଼ନାଭିସ୍ । ଆଜି ସଂନ୍ଧ୍ୟା ୭ଟାରେ ସେ ଶପଥ ଗ୍ରହଣ କରିବେ । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି…
ସ୍ୱାମୀଙ୍କ ଭଡାରେ ଲଗାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଲେ ସ୍ତ୍ରୀ …
ଗାଡ଼ି, ଘର, ଆସବାବପତ୍ର ପରି ଭଡ଼ାରେ ମିଳୁଛି ସ୍ୱାମୀ । ମାତ୍ର ୩୩୬୫ ଟଙ୍କାରେ ନିଜ ସ୍ୱାମୀଙ୍କୁ ଭଡ଼ାରେ ଲଗାଇଛନ୍ତି ୟୁକେର ଜଣେ ମହିଳା । ତେବେ ଏଥିପାଇଁ ସେ ଏକ ସ୍ୱତନ୍ତ୍ର ୱେବସାଇଟ୍ ଖୋଲିଛନ୍ତି । ମହଙ୍ଗା ଯୁଗରେ ଟଙ୍କା…