ନୂଆଦିଲ୍ଲୀ -: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ମୋଦୀ ତେରା…
Category: ଦେଶ- ବିଦେଶ
ଏନ୍କାଉଣ୍ଟରରେ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ
ବାଲାଘାଟ -: ଆଜି ସକାଳ ପ୍ରାୟ ୮ଟା ବେଳେ ମଧ୍ୟପ୍ରଦେଶର ବାଲାଘାଟ ଅନ୍ତର୍ଗତ ଲୋଢ଼ାଙ୍ଗୀ ଚୌକି ଥାନା ଅଧୀନ ଲାଞ୍ଜୀ କ୍ଷେତ୍ର ଅଞ୍ଚଳରେ ହାକ୍ ଫୋର୍ସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ୩ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି।…
ମୁସଲ୍ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ : ହାଇକୋର୍ଟ
ଚଣ୍ଡୀଗଡ଼ : ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା…
ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ସମିତିରେ ସ୍ଥାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତ
ଚେସ୍ ଅଲିମ୍ପିଆଡରେ ଓଡିଶାର ଅବଦାନ କିଛି କମ୍ ନାହିଁ । ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ ଜଣିଆ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତଙ୍କୁ…
ଅଗ୍ନିବୀରଙ୍କ ପାଇଁ ଖୁସୀ ଖବର, ମହିନ୍ଦ୍ରା ଗ୍ରୁପ ଦେଲା ବଡ ଅଫର …
ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଧ ଚାଲୁଛି। ବିଭିନ୍ନ ସ୍ଥାନରେ ଧାରଣା, ଟ୍ରେନପୋଡି ଖବର ମଧ୍ୟ ଦେଖିବାକୁ ମିଳିଛି। ଅଗ୍ନିପଥ ଯୋଜନା ଘୋଷଣା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା, ଓଡିଶା, ପଶ୍ଚିବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା,…
ପୋଲିସ ସାଜିଲା ନୀରବଦଷ୍ଟା, ଶୁଣିଲାନି ମହିଳାଙ୍କ ଅଭିଯୋଗ
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: ତିର୍ତୋଲ ଥାନା ଅଧିନସ୍ଥ ବଣିତୋ ଗ୍ରାମର ବିଜୟଲଷ୍ମୀ ସ୍ୱାଇଁ ଙ୍କୁ ତାଙ୍କ ଦେଡଶୁର ନଳକୂପ ମରାମତି କୁ କେନ୍ଦ୍ର କରି ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ |ଏ…
ଏଥର ବାପା ହେଲେ ପାଇବେ ଲମ୍ବା ଛୁଟି, ସନ୍ତାନଙ୍କ ନେଇପାରିବେ ଦାୟିତ୍ୱ
ଶିଶୁଙ୍କ ଲାଳନପାଳନରେ ମାଆଙ୍କ ବୋଝ କମ କରିବା ପାଇଁ ବିଶେଷଜ୍ଞ ପିତାଙ୍କ ପିତୃତ୍ୱ ଛୁଟି ଅବଧି ବଢାଇବାକୁ ସୁପାରିଶ କରିଛନ୍ତି । ଏକ୍ସପର୍ଟଙ୍କ ରାୟ ଅନୁସାରେ ମାତୃତ୍ୱ ଲାଭ ଅଧିନିୟମ ଉପରେ ଆୟୋଜିତ ଆଇନର ସମୀକ୍ଷାରେ ପରାମର୍ଶ ରଖିଛନ୍ତି । ରାଷ୍ଟ୍ରୀୟ…
ଏଥର ଆଧାରକାର୍ଡ ପାଇବା ହେଲା ଆପଣଙ୍କ ପାଇଁ ସହଜ, କେମିତି ପାଇପାରିବେ ଆସନ୍ତୁ ଜାଣିବା
ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏବେ ବିନା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ବି ନିଜର ଆଧାର କାର୍ଡ ଡାଉନଲୋଡ କରିପାରିବେ। ପୂର୍ବରୁ ୟୁଜର୍ସଙ୍କୁ ଆଧାର କାର୍ଡ ଡାଉନଲୋଡ କରିବା ପାଇଁ ଆଧାର ସହ ରେଜିଷ୍ଟର୍ଡ ଥିବା ମୋବାଇଲ ନମ୍ବରର…
ଜୁଲାଇ ୧ରୁ ଲାଗୁ ହେବ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ
ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।…
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନୁପୁର୍ ଶର୍ମା …!
ନୂଆଦିଲ୍ଲୀ -: ନିଲମ୍ବିତା ବିଜେପି ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ୬/୭ ମାସ ମଧ୍ୟରେ ଦଳକୁ ଫେରାଇ ଅଣାଯାଇ ବଡ଼ ନେତ୍ରୀ ଭାବେ ଉପସ୍ଥାପନ କରାଯିବ ଏବଂ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ଅଛି ବୋଲି ଶନିବାର…