ଭୁବନେଶ୍ବର -: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମନ୍ତ୍ରୀ । ସେମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍ ଟି ସହ ଆଉ ଗୋଟିଏ ଟି ଯୋଡ଼ିଛନ୍ତି । 6T ଭାବରେ ଯୋଡ଼ି ହୋଇଛି ଟୁର୍…
Category: ଦେଶ- ବିଦେଶ
ଧରାପଡିଲା ସିବିଆଇର ମିଛ, ମର୍ଡର କେଶକୁ ରଫାଦଫା ପାଇଁ କରିଥିଲା ଷଡଯନ୍ତ୍ର କୋର୍ଟରୁମରେ ଖୋଲିଲା ଗୁମର
ପଟନା -: ମିଛ କହି ଧରା ପଡ଼ିଲା ସିବିଆଇ। ଅପରାଧର ଟିକିନିକି ଓ ନିରପେକ୍ଷ ଯାଞ୍ଚ ପାଇଁ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉଥିବା ବେଳେ ବିହାରର ମୁଜଫରପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିରପେକ୍ଷ ଯାଞ୍ଚ କରିବା…
ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !
ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ…
ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ସମେତ ୫ ଅଭିଯୁକ୍ତ ଚିହ୍ନଟ
ହାଇଦ୍ରାବାଦ -: ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ୩ ଜଣ ଅସଦାଚରଣ କରିବା ସହ ମର୍ସିଡିଜ କାର ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାରେ ଜଣେ ବିଧାୟକଙ୍କ ପୁଅ ଓ ଜଣେ…
ଭୟଙ୍କର ବସ୍ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୭
କମଲାପୁରା/କାଲବର୍ଗି -: ଦୁର୍ଘଟଣାରେ ପରେ ବସ୍ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ ଆହତ…
ଜିତିଲେ ପିନାକି ହାରିଲେ ଅର୍ଦ୍ଧେନ୍ଦୁ : ପିଟିସନ୍ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ୱାର୍ଥ ବିରୋଧୀ , ସୁପ୍ରିମକୋର୍ଟ
ନୂଆଦିଲ୍ଲୀ -: ବହୁଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମକୋର୍ଟ । ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଜନସ୍ୱାର୍ଥ ମାମଲାରେ ହାରିଯିବା ପରେ ପୁରୀ ସାଂସଦ ପିନାକି ମିଶ୍ର ଟିଭି ଡିବେଟ୍ ଛାଡି ଆଇନ ତିଆରି…
ସୁପ୍ରିମ୍ କୋର୍ଟଙ୍କ ଝଟ୍କା : ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନାହିଁ, ପିଟିସନ୍କୁ ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ -: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଦୁଇଟି ପିଟିସନ୍ଙ୍କୁ ଆଜି ସୁପ୍ରିମ୍ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହି ପିଟିସନ୍ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍ ଉଭୟ ଆବେଦନକାରୀଙ୍କ…
୨ ସନ୍ତାନଙ୍କ ସହ ୩ ଭଉଣୀ କଲେ ଆତ୍ମହତ୍ୟା, ୨ ଜଣ ଥିଲେ ଗର୍ଭବତୀ
ଜୟପୁର -: ବିବାହ ଭଳି ଏକ ପବିତ୍ର ସମ୍ପର୍କ ଭିତରେ ଯୌତୁକ ରାକ୍ଷସ ଆଜି ବି ଥମି ନାହିଁ । କେଉଁଠି ନା କେଉଁଠି ଯୌତୁକ ପାଇଁ ଆଜି ବି ଆତ୍ମ ହତ୍ୟା କରୁଛନ୍ତି ମହିଳା । ହେଲେ ଯୌତୁକ ପାଇଁ ରାଜସ୍ଥାନରେ…
କକା-ଝିଆରୀଙ୍କ ଭିତରେ ପ୍ରେମର କରୁଣ ପରିଣତି …
ଲକ୍ଷ୍ନୌ -: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଜଣେ କକା ଓ ଝିଆରୀର ପ୍ରେମ ସଂପର୍କ ଦୁହିଁଙ୍କ ଜୀବନ ଯିବାର କାରଣ ପାଲଟିଛି। ପରିବାର ଲୋକ ଦୁହିଁଙ୍କ ବିବାହ କରିବାକୁ ରାଜି ନହେବାରୁ ସେମାନେ ଜୀବନ…
ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ …
ଭୁବନେଶ୍ବର -: ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ କବିରନଗର ଥାନାରେ ମହିଳା ଅଭିଯୋଗ କରିଥିବା ଜଣାଯାଇଛି। ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୁଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ,…